Browsing Tag

peru bus crash

ପେରୁ: ଖାଇକୁ ଖସିଲା ବସ୍‌, ୧୦ ମୃତ

ପେରୁର ହୁଆନୁକା ଡିପାର୍ଟମେଣ୍ଟରେ ଏକ ଯାତ୍ରୀବାହୀ ବସ୍‌ ଖାଇକୁ ଖସିପଡ଼ିବାରୁ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨୦ ଜଣ ଗୁରୁତର ହୋଇଛନ୍ତି। ରିପୋର୍ଟ ମୁତାବକ, ଜୁନିନ୍‌ର ହୁଆକୋୟୋ ଠାରୁ ପୂର୍ବୋତ୍ତରର ଅକାୟଲୀ ପୁକାଲ୍ପା ଯାଉଥିବା ବସ୍‌ କାର୍ପିସ୍‌ ସୁନଙ୍ଗଠାରୁ…