Below header

5Tରେ ହେବ ସରକାରୀ ବାବୁଙ୍କ ମୂଲ୍ୟାଙ୍କନ, ରାଜ୍ୟ ସରକାର କଲେ ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟ ସରକାରଙ୍କ ଘୋଷଣା । 5Tରେ ହେବ ସରକାରୀ ବାବୁଙ୍କ ମୂଲ୍ୟାଙ୍କନ । କାମର ବାର୍ଷିକ ମୂଲ୍ୟାଙ୍କନରେ ରହିବ 5Tର ୱେଟେଜ୍‌ । 5T ଓ ମୋ ସରକାର ପାଇଁ ରହିବ ୨୦ ପ୍ରତିଶତ ୱେଟେଜ୍‌ । 5T ପାଇଁ ୧୫ ପ୍ରତିଶତ ଏବଂ ମୋ ସରକାର ପାଇଁ ୫ ପ୍ରତିଶତ ୱେଟେଜ୍‌ ରହିବ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ଚିଠି ଜାରି ହୋଇଛି । ସେହିପରି ସର୍ବଭାରତୀୟ ସେବା ଅଧିକାରୀଙ୍କ ପାଇଁ ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଭିନ୍ନ େଓ୍ଵଟେଜ୍‌ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.