Browsing Tag

revenge murder

ସୋହର ମୃତ୍ୟୁର ପ୍ରତିଶୋଧ ଏପରି ନେଲେ ପାକିସ୍ଥାନୀ ବେଗମ

ଘଟଣା ପାକିସ୍ତାନର । ଆଉ ଖୁବ ଭୟଙ୍କର । ସୋହରକୁ ଯେତେବେଳେ ମାରିଲା ହତ୍ୟାକାରୀ । ସେତେବେଳେ ନର ରାକ୍ଷସୀ ପାଲଟିଗଲା ବେଗମ । ଏ କାହାଣୀ ଏକ ଥ୍ରୀଲର ମୁଭିର ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ଏପରି ନେଲେ ମହିଳା, ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ…

ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ହତ୍ଯା, ତଦନ୍ତ ଜାରି ରଖିଛି ପୋଲିସ

କଟକ(କେନ୍ଯୁଜ୍): କଟକରେ ହତ୍ଯାକାଣ୍ଡ।ବିଡାନାସୀ ଥାନା ଅଞ୍ଚଳରେ ଗତକାଲି ଏଭଳି ଘଟଣା ଘଟିଯାଇଛି। ସୂଚନା ମୁତାବକ ବିଡାନାସୀ ଥାନା ଅଞ୍ଚଳରେ ପ୍ରକାଶ ବେହେରାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ଯା କରାଯାଇଛି। ପୂର୍ବ ଶତ୍ରୁତା ଥିବା କାରଣରୁ ଏଭଳି ହତ୍ଯାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏନେଇ…