ratha yatra 2021

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ନୟାଗଡ ଯିବେ ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ସ୍ୱତନ୍ତ୍ର ପ୍ରତିନିଧି ଦଳ

ପୁରୀ(କେନ୍ଯୁଜ୍): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ଆଜି ନୟାଗଡ ଯିବେ ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ସ୍ୱତନ୍ତ୍ର ପ୍ରତିନିଧି ଦଳ । ଆସନ୍ତାକାଲି ବଡମୂଳ…

2 years ago

ଆଜିଠୁ ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି, ବାହାରିବ ନୀଳାଚଳ ଅବଢା

ପୁରୀ(କେନ୍ଯୁଜ୍): ଶାନ୍ତି ଶୃଙ୍ଖଳାର ସହ ସରିଲା ମହାପ୍ରଭୁଙ୍କ ମାନବୀୟ ଲୀଳା ଅନ୍ତିମ ପର୍ବ । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ପୁଣି ନୀଳକନ୍ଦରକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।…

3 years ago

ଆଜି ନୀଳାଦ୍ରି ବିଜେ: ଜନ୍ମବେଦୀରୁ ଲୀଳାଖେଳା ସାରି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ

ପୁରୀ(କେନ୍ଯୁଜ୍): ଆଜି ନୀଳାଦ୍ରି ବିଜେ । ଜନ୍ମବେଦୀରୁ ଲୀଳାଖେଳା ସରିବା ପରେ ଆଜି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ । ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ଯିବେ…

3 years ago

ଆଜି ତିନି ରଥର ହେବ ଦକ୍ଷିଣ ମୋଡ, ଅଣାଯିବ ନାକଚଣା ଦ୍ୱାର ନିକଟକୁ

ପୁରୀ(କେନ୍ଯୁଜ୍): ଆଜି ତିନି ରଥର ହେବ ଦକ୍ଷିଣ ମୋଡ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ତିନି ରଥକୁ ନାକଚଣା ଦ୍ୱାର ନିକଟକୁ ନିଆଯିବ। ପରମ୍ପରା…

3 years ago

ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଆଜିଠୁ ୩ ଦିନ ଧରି ହେବ ସେବାୟତଙ୍କ କୋଭିଡ ଟେଷ୍ଟ

ପୁରୀ(କେନ୍ଯୁଜ୍): ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ହେବ ସେବାୟତଙ୍କ କୋଭିଡ ଟେଷ୍ଟ । ଆଜିଠୁ ୩ ଦିନ ଧରି ଟେଷ୍ଟ କରାଯିବ । ଯେଉଁମାନଙ୍କ ରିପୋର୍ଟ…

3 years ago

ରଥରେ ଫାଟ, ଆଜି ୩ ରଥ ଯାଞ୍ଚ କଲେ ମୁଖ୍ୟ ବିଶ୍ୱକର୍ମା ଓ ପୂର୍ବତଟ ରେଳବାଇ ବୈଷୟିକ ଟିମ୍‌

ପୁରୀ(କେନ୍ଯୁଜ୍): ରଥରେ ଫାଟ। ବଳଭଦ୍ରଙ୍କ ତାଳଧ୍ୱଜ ରଥର ଅଖ ଓ ଚକ ସହ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଚକରେ ସାମାନ୍ୟ ଫାଟ ଦେଖାଦେଇଛି। ତାଳଧ୍ୱଜ…

3 years ago

ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡପ ମଣ୍ଡପରେ ଲାଗି ହେବ ମହାପ୍ରଭୁଙ୍କୁ ୬୦ ପଉଟି ଭୋଗ

ପୁରୀ(କେନ୍ଯୁଜ୍): ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଆଡ଼ପମଣ୍ଡପ ବିଜେ କରିଛନ୍ତି ମହାପ୍ରଭୁ । ଆଜିଠୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ୬୦ ପଉଟି ଭୋଗ ଲାଗି ହେବ…

3 years ago

ଡାହୁକ ଛାଡ଼ିଲା ଡାକ, ବଡ ଦାଣ୍ଡେ ଗଡ଼ିଲା ରଥ….ବିନା ଭକ୍ତରେ ଟାଣି ନେଉଛନ୍ତି ସେବାୟତ

ପୁରୀ(କେନ୍ଯୁଜ୍): ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା। ନୀତି ନୀର୍ଘଣ୍ଟର ୩ ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି। ରତ୍ନଦେବୀ ଛାଡି ଜନ୍ମଦେବୀ ଅଭିମୁଖେ ଯାଉଛନ୍ତି ମହାପ୍ରଭୁ ।…

3 years ago

ନନ୍ଦିଘୋଷ ରଥରେ ରଥାରୁଢ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ, ସରିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ

ପୁରୀ(କେନ୍ଯୁଜ୍): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରଥ ପ୍ରତିଷ୍ଠା। ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି।…

3 years ago

ପହଣ୍ଡିରେ ଆସି ରଥରେ ବିରାଜମାନ ହେଲେ ପ୍ରଭୁ ବଳଭଦ୍ର

ପୁରୀ(କେନ୍ଯୁଜ୍): ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଡ଼ ଭାଇ ପ୍ରଭୁ ବଳଭଦ୍ର ପହଣ୍ଡିରେ ଆସି ରଥରେ ବିରାଜମାନ କରିଛନ୍ତି । କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ…

3 years ago

ଆଉ ମାତ୍ର କିଛି ସମୟର ଅପେକ୍ଷା..ରତ୍ନ ସିଂହାସନ ଛାଡ଼ି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ଯୁଜ୍): ଆଉ ମାତ୍ର କିଛି ସମୟର ଅପେକ୍ଷା ରତ୍ନ ସିଂହାସନ ଛାଡ଼ି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି।  କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ…

3 years ago

ପୁରୀ ସହରରେ ଆସନ୍ତାକାଲି ଲାଗୁ ହେବନାହିଁ ସଟ୍‌ଡାଉନ୍‌, ରଥଯାତ୍ରା ପାଇଁ ଜୁଲାଇ ୧୧ ରାତି ୮ଟାରୁ ୧୩ ରାତି ୮ଟା ପର୍ଯ୍ୟନ୍ତ କର୍ଫୁ

ପୁରୀ (କେନ୍ଯୁଜ୍): ପୁରୀ ସହରରେ କାଲି ସଟ୍‌ଡାଉନ୍‌ ଲାଗୁ ହେବନାହିଁ। ରଥଯାତ୍ରା ପାଇଁ ଜୁଲାଇ ୧୧ ତାରିଖ ରାତି ୮ଟାରୁ ଜୁଲାଇ ୧୩ ତାରିଖ ରାତି ୮ଟା…

3 years ago