rain

ବଦଳିଲା ପାଣିପାଗ ମିଜାଜ୍ : ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବଦଳିଲା ପାଣିପାଗ ମିଜାଜ। ସକାଳୁ ପାଗରେ ହଠାତ ପରିବର୍ତ୍ତନ ହୋଇଛି। ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ଚେତାବନୀ ଦେଇଛି ପାଣିପାଗ…

3 years ago

ରାଜ୍ୟରେ ଆସନ୍ତା ୨ ଦିନ ମଧ୍ୟରେ ଖସିବ ପାରଦ: ଉପକୂଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ହେବ ବିଜୁଳ, ଘଡଘଡି ସହ ବର୍ଷା

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆସନ୍ତା ୨ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ । ଏହି ସମୟରେ…

3 years ago

ଆସନ୍ତା ୨୯ରୁ ୩୧ ଯାଏ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟର ପାରଦ ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ , ସବୁଠାରୁ ଉତ୍ତପ୍ତ ସହର ବୌଦ୍ଧ ଜିଲ୍ଲା । ସୋମବାର ରାଜ୍ୟର ସର୍ବାଧିକ ତାପମାତ୍ରା…

3 years ago

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ।…

3 years ago

ଆଶ୍ବସ୍ତି ଆଣିଲା ଅଦିନିଆ ମେଘ: କେନ୍ଦୁଝରରେ ପବନ ଓ ଘଡଘଡି ସହ ପ୍ରବଳ ବର୍ଷା

କେନ୍ଦୁଝର: ତାତିରୁ ସାମାନ୍ୟ ଆଶ୍ବସ୍ତି ଆଣିଲା ଅଦିନିଆ ବର୍ଷା। କେନ୍ଦୁଝର ସହରରେ ଆଜି ସକାଳୁ ସକାଳୁ ପବନ ଓ ଘଡଘଡି ସହ ବର୍ଷା ହୋଇଥିଲା। ହତାଠ୍‌ ପବନ…

3 years ago

ଶିମିଳିପାଳରେ ବର୍ଷା ହେବାପରେ ଖୁସିରେ ନାଚିଲେ ଜଣେ ମହିଳା ବନ କର୍ମଚାରୀ, ଭାଇରାଲ୍ ହେଉଛି ଭିଡିଓ

କରଞ୍ଜିଆ : ଖୁସିରେ ବିଭୋର ହୋଇପଡୁଛନ୍ତି ମହିଳା ଜଣଙ୍କ। ଜଙ୍ଗଲ ଭିତରେ ବର୍ଷାରେ ଭିଜିବା ସହିତ ଭଗବାନଙ୍କୁ ଦେଉଛନ୍ତି ଅନେକ ଅନେକ ଧନ୍ଯବାଦ । ଆପଣ ଜାଣିଥିବେ…

3 years ago

ରାଜ୍ଯର ବିଭିନ୍ନ ସ୍ଥାନରେ ହାଲ୍‌କା ବର୍ଷା ସାଙ୍ଗକୁ କୋହଲା ପାଗ ଅନୁଭୂତ

ଭୁବନେଶ୍ବର : ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି…

3 years ago

୧୮ରୁ ରାଜ୍ଯରେ ଆହୁରି ବଢିବ ଶୀତ ! ଆସନ୍ତାକାଲି କିଛି ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ଏବେ କମିଛି ଶୀତ। ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ମଧ୍ୟମ…

4 years ago

୨୪ ଘଣ୍ଟାରେ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ସାମୁଦ୍ରିକ ଝଡ ‘ନିବାର’, ଏପଟେ ଆରବସାଗରରେ ଦୁର୍ବଳ ହେଉଛି ‘ଗତି’: ପ୍ରଭାବରେ ଆସନ୍ତା ୨୫-୨୬ରେ ଦକ୍ଷିଣ ଓଡ଼ିଶାରେ ବର୍ଷା!

କେନ୍ଯୁଜ୍: ଡବଲ ସାଇକ୍ଲୋନ୍‌ । ଗୋଟିଏ ଆରବ ସାଗରରେ ଆଉ ଗୋଟିଏ ବଙ୍ଗୋପସାଗରରେ । ବଙ୍ଗୋପସାଗରରେ ଝଡ 'ନିବାର' ୨୪ ଘଣ୍ଟାରେ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇପାରେ…

4 years ago

ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ଆସନ୍ତାକାଲିଠାରୁ ୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା!

ଭୁବନେଶ୍ବର: ବଙ୍ଗୋପସାଗରରେ ପ୍ରବେଶ କରିଛି ଟାଇଫୁନ ମୋଲାଭର ଅଂଶବିଶେଷ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିିିବଳୟ ସୃଷ୍ଟି ହୋଇଛି ।…

4 years ago

ଫିଲିପାଇନ୍ସରେ ଲ୍ୟାଣ୍ଡଫଲ କଲା ଟାଇଫୁନ୍‌ ମୋଲାଭ: ବଙ୍ଗୋପସାଗରରେ ପ୍ରବେଶ କରିବ ଏହାର ଅବଶିଷ୍ଟାଂଶ, ୨୯ ବେଳକୁ ଆଉ ଏକ ଲଘୁଚାପ

କେନ୍ଯୁଜ୍: ଫିଲିପାଇନ୍ସରେ ଲ୍ୟାଣ୍ଡଫଲ କରିଛି ଟାଇଫୁନ୍‌ ମୋଲାଭ । ଫିଲିପାଇନ୍ସର ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ୩ଟା ୩୦ରେ ଟାଇଫୁନ୍‌ ଓରିଏଣ୍ଟାଲ ମାଇଣ୍ଡୋରୋ ଉପରେ ଅବତରଣ କରିଛି ।…

4 years ago

ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(କେନ୍ୟୁଜ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ ମାର୍କଡରେ ପରିଣତ ହେବା ପରେ ଆଜି ଅବପାତର ରୂପ ନେଇପାରେ । ଆଗାମୀ ୨୪ ଘଣ୍ଟା ମଧ୍ୟରେ…

4 years ago