odisha police

ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି ପୋଲିସ୍ କର୍ମୀ

ନରସିଂହପୁର: ପ୍ରତେକ ଦିନ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ସୁରକ୍ଷା କର୍ମୀ ଏବେ ଅସୁରକ୍ଷିତ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ପୋଲିସ୍…

18 hours ago

ସାଇବର ଠକେଇକୁ ନେଇ ‘ଏକ୍ସ’ରେ ଓଡିଶା ପୋଲିସ୍ ପକ୍ଷରୁ ଦିଆଗଲା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର (କେନ୍ୟୁଜ): ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌ ଭାବେ କାମ କଲେ…

4 weeks ago

ଓଡ଼ିଶା ପୋଲିସ ପକ୍ଷରୁ ସଚେତନତା: ଗୁଣିଗାରେଡି ଓ ତନ୍ତ୍ର ସାଧନାରେ ଶିକାର ହେଉଥିଲେ 112କୁ କରନ୍ତୁ ଯୋଗାଯୋଗ

ଭୁବନେଶ୍ୱର (କେନ୍ୟୁଜ): ଦେଶ ସ୍ବାଧୀନ ହେଲା। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ହେଲା । ତଥାପି ଅନ୍ଧବିଶ୍ବାସ ଭଳି ପ୍ରଥା ଏବେ ବି ଲୋକଙ୍କ ମନରୁ…

4 months ago

ଟିକସ ଦାଖଲ ବେଳେ ଠକେଇ ! ସତର୍କ ରହିବାକୁ ଓଡ଼ିଶା ପୋଲିସର ସତର୍କତା

ଭୁବନେଶ୍ୱର (କେନ୍ୟୁଜ): ଟିକସ ଦାଖଲ ବେଳେ ସତର୍କ ରହିବାକୁ ପରାମର୍ଶ। ଆୟକର ଦାଖଲ ବେଳେ ଅନେକ ଠକାମୀ ଅଭିଯୋଗ ଆସିବା ପରେ ସତର୍କ କଲା ଓଡ଼ିଶା ପୋଲିସ।…

10 months ago

ମ୍ୟାଜିକ୍ ମିରର୍ ବିକ୍ରି ନାଁରେ ଠକେଇ: ଲକ୍ଷ ଲକ୍ଷ ଟଙ୍କା ଚୂନା ଲଗେଇଥିବା ୩ ବଙ୍ଗୀୟ ଧୂର୍ତ୍ତ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ମ୍ୟାଜିକ୍ ମିରର୍ ବା ଯାଦୁ ଦର୍ପଣ ବିକ୍ରି ନାଁରେ ବଡ଼ ଧରଣର ଠକେଇ । ଇଷ୍ଟ ଇଣ୍ଡିଆ କମ୍ପାନୀ ଅମଳର ଦର୍ପଣ କହି ଲୋକଙ୍କୁ…

10 months ago

ଓଡ଼ିଶା ପୋଲିସର ନିଆରା ପ୍ରୟାସ, ମୋବାଇଲ ଚୋରି କିମ୍ବା ହଜିଗଲେ ପ୍ରଥମେ କଣ କରିବେ ଜାଣନ୍ତୁ

ଭୁବନେଶ୍ବର (କେନ୍ୟୁଜ): ଆଜିକାଲି ଅନେକ ଲୋକଙ୍କ ମୋବାଇଲ ହଜିଯାଉଛି କିମ୍ବା ଚୋରି ହୋଇଯାଉଥିବାର ଅଭିଯୋଗ ହେଉଛି। ଏଭଳି କ୍ଷେତ୍ରରେ ସେମାନଙ୍କୁ ଆଉ ହଇରାଣ ହେବାକୁପଡ଼ିବନି କି ଚିନ୍ତିତ…

1 year ago

ମୋଷ୍ଟ ୱ୍ବାଣ୍ଟେଡ ମାଓବାଦୀ ଗିରଫ, ଓଡ଼ିଶା ପୋଲିସ ସହଯୋଗରେ ଗିରଫ କଲା NIA

ମାଲକାନଗିରି (କେନ୍ୟୁଜ): ଦୁର୍ଦ୍ଦାନ୍ତ ମାଓବାଦୀ ଖିଲ ରଞ୍ଜୁ ଓରଫ ଚାଣ୍ଟି ଗିରଫ। ମାଲକାନଗିରିରେ ଚାଣ୍ଟିକୁ ଗିରଫ କଲା ଏନଆଇଏ ଟିମ୍‌। ତା ନାଁରେ ୩ଲକ୍ଷ ଟଙ୍କାର ପୁରସ୍କାର…

1 year ago

ପୂରଣ ହେବ ଓଡ଼ିଶା ପୋଲିସର ୪ହଜାର ୭୯୦ କନେଷ୍ଟବଳ ପଦବୀ, ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ମଞ୍ଜୁରୀ

କେନ୍ୟୁଜ୍(ବ୍ୟୁରୋ): ପୂରଣ ହେବ ଓଡ଼ିଶା ପୋଲିସର ୪ହଜାର ୭୯୦ କନେଷ୍ଟବଳ ପଦବୀ । ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

2 years ago

କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା, ଦିଲ୍ଲୀରୁ ନାଇଜେରିଆର ସାଇବର ଠକକୁ ଗିରଫ କଲା ଓଡ଼ିଶା ପୋଲିସ

(କେନ୍ୟୁଜ): କ୍ରାଇମବ୍ରାଞ୍ଚ ହାତରେ ବଡ଼ ସାଇବର ଠକ। ନାଇଜେରିଆର ପାଟ୍ରିକ ଚିଜୋରମ ଓରାଜାକା ଗିରଫ। ଦିଲ୍ଲୀ ଦ୍ୱାରକାରୁ ଗିରଫ କଲା ଓଡିଶା ପୋଲିସ। ଟ୍ରାନଜିଟ ରିମାଣ୍ଡରେ ଅଭିଯୁକ୍ତକୁ…

2 years ago

ଓଡ଼ିଶା ପୋଲିସର ସ୍ପେଶାଲ୍‌ ଡ୍ରାଇଭ୍‌: ୧୦ ଦିନରେ ଘରକୁ ଫେରିଲେ ୨୨ଶହ ୩୧ ଜଣ ନିଖୋଜ

ଭୁବନେଶ୍ୱର(କେନ୍ୟୁଜ୍):ହଜି ଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଓଡ଼ିଶା ପୋଲିସର ସ୍ପେଶାଲ୍‌ ଡ୍ରାଇଭ୍‌ । ୧୦ ଦିନରେ ଘରକୁ ଫେରିଲେ ୨୨ଶହ ୩୧ ଜଣ ନିଖୋଜ । ଏମାନଙ୍କ…

2 years ago

ରାଜ୍ୟ ପୋଲିସ ଏକାଡେମୀକୁ ଜାତୀୟ ମାନ୍ୟତା, ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ

କେନ୍ୟୁଜ୍(ବ୍ୟୁରୋ): ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବେ ଜାତୀୟ ମାନ୍ୟତା । ନୂଆଦିଲ୍ଲୀସ୍ଥିତ ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ…

2 years ago

ଓଡିଶା ପୋଲିସ ASI ଆଡମିଟ୍‌ କାର୍ଡ ଜାରି, ଏଠାରେ ସିଧାସଳଖ ଭାବେ କରନ୍ତୁ ଡାଉନଲୋଡ

ଓଡିଶା ପୋଲିସ ପକ୍ଷରୁ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ପଦବୀରେ ଭର୍ତ୍ତି ପାଇଁ ହେବାକୁ ଥିବା ପରୀକ୍ଷା ଲାଗି ଆଡମିଟ୍‌ କାର୍ଡ ଜାରି ହୋଇଛି। ଯେଉଁ ପ୍ରାର୍ଥୀ ଆବେଦନ…

2 years ago