one dead in firing in puri

ପୁରୀ ଏମାର ମଠ ନିକଟରେ ଫୁଟିଲା ଗୁଳି, ଜଣେ ମୃତ, ମାଉସୀମା ମନ୍ଦିର ନିକଟରେ ଛୁରା ମାଡରେ ଯୁବକ ଗୁରୁତର

ପୁରୀ(କେନ୍ୟୁଜ) : ପୁଣି ଅଶାନ୍ତ ପୁରୀ । ଏମାରମଠ ନିକଟରେ ଗୁଳିମାଡ଼ରେ ଜଣେ ସେବାୟତଙ୍କ ହୋଇଛି ମୃତ୍ୟୁ । ମୃତକ ତଳୁଛ ସାହିର ଲୋକନାଥ ମନ୍ଦିର ସେବକ…

2 years ago