odisha governmant

ନବୀନଙ୍କ ନୂଆ ଟିମ୍‌: ଲୋକସେବା ଭବନ କନଭେନସନ୍‌ ହଲରେ ଶପଥ ନେଲେ ୨୧ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍‌): ନବୀନଙ୍କ ନୂଆ ଟିମ୍‌। ଶପଥ ନେଲେ ୨୧ ମନ୍ତ୍ରୀ। ଲୋକସେବା ଭବନ କନଭେନସନ୍‌ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ…

2 years ago

ବେଆଇନ ଭାବେ ନିର୍ମିତ ଧର୍ମାନୁଷ୍ଠାନ ଉଚ୍ଛେଦ ପ୍ରସଙ୍ଗ: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

କଟକ(କେନ୍ଯୁଜ୍): ସର୍ବସାଧାରଣ ସ୍ଥାନରେ ବେଆଇନ ଭାବେ ନିର୍ମିତ ଧର୍ମାନୁଷ୍ଠାନ ଉଚ୍ଛେଦ ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।…

3 years ago

ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ସମସ୍ତ ଜିଲ୍ଲାରେ ହେବ ଶିଳ୍ପାୟନ ଓ ପୁଞ୍ଜନିବେଶ ସହାୟକ ସଂସ୍ଥା

ଭୁବନେଶ୍ବର(କେନ୍ଯୁଜ୍): ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ଓ ଅର୍ଥନୈତିକ ବିକାଶଧାରା ତ୍ୱରାନ୍ଵିତ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗର…

3 years ago

ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ମଧ୍ୟ ବ୍ୟାପକ ଆୟୋଜନ କରିଛନ୍ତି : ପ୍ରତାପ ଜେନା

ଭୁବନେଶ୍ବର: ବହୁତ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି । ସେମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ମଧ୍ୟ ବ୍ୟାପକ ଆୟୋଜନ କରିଛନ୍ତି…

4 years ago

ଶିଳ୍ପ ସମସ୍ୟାର ସମାଧାନ ପାଇଁ ଓଡିଶା ସରକାରଙ୍କ ମଡେଲ ନୀତି ଯୋଜନା

ଭୁବନେଶ୍ବର: COVID-19 ଲକ୍ ଡାଉନ୍ ଯୋଗୁଁ ଶିଳ୍ପଗୁଡିକ ରାଜ୍ୟରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଓଡିଶା ସରକାର ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି…

4 years ago

ଆଜିଠୁ ରାଜସ୍ଥାନ କୋଟାରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ରାଜ୍ୟ ସରକାର, ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ବର: ରାଜସ୍ଥାନ କୋଟାରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ । ଲକଡାଉନ ପରେ ସେଠାରେ ଫସିଥିବା ଛାତ୍ରଛାତ୍ରୀ ରାଜ୍ୟକୁ ଫେରିବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର…

4 years ago

ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନରେ ଶୁଖିଲା ସାମଗ୍ରୀ, ଏକାଥରକେ ତିନି ମାସର ମିଳିବ ମିଡ ଡେ ମିଲ୍‌

କେନ୍ୟୁଜ୍(ବ୍ୟୁରୋ):  ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଶୁଖିଲା ସାମଗ୍ରୀ। ଏକାଥରକେ ତିନି ମାସ ପାଇଁ ଶୁଖିଲା ସାମଗ୍ରୀ ପ୍ରଦାନ କରାଯିବ। ପ୍ରଧାନଶିକ୍ଷକ ଅଭିଭାବକଙ୍କୁ ଟୋକନ୍‌ ଦେବେ।…

4 years ago

କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ଗଠନ ହେବ ପଦୋନ୍ନତି ଅଦାଲତ, ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):କର୍ମଚାରୀଙ୍କ ପଦୋନ୍ନତି ସମସ୍ୟାର ସମାଧାନ ପାଇଁ ପଦୋନ୍ନତି ଅଦାଲତ ଗଠନ । ରାଜ୍ୟ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ପଦୋନ୍ନତି ଅଦାଲତ ଗଠନ…

4 years ago

ନୀଳାଚଳ ଇସ୍ପାତ ନିଗମ ପାଇବ ନୂଆ ଜୀବନ, ପୁଞ୍ଜି ପ୍ରତ୍ୟାହାର କରିବେ ସରକାରୀ ଉଦ୍ୟୋଗ

କେନ୍ୟୁଜ୍(ବ୍ୟୁରୋ): ମିଳିଲା ଗ୍ରୀନ୍‌ ସିଗନାଲ୍‌ । ରୁଗଣ ଅବସ୍ଥାରେ ଥିବା ଯାଜପୁର କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ ନିଗମ ପାଇବ ନୂଆ ଜୀବନ । ପୁଞ୍ଜି ପ୍ରତ୍ୟାହାର…

4 years ago

5Tରେ ହେବ ସରକାରୀ ବାବୁଙ୍କ ମୂଲ୍ୟାଙ୍କନ, ରାଜ୍ୟ ସରକାର କଲେ ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟ ସରକାରଙ୍କ ଘୋଷଣା । 5Tରେ ହେବ ସରକାରୀ ବାବୁଙ୍କ ମୂଲ୍ୟାଙ୍କନ । କାମର ବାର୍ଷିକ ମୂଲ୍ୟାଙ୍କନରେ ରହିବ 5Tର ୱେଟେଜ୍‌ । 5T ଓ…

5 years ago

ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ, ୩ ମାସ ପର୍ଯ୍ୟନ୍ତ ହେବ ନାହିଁ କଡାକଡ଼ି ଯାଞ୍ଚ ରାଜ୍ୟରେ ଗାଡ଼ି ଚାଳକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ରାଜ୍ୟରେ ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି। ବଳପୂର୍ବକ ଗାଡ଼ିମୋଟର ଯାଞ୍ଚ ଉପରେ ଲାଗିଲା ରୋକ। ଲୋକଙ୍କୁ ମିଳିଲା ୩ ମାସର ମହଲତ। ୩ ମାସ ପର୍ଯ୍ୟନ୍ତ ଯାଞ୍ଚକୁ…

5 years ago