senior leader

ରାଜ୍ୟପାଳ ଭାବେ ବୁଧବାର ଶପଥ ନେବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ଆନ୍ଧ୍ର ସହ ତେଲେଙ୍ଗାନାର ତୁଲାଇବେ ଦାୟିତ୍ବ

ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ବୁଧବାର ଶପଥ ନେବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ବର୍ତ୍ତମାନର ରାଜ୍ୟପାଳ ଇ.ଏସ୍‌.ଏଲ.ନରସିଂମାଙ୍କ ସ୍ଥାନରେ ସେ ଦାୟିତ୍ୱ ନେବେ…

5 years ago