Below header
Browsing Tag

one dead in firing in puri

ପୁରୀ ଏମାର ମଠ ନିକଟରେ ଫୁଟିଲା ଗୁଳି, ଜଣେ ମୃତ, ମାଉସୀମା ମନ୍ଦିର ନିକଟରେ ଛୁରା ମାଡରେ ଯୁବକ ଗୁରୁତର

ପୁରୀ(କେନ୍ୟୁଜ) : ପୁଣି ଅଶାନ୍ତ ପୁରୀ । ଏମାରମଠ ନିକଟରେ ଗୁଳିମାଡ଼ରେ ଜଣେ ସେବାୟତଙ୍କ ହୋଇଛି ମୃତ୍ୟୁ । ମୃତକ ତଳୁଛ ସାହିର ଲୋକନାଥ ମନ୍ଦିର ସେବକ ଶିବରାମ ପାତ୍ର । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଘଟଣାରେ…