nuapada

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା…

1 week ago

ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ମିଳିଲା ପୁରାତନ ମନ୍ଦିର, ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା କୋମନା ଦେଉଳବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ଏକ ପୁରାତନ ମନ୍ଦିର ଠାବ ହୋଇଛି । ସେଠାରୁ ଖଣ୍ଡା, ତ୍ରିଶୁଳ ସହ…

2 weeks ago

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଅରୁଣ ଷଡ଼ଙ୍ଗୀ

ନୂଆପଡ଼ା (କେନ୍ୟୁଜ୍‌): ନିର୍ବାଚନ ପୂର୍ବରୁ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜରେ ଡିଜିପିଙ୍କ ସମୀକ୍ଷା । ନୂଆପଡ଼ା ଜିଲ୍ଲା ଗସ୍ତ କରି କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୨୦୨୪ ସାଧାରଣ ନିର୍ବାଚନ…

2 months ago

ରାଜ ମହଲ ବୁଲିଲା ଭାଲୁ, ଡାଇନିଂ ଟେବୁଲ ଉପରେ ପରଷା ଯାଇଥିବା ଖାଦ୍ୟ ଖାଇଲା

ନୂଆପଡ଼ା (କେନ୍ୟୁଜ): ଖଡିଆଳ ରାଜ ମହଲ ବୁଲିଲା ଭାଲୁ । ଡାଇନିଂ ଟେବୁଲ ଉପରେ ପରଷା ଯାଇଥିବା ଖାଦ୍ୟ ଖାଇଦେଲା । ରାତିରେ ରାଜାଙ୍କ ସିରିଜା ମଣ୍ଡପ…

3 months ago

ଦୀର୍ଘ ୧୭ ବର୍ଷଧରି ଦେଶ ମାତୃକାର ସେବା କରି ନିଜ ଜନ୍ମ ମାଟିକୁ ଫେରିଲେ ବୀର ଯବାନ, କରାଗଲା ଭବ୍ୟ ସ୍ୱାଗତ

ନୂଆପଡା ଜିଲ୍ଲା କୋମନା ବ୍ଲକ ଶୁକ୍ଲିମୁଣ୍ଡି ଗାଁର ଜଣେ ବୀର ଜବାନ ଦେଶ ମାତୃକାର ସେବା କରି ନିଜ ଜନ୍ମ ମାଟିକୁ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ…

3 months ago

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟିଛି ପ୍ରାଥମିକ ବିଦ୍ୟାଳୟ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗେଇଦେବା ପାଇଁ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକୁ ରୂପାନ୍ତରିକରଣରେ ସାମିଲ କରି ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ କରୁଛନ୍ତି । ହେଲେ ନୂଆପଡା ଜିଲ୍ଲା ଖଡିଆଳ…

3 months ago

ଖବର ପ୍ରସାରଣ ପରେ ବୀରସିଂପଡା ଗାଁକୁ ପହଞ୍ଚିଲା ପ୍ରଶାସନ, ଯୋଗାଇଲା ପାଣି

ନୂଆପଡା ଜିଲା କୋମନା ବ୍ଲକ ଦୁର୍ଗମ ଭରୁଆମୁଣ୍ଡା ବିରସିଂପଡା ଗାଁରେ ପାନିୟ ଜଳ ଉତ୍କଟ ସମସ୍ୟା ଦେଖାଦେଇଛି । ପାନିୟ ଜଳ ଅଭାବରୁ ବିରସିଂପଡା ଗାଁର ମହିଳାମାନେ…

4 months ago

ଅମଳ ସମୟରେ ହେଲା ଅଦିନିଆ ଝଡବର୍ଷା, କୁଆପଥର ମାଡ଼ରେ ନଷ୍ଟ ହେଲା ଏକର ଏକର ଫସଲ

ନୂଆପଡା ଜିଲା କୋମନା ଅଞ୍ଚଳରେ ଅଦିନିଆ ଝଡବର୍ଷା ସହ କୂଆପଥର ମାଡରେ ଚାଷିଙ୍କ ରବିଧାନ ଫସଲ ସହ ପନିପରିବା ଓ ଡାଲି ଜାତୀୟ ଫସଲ ବ୍ୟାପକ ନଷ୍ଟ…

4 months ago

ନୂଆପଡ଼ାରେ ଏସିଡ୍‌ ମାଡ଼, ଦୁଇ ପରିବାରର ୫ ଜଣ ଆହତ

ନୂଆପଡା (କେନ୍ୟୁଜ୍‌): ନୂଆପଡା ଜିଲ୍ଲା ଖଡିଆଳା ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଏସିଡ ମାଡ଼ ହୋଇଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ…

6 months ago

ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ, ୨ ବାଘଛାଲ ଜବତ ସହ ୭ ଗିରଫ

ନୂଆପଡ଼ା (କେନ୍ୟୁଜ୍‌): ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ । ନୂଆପଡ଼ା ଖଡ଼ିଆଳ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବାଘଛାଲ ଜବତ କରାଯାଇଛି । ଏକ…

6 months ago

ନୂଆପଡ଼ାରେ ପୁଣି ବାଘ ଆତଙ୍କ, ମହିଳାଙ୍କୁ ଟାଣି ନେଇ ଖାଇଲା

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ । ସଦର ରେଞ୍ଜ ଅନ୍ତର୍ଗତ ସିଲିଆରିବାହାରା ଗାଁରେ ଜଣେ ମହିଳାଙ୍କୁ ବାଘ ଟାଣି ନେଇ ମାରି ଖାଇଦେଇଥିବା…

8 months ago

ନୂଆପଡ଼ାରେ ବାଘ ଆତଙ୍କ; ଗୁହାଳ ପଶି ଗାଈକୁ ମାରି ଖାଇଲା

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ସୁନାବେଡା ଅଭୟାରଣ୍ୟର କଟିଙ୍ଗପାଣି ଗାଁରେ ମାତିଛି ବାଘ । ଶିଶୁ ପରେ ଗୁହାଳରୁ ଗାଈକୁ ଭିଡ଼ିନେଲା ବାଘ । ଗତକାଲି ବିଳମ୍ବିତ ରାତ୍ରିରେ…

8 months ago