national awards

ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ମନେ ପଡ଼ିଲେ ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତ, ‘ଛିଛୋରେ’କୁ ଶ୍ରେଷ୍ଠ ଫିଲ୍ମ ଆଓ୍ଵାର୍ଡ, ମନୋଜ ବାଜପେୟୀ ଓ ଧନୁଷ ଶ୍ରେଷ୍ଠ ଅଭିନେତା, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ

୬୭ତମ ରାଷ୍ଟ୍ରୀୟ ଫିଲ୍ମ ଆଓ୍ଵାର୍ଡର ଘୋଷଣା ପୂର୍ବରୁ ହୋଇସାରିଥିଲେ ସୁଦ୍ଧା ଆଜି ବିଜେତାଙ୍କୁ ନ୍ୟାସନାଲ ଆଓ୍ଵାର୍ଡ ଦିଆଯାଇଛି। ଆଜି ବିଜ୍ଞାନ ଭବନରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହି…

3 years ago