new rule

ରେଳଯାତ୍ରୀଙ୍କ ପାଇଁ ଆସିଲା ନୂଆ ସୁବିଧା, ଏବେ ଘରେ ବସି ମୋବାଇଲରୁ ବୁକ କରିପାରିବେ ଅନରିଜର୍ଭଡ୍ ଏବଂ ପ୍ଲାଟଫର୍ମ ଟିକେଟ୍

ଟ୍ରେନ ଯାତ୍ରୀଙ୍କ ପାଇଁ ବଢ଼ିଆ ଖବର । ଆପଣ ଯଦି ଟ୍ରେନ୍‌ ଯାତ୍ରାକୁ ଭଲ ପାଉଥାନ୍ତି ତାହେଲେ ଏହା ଆପଣଙ୍କ ପାଇଁ ନିହାତି ଭାବେ ଏକ ଖୁସି…

2 months ago

ଦୁଇରୁ ଅଧିକ ପିଲା ଥିଲେ ମିଳିବନି ସରକାରୀ ଚାକିରି, ଏହି ନିୟମକୁ ଅନୁମୋଦନ କଲେ ସୁପ୍ରିମକୋର୍ଟ

ଦୁଇରୁ ଅଧିକ ପିଲା ଥିଲେ ମିଳିବନି ସରକାରୀ ଚାକିରି । ରାଜସ୍ଥାନ ସରକାରଙ୍କ ଦୁଇ ସନ୍ତାନ ନିୟମକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି । ଦୁଇରୁ ଅଧିକ ପିଲା…

4 months ago

କୋଚିଂ ସେଣ୍ଟର ପାଇଁ ନୂଆ ଗାଇଡଲାଇନ, ୧୬ ବର୍ଷରୁ କମ୍‌ ପିଲାଙ୍କୁ କୋଚିଂ ସେଣ୍ଟର ମନା

କେନ୍ଦ୍ର ସରକାର ଜାରି କଲେ ନୂଆ ନିୟମ । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କୋଚିଂ ସେଣ୍ଟର ଲାଗି ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ୧୬…

5 months ago

ସିମ୍‌ କାର୍ଡ଼କୁ ନେଇ ଜାରି ହେବ ନୂଆ ନିୟମ, ଏଭଳି ନକଲେ ଲାଗିବ ୧୦ ଲକ୍ଷ ଟଙ୍କାର ଜରିମାନା

ସ୍କାମର୍ସମାନଙ୍କ ସ୍କାମକୁ ରୋକିବା ପାଇଁ ସରକାର ଏକ ନୂଆ ନିୟମ ଆଣିଛନ୍ତି । ସ୍କାମର୍ସମାନେ ସିମ୍‌ ମାଧ୍ୟମରେ ଅଧିକ ସ୍କାମ କରୁଛନ୍ତି । ତେଣୁ ଜନ ସାଧାରଣ…

10 months ago

ଆସନ୍ତା ୧ ଅଗଷ୍ଟରୁ ଦେଶରେ ଲାଗୁ ହେବ ନୂଆ ନିୟମ, ଆୟକର ଠୁ ନେଇ ତେଲ ଦରରେ ହେବ ବଡ ପରିବର୍ତ୍ତନ

ଶେଷ ହୋଇଯିବ ଜୁଲାଇ ମାସ । ଆସନ୍ତା ଅଗଷ୍ଟ ୧ ରୁ ବଦଳିଯିବ ପୁଣି ଥରେ ପୁରୁଣା ନିୟମ । ପ୍ରତି ଥର ନୂଆ ମାସ ଆରମ୍ଭ…

11 months ago

ୟୁଜିସିର ନୂଆ ନିୟମ, ବିନା ପିଏଚଡିରେ ହୋଇପାରିବେ ଆସିଷ୍ଟାଣ୍ଟ ପ୍ରଫେସର

ୟୁନିଭରସିଟି କିମ୍ବା କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର ଆବଶ୍ୟକ ନାହିଁ । ୟୁଜିସି ଅର୍ଥାତ୍‌ ୟୁନିଭରସିଟି ଗ୍ରାଣ୍ଟ କମିଶନ ପ୍ରଫେସର ନିଯୁକ୍ତି…

12 months ago

ବିଳମ୍ବରେ ଆସି ଶୀଘ୍ର ଯାଉଥିବା କର୍ମଚାରୀଙ୍କ କଟିବ ଦରମା

ଭାରତୀୟ ରେଳବିଭାଗରେ ଚାକିରି କରୁଛନ୍ତି କି ? ଏବେ ଆପଣ ମାନଙ୍କ ପାଇଁ ଆସିଲା ଏକ ଜରୁରୀ ଖବର। ଏବେ ଅଫିସକୁ ବିଳମ୍ବରେ ଆସୁଥିବା ଏବଂ ଶୀଘ୍ର…

1 year ago

ଆସିଲା ନୂଆ ନିୟମ, ଜଣଙ୍କର ଦୁଇଟି ପାନ୍ କାର୍ଡ଼ ଥିଲେ ଛଅ ମାସ ପାଇଁ ଯିବେ ଜେଲ

ପାନ୍ କାର୍ଡ଼ଧାରୀଙ୍କ ପାଇଁ ଆସିଲା ଖରାପ ଖବର । ଆଗକୁ ଏମାନେ ଏକ ବହୁତ ବଡ ଅସୁବିଧାରେ ପଡିବେ। କ'ଣ ଏହାର କାରଣ ଜାଣି ନିଅନ୍ତୁ ।…

1 year ago

ମେ’ ୧ ରୁ ବଦଳିବ ଏହି ନିୟମ

ଆସନ୍ତା କାଲି ମେ' ମାସ ଆରମ୍ଭ । କାଲିଠୁ ବଡ ବଡ ନିୟମରେ ପରିବର୍ତନ ହେବ ସହ ନୂଆ ନିୟମ ଲାଗୁ ହେବ । ମେ’ ମାସରୁ…

1 year ago

ଜେଏନୟୁରେ ଧାରଣା ଦେଲେ ୨୦ ହଜାର ଜରିମାନା ଏବଂ ହିଂସା କଲେ ରଦ୍ଦ ହେବ ଆଡମିଶନ

ବିଶ୍ୱବିଦ୍ୟାଳୟ ଆଣିଲା ନୂଆ ନିୟମ । ଦେଶର ପ୍ରତିଷ୍ଠିତ ତଥା ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଏଣିକି ଧାରଣା ମନା। ଯଦି ଆନ୍ଦୋଳନ, ଧାରଣା ଓ…

1 year ago

ଆଜିଠୁ ଲାଗୁ ହେଲା ପୁଣି ୫ଟି ନୂଆ ନିୟମ, ଯାହା ମାସିକ ବଜେଟରେ ପକାଇବ ବଡ଼ ପ୍ରଭାବ

୧ ମାର୍ଚ୍ଚ ୨୦୨୩ ମାନେ ଆଜିଠାରୁ ବଦଳିବ ନିୟମ। ଯାହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ। ଆଜିଠାରୁ ଲାଗୁ ହୋଇଥିବା ନୂଆ ନିୟମ ଅନ୍ତର୍ଗତ…

1 year ago

ଚେକ୍‌ ବାଉନ୍ସକୁ ନେଇ ଜାଣନ୍ତୁ କଣ ରହିଛି ନୂଆ ନିୟମ, ଟିକେ ଭୁଲରେ ଭୋଗିବେ ବଡ଼ ଦଣ୍ଡ

ଚେକ୍‌ ବାଉନ୍ସ ଭଳି ସମସ୍ୟାର ୁ ବଞ୍ଚିବା ପାଇଁ କେନ୍ଦ୍ର ସରକାର ଆଣୁଛନ୍ତି ନୂଆ ନିୟମ। ଏଥିପାଇଁ ସରକାର ଲାଗୁ କରିବେ ନୂଆ ନିଷ୍ପତ୍ତି। ଉଦ୍ୟୋଗ ସଂଗଠନ…

1 year ago