rape in police campus

ଠାକୁରମୁଣ୍ଡା ଥାନା କ୍ୟାମ୍ପସରେ ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲା ଥାନା ଡ୍ରାଇଭର

କରଞ୍ଜିଆ (କେ ନ୍ୟୁଜ୍‌) : ଥାନା କ୍ୟାମ୍ପସରେ ଦୁଷ୍କର୍ମ ଅଭିଯୋଗ । ପୁଣି ଜଣେ ଦିବ୍ୟାଙ୍ଗ ଯୁବତୀକୁ । ଅଭିଯୋଗ ଆସିଛି ପୋଲିସ୍ ଡ୍ରାଇଭର୍ ନାଁରେ ।…

4 years ago