Browsing Tag

odisha governmant

ନବୀନଙ୍କ ନୂଆ ଟିମ୍‌: ଲୋକସେବା ଭବନ କନଭେନସନ୍‌ ହଲରେ ଶପଥ ନେଲେ ୨୧ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍‌): ନବୀନଙ୍କ ନୂଆ ଟିମ୍‌। ଶପଥ ନେଲେ ୨୧ ମନ୍ତ୍ରୀ। ଲୋକସେବା ଭବନ କନଭେନସନ୍‌ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସମସ୍ତଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବରିଷ୍ଠ, ଅଭିଜ୍ଞ, ଯୁବ ଓ ମହିଳାଙ୍କୁ ନୂଆ ଟିମରେ ଗୁରୁତ୍ୱ…

ବେଆଇନ ଭାବେ ନିର୍ମିତ ଧର୍ମାନୁଷ୍ଠାନ ଉଚ୍ଛେଦ ପ୍ରସଙ୍ଗ: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

କଟକ(କେନ୍ଯୁଜ୍): ସର୍ବସାଧାରଣ ସ୍ଥାନରେ ବେଆଇନ ଭାବେ ନିର୍ମିତ ଧର୍ମାନୁଷ୍ଠାନ ଉଚ୍ଛେଦ ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଭଳି ୯୦ରୁ ଉର୍ଦ୍ଧ୍ଵ ଧର୍ମାନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ସମସ୍ତ ଜିଲ୍ଲାରେ ହେବ ଶିଳ୍ପାୟନ ଓ ପୁଞ୍ଜନିବେଶ ସହାୟକ…

ଭୁବନେଶ୍ବର(କେନ୍ଯୁଜ୍): ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ଓ ଅର୍ଥନୈତିକ ବିକାଶଧାରା ତ୍ୱରାନ୍ଵିତ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗର କାର୍ଯ୍ୟକୁ ସୁଗମ କରିବା ପାଇଁ ସମସ୍ତ ଜିଲ୍ଲାରେ ଶିଳ୍ପାୟନ ଓ ପୁଞ୍ଜନିବେଶ ସହାୟକ ସଂସ୍ଥା କାର୍ଯ୍ୟ କରିବ…

ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ମଧ୍ୟ ବ୍ୟାପକ ଆୟୋଜନ କରିଛନ୍ତି : ପ୍ରତାପ ଜେନା

ଭୁବନେଶ୍ବର: ବହୁତ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି । ସେମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ମଧ୍ୟ ବ୍ୟାପକ ଆୟୋଜନ କରିଛନ୍ତି । ୬୭୯୮ ଗ୍ରାମପଞ୍ଚାୟତରେ ପାଖାପାଖି ୧୪୦୦୦ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୫ ଲକ୍ଷ ଶଯ୍ୟାର କ୍ବାରାଣ୍ଟାଇନ କେନ୍ଦ୍ର…

ଶିଳ୍ପ ସମସ୍ୟାର ସମାଧାନ ପାଇଁ ଓଡିଶା ସରକାରଙ୍କ ମଡେଲ ନୀତି ଯୋଜନା

ଭୁବନେଶ୍ବର: COVID-19 ଲକ୍ ଡାଉନ୍ ଯୋଗୁଁ ଶିଳ୍ପଗୁଡିକ ରାଜ୍ୟରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଓଡିଶା ସରକାର ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମଙ୍ଗଳବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟରେ COVID-19 ପରିସ୍ଥିତିକୁ ନେଇ…

ଆଜିଠୁ ରାଜସ୍ଥାନ କୋଟାରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ରାଜ୍ୟ ସରକାର, ଦୁଇ ବରିଷ୍ଠ…

ଭୁବନେଶ୍ବର: ରାଜସ୍ଥାନ କୋଟାରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ । ଲକଡାଉନ ପରେ ସେଠାରେ ଫସିଥିବା ଛାତ୍ରଛାତ୍ରୀ ରାଜ୍ୟକୁ ଫେରିବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଦୁଇ ବରିଷ୍ଠ ଅଧିକାରୀ ଅବିନାଶ କୁମାର ଓ ସାର୍ଥକ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ…

ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନରେ ଶୁଖିଲା ସାମଗ୍ରୀ, ଏକାଥରକେ ତିନି ମାସର ମିଳିବ ମିଡ ଡେ ମିଲ୍‌

କେନ୍ୟୁଜ୍(ବ୍ୟୁରୋ):  ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଶୁଖିଲା ସାମଗ୍ରୀ। ଏକାଥରକେ ତିନି ମାସ ପାଇଁ ଶୁଖିଲା ସାମଗ୍ରୀ ପ୍ରଦାନ କରାଯିବ। ପ୍ରଧାନଶିକ୍ଷକ ଅଭିଭାବକଙ୍କୁ ଟୋକନ୍‌ ଦେବେ। ଏହି ଟୋକନ୍‌ ଦେଖାଇ ଅଭିଭାବକମାନେ ସାମଗ୍ରୀ ନେଇ ପାରିବେ। ମାର୍ଚ୍ଚରୁ ଜୁନ୍‌ ୧୩ ଯାଏ…

କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ଗଠନ ହେବ ପଦୋନ୍ନତି ଅଦାଲତ, ନିଷ୍ପତ୍ତି ନେଇଛନ୍ତି…

କେନ୍ୟୁଜ୍(ବ୍ୟୁରୋ):କର୍ମଚାରୀଙ୍କ ପଦୋନ୍ନତି ସମସ୍ୟାର ସମାଧାନ ପାଇଁ ପଦୋନ୍ନତି ଅଦାଲତ ଗଠନ । ରାଜ୍ୟ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ପଦୋନ୍ନତି ଅଦାଲତ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ବିଭାଗର ପ୍ରଶାସନିକ…

ନୀଳାଚଳ ଇସ୍ପାତ ନିଗମ ପାଇବ ନୂଆ ଜୀବନ, ପୁଞ୍ଜି ପ୍ରତ୍ୟାହାର କରିବେ ସରକାରୀ ଉଦ୍ୟୋଗ

କେନ୍ୟୁଜ୍(ବ୍ୟୁରୋ): ମିଳିଲା ଗ୍ରୀନ୍‌ ସିଗନାଲ୍‌ । ରୁଗଣ ଅବସ୍ଥାରେ ଥିବା ଯାଜପୁର କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ ନିଗମ ପାଇବ ନୂଆ ଜୀବନ । ପୁଞ୍ଜି ପ୍ରତ୍ୟାହାର କରିବେ କେନ୍ଦ୍ର ସରକାରୀ ଉଦ୍ୟୋଗ । ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ନୀଳାଚଳ ଇସ୍ପାତରେ ପୁଞ୍ଜି ଖଟାଇଥିଲେ…

5Tରେ ହେବ ସରକାରୀ ବାବୁଙ୍କ ମୂଲ୍ୟାଙ୍କନ, ରାଜ୍ୟ ସରକାର କଲେ ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟ ସରକାରଙ୍କ ଘୋଷଣା । 5Tରେ ହେବ ସରକାରୀ ବାବୁଙ୍କ ମୂଲ୍ୟାଙ୍କନ । କାମର ବାର୍ଷିକ ମୂଲ୍ୟାଙ୍କନରେ ରହିବ 5Tର ୱେଟେଜ୍‌ । 5T ଓ ମୋ ସରକାର ପାଇଁ ରହିବ ୨୦ ପ୍ରତିଶତ ୱେଟେଜ୍‌ । 5T ପାଇଁ ୧୫ ପ୍ରତିଶତ ଏବଂ ମୋ ସରକାର ପାଇଁ ୫ ପ୍ରତିଶତ ୱେଟେଜ୍‌ ରହିବ । ଏ ନେଇ…

ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ, ୩ ମାସ ପର୍ଯ୍ୟନ୍ତ ହେବ ନାହିଁ କଡାକଡ଼ି ଯାଞ୍ଚ ରାଜ୍ୟରେ ଗାଡ଼ି ଚାଳକଙ୍କୁ ମିଳିଲା…

ରାଜ୍ୟରେ ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି। ବଳପୂର୍ବକ ଗାଡ଼ିମୋଟର ଯାଞ୍ଚ ଉପରେ ଲାଗିଲା ରୋକ। ଲୋକଙ୍କୁ ମିଳିଲା ୩ ମାସର ମହଲତ। ୩ ମାସ ପର୍ଯ୍ୟନ୍ତ ଯାଞ୍ଚକୁ କଡାକଡ଼ି ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କୁ ମୋଟର ଯାନ ଆଇନ ସମ୍ପର୍କରେ ସଚେତନ କରିବା ସହ ଏହି ସମୟ…