REPUBLIC DAY

ପ୍ରବଳ ତୁଷାରପାତ, ହାତରେ ତ୍ରିରଙ୍ଗା: ITBP ଯବାନ ଜଣାଇଲେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା

ଦେଶ ଆଜି ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଚାଲିଛି ମୁଖ୍ୟ କାର୍ଯ୍ୟକ୍ରମ । ଏହା ବ୍ୟତୀତ ଦେଶର ବିଭିନ୍ନ…

5 months ago

୭୫ତମ ସାଧାରଣତନ୍ତ୍ର ଦିବସ: ଭୁବନେଶ୍ବର ମହାତ୍ମା ଗାନ୍ଧି ମାର୍ଗରେ ପ୍ରଥମ ଥର ସାମିଲ ହେବ ପୁରୀର ସାହିଯାତ

ଭୁବନେଶ୍ୱର (କେନ୍ୟୁଜ): ୭୫ ତମ ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ବର ମହାତ୍ମା ଗାନ୍ଧି ମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା। ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଅଭିବାଦନ ଗ୍ରହଣ…

5 months ago

ସାଧାରଣତନ୍ତ୍ର ଦିବସ: ଏଥର ୧୧୩୨ ବୀରଙ୍କୁ ମିଳିବ ସମ୍ମାନ, ଗୃହ ମନ୍ତ୍ରଣାଳୟ ଜାରି କଲା ତାଲିକା

କେନ୍ଦ୍ର ସରକାର ଗୁରୁବାର ଜାତୀୟ ସାହସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ମୁତାବକ, ଚଳିତ ବର୍ଷ ପୋଲିସ୍,…

5 months ago

ଗଣତନ୍ତ୍ର ଦିବସରେ ବଦଳିଲା ଦିଲ୍ଲୀ ମେଟ୍ରୋ ସମୟ, ଜାଣନ୍ତୁ ସେବା କେବେ ଆରମ୍ଭ ହେବ

ଗଣତନ୍ତ୍ର ଦିବସ ପାଳନ ସମ୍ପର୍କରେ ଦିଲ୍ଲୀ ମେଟ୍ରୋ ନିର୍ଦ୍ଦେଶାବଳୀ ଜାରି କରିଛି । ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସ ପରେଡ ଦେଖିବା ପାଇଁ ଡ୍ୟୁଟିରେ ଯାଉଥିବା ଲୋକଙ୍କ…

5 months ago

ଗଣତନ୍ତ୍ର ଦିବସରେ ଦୁନିଆ ଦେଖିବ ଭାରତର ମହିଳା ଶକ୍ତି, ଭିନ୍ନ ଉପାୟକୁ ଆପଣାଇଛନ୍ତି ଅନେକ ରାଜ୍ୟ

ଆସନ୍ତା କାଲି ଗଣତନ୍ତ୍ର ଦିବସ । ଏନେଇ ସମଗ୍ର ଭାରତ ବର୍ଷରେ ପ୍ରସ୍ତୁତି ଚାଲିଛି । ତେବେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କର୍ତ୍ତବ୍ୟ…

5 months ago

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ : କଡ଼ା ସୁରକ୍ଷା ବଳରେ ପରେଡର ଫୁଲଡ୍ରେସ୍ ରିହରସଲ୍

ନୂଆଦିଲ୍ଲୀ : ୭୫ତମ ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ । ସୁରକ୍ଷା କଡ଼ାକଡି । ଦିଲ୍ଲୀ କର୍ତ୍ତବ୍ୟପଥରେ ଗତକାଲି ପରେଡର ଫୁଲଡ୍ରେସ୍ ରିହରସଲ୍ ହୋଇଥିଲା…

5 months ago

କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ, ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ଉନ୍ନତିର ଦେବ ବାର୍ତ୍ତା

ଭୁବନେଶ୍ୱର (କେନ୍ୟୁଜ): ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ଉନ୍ନତିର ବାର୍ତ୍ତା ଦେଇ କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ବିଶ୍ବ…

5 months ago

ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ: ଚଳଚଞ୍ଚଳ ମହାତ୍ମଗାନ୍ଧି ମାର୍ଗ, ପତାକା ଉତ୍ତୋଳନରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ମହାତ୍ମଗାନ୍ଧି ମାର୍ଗ ଚଳଚଞ୍ଚଳ । ୭୪ତମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ…

1 year ago

ଦୁଇ ବର୍ଷ ପରେ ପାଳିତ ହେବ କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ, ପରେଡ୍‌ରେ ଭାଗ ନେବେ ସ୍କୁଲ ଛାତ୍ରାଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଏଥର କଟକଣାମୁକ୍ତ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆୟୋଜିତ ହେବାକୁ ଥିବା ପରେଡ୍‌ରେ ସ୍କୁଲ ଛାତ୍ରାଛାତ୍ରୀ ଭାଗ ନେବେ। ଦୁଇ ବର୍ଷ ପରେ…

1 year ago

ଆଜି ଭାରତୀୟ ସେନାଙ୍କ ପରେଡ଼ରେ ପ୍ରଦର୍ଶନ କରାଯାଇଛି ଏହି ବିଶେଷ ଅସ୍ତ୍ର , ୧୯୭୧ ଓ ୧୯୬୫ ମସିହାରେ ହୋଇଥିବା ଯୁଦ୍ଧରେ ପାକିସ୍ତାନକୁ ହରାଇବାରେ ଏହା ସାହାଯ୍ୟ କରିଥିଲା

ଦେଶ ଏହି ବର୍ଷ ପାଳନ କରୁଛି ୭୩ ତମ ଗଣତନ୍ତ୍ର ଦିବସ । ତେଣୁ ଏହି ବର୍ଷର ଗଣତନ୍ତ୍ର ଦିବସକୁ ଭଲ ଭାବେ ପାଳନ କରାଯାଇଛି ।…

2 years ago

-୩୦ ଡିଗ୍ରୀ ତାପମାତ୍ରାରେ ସାଧାରଣତନ୍ତ୍ର ଦିବସ ପାଳିଲେ ଭାରତୀୟ ଯବାନ, ୧୫ ହଜାର ଫୁଟ୍‌ ଉଚ୍ଚରେ ସଗର୍ବେ ଉଡ଼ିଲା ତ୍ରିରଙ୍ଗା

ଆଜି ପୂରା ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ। ଏ ଅବସରରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଭାରତୀୟ ସେନାର ଯବାନମାନଙ୍କର ପତାକା ଉତ୍ତୋଳନ ବେଳର…

2 years ago

କଳିଙ୍ଗ ଟିଭି ଓ କେନ୍ୟୁଜ୍‌ରେ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର (କେନ୍ୟୁଜ୍‌) : କଳିଙ୍ଗ ଟିଭି ପରିସରରେ ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଛି । ଏହି ଅବସରରେ କିଟ୍‌ ସ୍କୁଲ ଅଫ୍‌ ଆର୍କିଟେକଚର୍‌ର ମୁଖ୍ୟ…

2 years ago