କଟକ(କେନ୍ଯୁଜ୍): କଟକରେ ହତ୍ଯାକାଣ୍ଡ।ବିଡାନାସୀ ଥାନା ଅଞ୍ଚଳରେ ଗତକାଲି ଏଭଳି ଘଟଣା ଘଟିଯାଇଛି। ସୂଚନା ମୁତାବକ ବିଡାନାସୀ ଥାନା ଅଞ୍ଚଳରେ ପ୍ରକାଶ ବେହେରାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ଯା କରାଯାଇଛି।…