Below header
Browsing Tag

ratha yatra 2021

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଜି ଭର୍ଚୁଆଲ୍‌ ବୈଠକରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ(କେନ୍ଯୁଜ୍): ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭର୍ଚୁଆଲ୍‌ ବୈଠକରେ ରଥଯାତ୍ରା ସହ ସଂପୃକ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହିବେ। ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ,…

ରଥଯାତ୍ରା ପାଇଁ ଆସନ୍ତା ୮ରୁ ଆରମ୍ଭ ହେବ RTPCR ଟେଷ୍ଟ , କୌଣସି ହୋଟେଲ ଓ ଲଜିଂରେ ରହିପାରିବେ ନାହିଁ ପର୍ଯ୍ୟଟକ 

ପୁରୀ(କେନ୍ଯୁଜ୍): ପାଖେଇ ଆସୁଛି ବିଶ୍ୱପ୍ରିସଦ୍ଧ ରଥଯାତ୍ରା। ଘୋଷଯାତ୍ରା ଆୟୋଜନ ନେଇ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ। ଗତବର୍ଷ ପରି କେଉଁ ନିଯୋଗରୁ କେତେ ସେବାୟତ ରହିବେ, ରଥ ଉପରେ କେତେ ସେବାୟତ ରହିବେ ତାର ତାଲିକା ଖୁବଶୀଘ୍ର ପ୍ରକାଶ କରାଯିବ। ରଥଯାତ୍ରାରେ…

ଶୃଙ୍ଖଳିତ ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି, ଜୁଲାଇ ୫ ପୂର୍ବରୁ ବସିବ ଛତିଶା ନିଯୋଗ ବୈଠକ

ପୁରୀ(କେନ୍ଯୁଜ୍): ଜୁଲାଇ ୧୨ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚଳିତବର୍ଷ ବିନାଭକ୍ତରେ ରଥଯାତ୍ରା କିଭଳି ଶୃଙ୍ଖଳିତ ହେବ ସେନେଇ ଆଲୋଚନା ହୋଇଛି । ଆସନ୍ତା ଜୁଲାଇ ୫ ତାରିଖ ପୂର୍ବରୁ ବସିବ ଛତିଶା…

ଚଳିତ ବର୍ଷ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ଯ: ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଉଠିଛି ବଡ଼ପୋଟଳ

ପୁରୀ(କେନ୍ଯୁଜ୍): ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରରେ ତିନି ରଥର ବଡ଼ପୋଟଳ ଉଠିଛି । ଟାର୍ଗେଟ ଅନୁଯାୟୀ ତିନିରଥର ଚାରି ନାହାକା ଉଠିବା କଥା । କିନ୍ତୁ ଏବର୍ଷ ଏହାଠାରୁ ଯଥେଷ୍ଟ ଅଧିକ କାମ ହୋଇ ତୃତୀୟ ଭୂଇଁ ଉଠିବା ଓ ଢମକ ପଡିବା ପରେ ବଡ଼ପୋଟଳ ଉଠିଛି । ପୋଟଳ ଖମ୍ବି,ପୋଟଳ…

ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବପ୍ରସିଦ୍ଧ ଗଜାନନ ବେଶ ଆରମ୍ଭ

ପୁରୀ(କେନ୍ଯୁଜ୍) : ଆଜି ପବିତ୍ର ସ୍ନାନପୂର୍ଣ୍ଣିମା । ୧୦୮ ଗରା ପବିତ୍ର ଜଳରେ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ମହାପ୍ରଭୁ । ଏହା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ପ୍ରଥମେ ଗଜାନନ…

ଚଳିତବର୍ଷ କେବଳ ପୁରୀରେ ହେବ ରଥଯାତ୍ରା, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପୁରୀ: ଚଳିତବର୍ଷ କେବଳ ପୁରୀରେ ହେବ ରଥଯାତ୍ରା। ପୁରୀରେ ରଥଯାତ୍ରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ନେଇ ରୁଜୁ ହୋଇଥିବା ଏକାଧିକ ମାମଲାକୁ ଅଗ୍ରାହ୍ୟ କରି ଦେଇଛନ୍ତି ହାଇକୋର୍ଟ । କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିର ପୂଜକଙ୍କ ସମେତ ବରଗଡ଼ ଜିଲ୍ଲାର…

ଆଜି ଶ୍ରୀମନ୍ଦିରରେ ଦଇତାପ୍ରବେଶ ନୀତି: ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ଯାଏ ହେବ ଅନୁଷ୍ଠିତ

ପୁରୀ: ଆଜି ଶ୍ରୀମନ୍ଦିରରେ ଦଇତାପ୍ରବେଶ ନୀତି। ରଥଯାତ୍ରାରେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ଦଇତାପ୍ରବେଶ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମଙ୍ଗଳ ଆଳତି ପରେ ଦଇତାପତି ପ୍ରବେଶ ନୀତି ଅନୁଷ୍ଠିତ ହେବ। ପରେ…

ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୩ ରଥର ୩୩ ଚକ ଶେଷ

ପୁରୀ: ରଥଖଳାରେ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ। ୩ ରଥର ୩୩ ଚକ ଶେଷ ହୋଇଛି। ଏବେ ରଥର ଉପରିଭାଗର କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ୱକର୍ମା ମହାରଣାମାନେ ଚାରି ନାହାକା ହାଣୁଛନ୍ତି। ଏଥିସହ ପୋଲଗୟଳ କାମ ଆରମ୍ଭ ହୋଇଛି। ଆଜି ଦଣ୍ଡା ଅନୁକୂଳ ହେବ। ରଥର ଓରା ଓ ଖମ୍ବି କାମ ଚାଲିଛି।…

ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ, ନୟାଗଡ଼ ବନଖଣ୍ଡରୁ ଆସିଲା ପଞ୍ଚମ ପର୍ଯ୍ୟାୟ ରଥକାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ । ନୟାଗଡ ବନଖଣ୍ଡରୁ ପଞ୍ଚମ ପର୍ଯ୍ୟାୟରେ ରଥକାଠ ବୋଝେଇ ଟ୍ରକ୍‌ ପୁରୀରେ ପହଞ୍ଚିଛି । ଏଥିରେ ସମୁଦାୟ ୧୨ଖଣ୍ଡ ଫାସୀ କାଠ ରହିଛି । ଏହି ଫାସୀ କାଠରେ ତିନି ରଥ ଚକ ପାଇଁ ତୁମ୍ବ ନିର୍ମାଣ କରାଯିବ । ରଥଯାତ୍ରା ପାଇଁ ମୋଟ…

ରଥଯାତ୍ରା ପାଇଁ ଅସନ ଓ ଧଉରା କାଠ, ୪ର୍ଥ ପର୍ଯ୍ୟାୟରେ ବୌଦ୍ଧରୁ ଆସିଲା ୪୫ଖଣ୍ଡ

ପୁରୀ: ରଥଯାତ୍ରା ପାଇଁ ପହଞ୍ଚିଲା ଅସନ ଓ ଧଉରା କାଠ । ୪ର୍ଥ ପର୍ଯ୍ୟାୟରେ ବୌଦ୍ଧରୁ ୪୫ଖଣ୍ଡ ଅସନ ଓ ଧଉରା କାଠ ଆସିଛି । ଗତକାଲି ନୟାଗଡ ବନଖଣ୍ଡରୁ ତୃତୀୟ ପର୍ଯ୍ୟାୟରେ ୧୭ଟି ଧଉରା ଓ ଅସନ କାଠ ଆସିଥିଲା । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର…

ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରା ଚୂଡାନ୍ତ: ଜୁଲାଇ ୧୨ରେ ରଥଯାତ୍ରା, ଜୁନ୍‌ ୨୪ରେ ହେବ ମହାପ୍ରଭୁଙ୍କ…

ପୁରୀ: ଆସନ୍ତା ଜୁଲାଇ ୧୨ରେ ବିଶ୍ୱପ୍ରିସଦ୍ଧ ରଥଯାତ୍ରା । ଜୁନ୍‌ ୨୪ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବ । ଜୁଲାଇ ୨୦ରେ ବାହୁଡା ଯାତ୍ରା ଓ ହରିଶୟନ ଏକାଦଶୀ ଅନୁଷ୍ଠିତ ହେବ । ୨୧ରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ରଥ ଉପରେ ସୁନାବେଶର ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।…