peru bus crash

ପେରୁ: ଖାଇକୁ ଖସିଲା ବସ୍‌, ୧୦ ମୃତ

ପେରୁର ହୁଆନୁକା ଡିପାର୍ଟମେଣ୍ଟରେ ଏକ ଯାତ୍ରୀବାହୀ ବସ୍‌ ଖାଇକୁ ଖସିପଡ଼ିବାରୁ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨୦ ଜଣ ଗୁରୁତର ହୋଇଛନ୍ତି।…

5 years ago