Browsing Tag

ratha yatra 2021

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ନୟାଗଡ ଯିବେ ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ସ୍ୱତନ୍ତ୍ର…

ପୁରୀ(କେନ୍ଯୁଜ୍): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ଆଜି ନୟାଗଡ ଯିବେ ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ସ୍ୱତନ୍ତ୍ର ପ୍ରତିନିଧି ଦଳ । ଆସନ୍ତାକାଲି ବଡମୂଳ ସ୍ଥିତ ମା ବଡରାଉଳ ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା କରାଯିବ । ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଧ, ଶ୍ରୀଫଳ…

ଆଜିଠୁ ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି, ବାହାରିବ ନୀଳାଚଳ ଅବଢା

ପୁରୀ(କେନ୍ଯୁଜ୍): ଶାନ୍ତି ଶୃଙ୍ଖଳାର ସହ ସରିଲା ମହାପ୍ରଭୁଙ୍କ ମାନବୀୟ ଲୀଳା ଅନ୍ତିମ ପର୍ବ । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ପୁଣି ନୀଳକନ୍ଦରକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜିଠୁ ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି । ଆଜି…

ଆଜି ନୀଳାଦ୍ରି ବିଜେ: ଜନ୍ମବେଦୀରୁ ଲୀଳାଖେଳା ସାରି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ

ପୁରୀ(କେନ୍ଯୁଜ୍): ଆଜି ନୀଳାଦ୍ରି ବିଜେ । ଜନ୍ମବେଦୀରୁ ଲୀଳାଖେଳା ସରିବା ପରେ ଆଜି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ । ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ଯିବେ ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ନୀତିକାନ୍ତି ଚୂଡାନ୍ତ ହୋଇଛି। ଅପରାହ୍ନ ୪ଟା ପରେ ପହଣ୍ଡି ଆରମ୍ଭ ହୋଇ ରାତି…

ଆଜି ତିନି ରଥର ହେବ ଦକ୍ଷିଣ ମୋଡ, ଅଣାଯିବ ନାକଚଣା ଦ୍ୱାର ନିକଟକୁ

ପୁରୀ(କେନ୍ଯୁଜ୍): ଆଜି ତିନି ରଥର ହେବ ଦକ୍ଷିଣ ମୋଡ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ତିନି ରଥକୁ ନାକଚଣା ଦ୍ୱାର ନିକଟକୁ ନିଆଯିବ। ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ଦେଇ ଆଡପ ମଣ୍ଡପ ବିଜେ କରିଥିବାବେଳେ ନାକଚଣା ଦ୍ୱାର ଦେଇ ବାହୁଡା ଯାତ୍ରାରେ ବାହାରିଥାନ୍ତି ।…

ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଆଜିଠୁ ୩ ଦିନ ଧରି ହେବ ସେବାୟତଙ୍କ କୋଭିଡ ଟେଷ୍ଟ

ପୁରୀ(କେନ୍ଯୁଜ୍): ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ହେବ ସେବାୟତଙ୍କ କୋଭିଡ ଟେଷ୍ଟ । ଆଜିଠୁ ୩ ଦିନ ଧରି ଟେଷ୍ଟ କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ, ସେମାନଙ୍କୁ ବାହୁଡା ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିବ। ପୂର୍ବ ନିଷ୍ପତ୍ତି ଅନୁଯାୟୀ…

ରଥରେ ଫାଟ, ଆଜି ୩ ରଥ ଯାଞ୍ଚ କଲେ ମୁଖ୍ୟ ବିଶ୍ୱକର୍ମା ଓ ପୂର୍ବତଟ ରେଳବାଇ ବୈଷୟିକ ଟିମ୍‌

ପୁରୀ(କେନ୍ଯୁଜ୍): ରଥରେ ଫାଟ। ବଳଭଦ୍ରଙ୍କ ତାଳଧ୍ୱଜ ରଥର ଅଖ ଓ ଚକ ସହ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଚକରେ ସାମାନ୍ୟ ଫାଟ ଦେଖାଦେଇଛି। ତାଳଧ୍ୱଜ ରଥରେ ଲାଗିଛି ଜ୍ୟାକ୍‌, ୨ ଘଣ୍ଟା ଧରି ଚାଲିବ ମରାମତି କାମ। ସେହିପରି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଥିବା ଫାଟର ମଧ୍ୟ…

ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡପ ମଣ୍ଡପରେ ଲାଗି ହେବ ମହାପ୍ରଭୁଙ୍କୁ ୬୦ ପଉଟି ଭୋଗ

ପୁରୀ(କେନ୍ଯୁଜ୍): ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଆଡ଼ପମଣ୍ଡପ ବିଜେ କରିଛନ୍ତି ମହାପ୍ରଭୁ । ଆଜିଠୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ୬୦ ପଉଟି ଭୋଗ ଲାଗି ହେବ । ତେଣୁ ଭକ୍ତଙ୍କୁ ମହାପ୍ରଭୁଙ୍କ ଆଡପ ଅବଢା ମିଳିବ । ଏଥିପାଇଁ ଗୁଣ୍ଡିଚା ମନ୍ଦିରଠାରେ ସ୍ୱତନ୍ତ୍ର ବ୍ୟବସ୍ଥା…

ଡାହୁକ ଛାଡ଼ିଲା ଡାକ, ବଡ ଦାଣ୍ଡେ ଗଡ଼ିଲା ରଥ….ବିନା ଭକ୍ତରେ ଟାଣି ନେଉଛନ୍ତି ସେବାୟତ

ପୁରୀ(କେନ୍ଯୁଜ୍): ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା। ନୀତି ନୀର୍ଘଣ୍ଟର ୩ ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି। ରତ୍ନଦେବୀ ଛାଡି ଜନ୍ମଦେବୀ ଅଭିମୁଖେ ଯାଉଛନ୍ତି ମହାପ୍ରଭୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି । ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ନେଉଛନ୍ତି ସେବାୟତ।…

ନନ୍ଦିଘୋଷ ରଥରେ ରଥାରୁଢ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ, ସରିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ

ପୁରୀ(କେନ୍ଯୁଜ୍): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରଥ ପ୍ରତିଷ୍ଠା। ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ । ମନ୍ଦିର ଭିତରେ…

ପହଣ୍ଡିରେ ଆସି ରଥରେ ବିରାଜମାନ ହେଲେ ପ୍ରଭୁ ବଳଭଦ୍ର

ପୁରୀ(କେନ୍ଯୁଜ୍): ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଡ଼ ଭାଇ ପ୍ରଭୁ ବଳଭଦ୍ର ପହଣ୍ଡିରେ ଆସି ରଥରେ ବିରାଜମାନ କରିଛନ୍ତି । କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ସମସ୍ତ ନୀତିକାନ୍ତି ସମୟ ପୂର୍ବରୁ ସମାପନ ହେଉଛି । ବଡ଼ ଭାଇ ପ୍ରଭୁ ବଳଭଦ୍ର ପଛେ ପଛେ ପହଣ୍ଡି ବିଜେରେ…

ଆଉ ମାତ୍ର କିଛି ସମୟର ଅପେକ୍ଷା..ରତ୍ନ ସିଂହାସନ ଛାଡ଼ି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ଯୁଜ୍): ଆଉ ମାତ୍ର କିଛି ସମୟର ଅପେକ୍ଷା ରତ୍ନ ସିଂହାସନ ଛାଡ଼ି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି।  କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ଅନ୍ଯପଟେ ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳ…

ପୁରୀ ସହରରେ ଆସନ୍ତାକାଲି ଲାଗୁ ହେବନାହିଁ ସଟ୍‌ଡାଉନ୍‌, ରଥଯାତ୍ରା ପାଇଁ ଜୁଲାଇ ୧୧ ରାତି ୮ଟାରୁ ୧୩ ରାତି ୮ଟା…

ପୁରୀ (କେନ୍ଯୁଜ୍): ପୁରୀ ସହରରେ କାଲି ସଟ୍‌ଡାଉନ୍‌ ଲାଗୁ ହେବନାହିଁ। ରଥଯାତ୍ରା ପାଇଁ ଜୁଲାଇ ୧୧ ତାରିଖ ରାତି ୮ଟାରୁ ଜୁଲାଇ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫୁ ଲାଗିିବ। ତେଣୁ ପୁରୀବାସୀଙ୍କ ସୁବିଧା ପାଇଁ ୧୦ ତାରିଖ ଅର୍ଥାତ ଶନିବାର ଦିନ ସଟ୍‌ଡାଉନ୍‌ କଟକଣା ଲାଗିବ ନାହିଁ।…