silver medal

ଏସୀୟ କ୍ରୀଡ଼ାରେ କମାଲ କରି ଦେଲେ ଓଡ଼ିଆ ପୁଅ କିଶୋର ଜେନା, ଜାଭେଲିନ୍‌ରେ ଜିତିଲେ ରୌପ୍ୟ ପଦକ, ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ

ଏସୀୟ କ୍ରୀଡ଼ା ପୁରୁଷ ଜାଭେଲିନ୍‌ ଥ୍ରୋ’ରେ ଓଡ଼ିଆ ପୁଅ କିଶୋର ଜେନା ରୌପ୍ୟ ଏବଂ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୀ ବ୍ରହ୍ମଗିରି ଅଞ୍ଚଳର…

9 months ago

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ରୌପ୍ୟ ପଦକ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା

ରୌପ୍ୟ ଜିତିଲେ ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ଭାରତକୁ ପଦକ । ପୁଣି ଇତିହାସ ରଚିଲେ ଗୋଲଡେନ ବୟେ ନୀରଜ। ଜାଭଲିନ୍‌ ଥ୍ରୋ’ରେ ରୌପ୍ୟ…

2 years ago

ଭାରତୀୟ ମହିଳା ଭଲିବଲ୍‌ ଟିମ୍‌କୁ ସଫଳତା, ତୃତୀୟ AVC ମହିଳା ଚ୍ୟାଲେଞ୍ଜରେ ଜିତିଲେ ରୌପ୍ୟ ପଦକ

୨୧ତମ ପ୍ରିନ୍‌ସେସ୍‌, ତୃତୀୟ AVC ମହିଳା ଚ୍ୟାଲେଞ୍ଜ କପ୍‌ରେ ରୌପ୍ୟ ପଦକ ଜିତିଲା ଭାରତୀୟ ମହିଳା ଭଲିବଲ ଦଳ। ପ୍ରଥମ ଥର ଲାଗି ଭାରତୀୟ ସିନିଅର ମହିଳା…

2 years ago

ଜାତୀୟ ସ୍ତରରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି ଓଡିଶାର ଶଶାଙ୍କ

ନବରଙ୍ଗପୁର (କେନ୍ୟୁଜ): ଜାତୀୟ ସ୍ତରରେ ରୋପ୍ୟ ପଦକ ଜିତି ଓଡିଶା ମାଟିକୁ ଗୌରବାନ୍ୱିତ କରିଛନ୍ତି ନବରଙ୍ଗପୁର ଗୌସିକ ଫିଟନେସ ପାର୍କର ଶଶାଙ୍କ ଶେଖର ସାହୁ। ସିକିମ ରାଜ୍ୟ…

2 years ago

BWF World Championship: ଐତିହାସିକ ରୌପ୍ୟ ପଦକ ହାସଲ କଲେ ଭାରତର କିଦାମ୍ବି ଶ୍ରୀକାନ୍ତ

ନୂଆଦିଲ୍ଲୀ: ସ୍ପେନରେ ଖେଳାଯାଉଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର କିଦାମ୍ବି ଶ୍ରୀକାନ୍ତ । ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସିଙ୍ଗାପୁରର ଲୋହ…

3 years ago

ଆଇଏଏସ ସୁହାସ ୟାଥିରାଜଙ୍କୁ ପାରାଅଲିମ୍ପିକ୍ସରେ ମିଳିଲା ରୌପ୍ଯ, ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଟୋକିଓରେ ଚାଲିଥିବା ପାରାଲିମ୍ପିକ୍‌ କ୍ରୀଡ଼ାରେ ‘ପୁରୁଷ ସିଙ୍ଗ୍‌ଲ୍‌ସ୍‌ ଏସ୍‌ଏଲ୍‌୪’ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଫାଇନାଲ୍‌ରେ ଫ୍ରାନ୍ସ୍‌ର ଲ୍ୟୁକାସ୍‌ ମାଜୁର୍‌ଙ୍କ ନିକଟରେ ପରାସ୍ତ ହୋଇ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ସୁହାସ…

3 years ago

ଜଣେ ଅସହାୟ ଶିଶୁର ଚିକିତ୍ସା ପାଇଁ ଅଲିମ୍ପିକ୍ସ ପଦକ ନିଲାମ କଲେ ମାରିଆ ଆଣ୍ଡ୍ରେଜିକ

ନୂଆଦିଲ୍ଲୀ: ମାତ୍ର ଦୁଇ ସପ୍ତାହ ତଳେ ଟୋକିଓ ଅଲିମ୍ପିକ୍ସରେ ପୋଲାଣ୍ଡର ମହିଳା ଜାଭେଲିନ ଥ୍ରୋୟର ମାରିଆ ଆଣ୍ଡ୍ରେଜିକ ରୌପ୍ୟ ପଦକ ଜିତିଥିଲେ। ଅଲିମ୍ପିକ୍ସ ଭଳି ବିଶ୍ୱ ସ୍ତରୀୟ…

3 years ago

ଓଡ଼ିଆ ସୁଟର ତଥା କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ସଫଳତା, ୧୦ମିଟର ସୁଟିଂରେ ହାସଲ କଲେ ରୌପ୍ୟ ପଦକ

କେନ୍ଯୁଜ୍: ଓଡ଼ିଆ ସୁଟର ତଥା କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ରୌପ୍ୟ ପଦକ ହାସଲ । ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ତାଙ୍କୁ ସଫଳତା…

3 years ago