terrible fire

ଦିଲ୍ଲୀ ଆଲିପୁରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ରଙ୍ଗ କାରଖାନା, ୧୧ ଜଣ ଦଗ୍ଧ

ନୂଆଦିଲ୍ଲୀ:ଦିଲ୍ଲୀ ଆଲିପୁରରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ରଙ୍ଗ କାରଖାନା। ମୃତ୍ୟୁ ସଂଖ୍ୟା ୧୧ ହେଲାଣି । ଗୁରୁବାର ରାତିରେ ଆଲିପୁର ଦୟାଲପୁର ବାଜରରେ ଥିବା ଏକ ରଂଗ…

4 months ago

ଗ୍ଲୋଭ୍ସ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ସବୁ ଚେଷ୍ଟା ପରେ ବି ବଞ୍ଚି ପାରିଲେନି ୬ ଜଣ

ସର୍ବଗିଳା ନିଆଁ ଯେତେବେଳେ ଜଳିବା ଆରମ୍ଭ କରେ ସେତେବେଳେ କିଛି ମାନେନି । ଘର, ଜଙ୍ଗଲ ସବୁକିଛି ଜାଳି ପୋଡ଼ି ଧ୍ୱଂସ କରିଦିଏ । ଯେଉଁ ନିଆଁ…

6 months ago

ଆନ୍ଧ୍ରପ୍ରଦେଶରେ ବଡ଼ ଧରଣର ଅଗ୍ନିକାଣ୍ଡ: ଔଷଧ କମ୍ପାନୀରେ ନିଆଁ ଲାଗି ୪ମୃତ, ଜଣେ ଗୁରୁତର

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ବଡ଼ ଧରଣର ଅଗ୍ନିକାଣ୍ଡ । ଔଷଧ କମ୍ପାନୀରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି ।…

1 year ago

ଭୁବନେଶ୍ୱର ଝାରପଡା ସ୍ଥିତ ଏକ ଫର୍ନିଚର ରିପାଏରିଂ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ନଷ୍ଟ

ଭୁବନେଶ୍ୱର(କେନ୍ୟୁଜ୍): ଭୟାବହ ଅଗ୍ନିକାଣ୍ଡ। ଭୁବନେଶ୍ୱର ସ୍ଥିତ ଝାରପଡା ଲେନ୍ ନମ୍ବର ୧୦ରେ ଥିବା ଏକ ଫର୍ନିଚର ରିପାଏରିଂ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା…

2 years ago

ଯାଜପୁର କାଇମାଟିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା

ଯାଜପୁର(କେନ୍ୟୁଜ୍): ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୪ ବଖରା। ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ କାଇମାଟିଆ ଗାଁରେ ଅଗ୍ନିକାଣ୍ଡ। ଗାଁର ବାବନ ସାହୁଙ୍କ ଘରେ ଗତକାଲି ରାତିରେ…

2 years ago

ସମ୍ବଲପୁର ଗୁଟ୍‌ଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୩ରୁ ଅଧିକ ଆହତ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁରରେ ଗୁଟ୍‌ଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଅଇଁଠାପାଲି ମାଝିପାଲି ଠାରେ ଥିବା ଗୁଟ୍‌ଖା କାରଖାନାରେ ସକାଳ ୧୧ଟା ବେଳକୁ ହଠାତ ନିଆଁ ଲାଗି ଯାଇଥିଲା। ଏଥିରେ…

3 years ago

କୋଲକାତା ଷ୍ଟ୍ରାଣ୍ଡ ରୋଡର ପୂର୍ବ ରେଲୱେ କୋଠାରେ ଭୟାବହ ଅଗ୍ନିକାଣ୍ଡ, ଗଲା ୯ ଜଣଙ୍କ ଜୀବନ

କୋଲକାତା: କୋଲକାତାରେ ଭୟାବହ ଅଗ୍ନିକାଣ୍ଡ । ଷ୍ଟ୍ରାଣ୍ଡ ରୋଡର ପୂର୍ବ ରେଲୱେର କୋଠାର ୧୩ ମହଲାରେ ସଂଧ୍ୟା ପ୍ରାୟ ୬ଟାରେ ନିଆଁ ଲାଗିଥିଲା । ନିଆଁ ଲାଗିବାରୁ…

3 years ago

ଚୌଦ୍ୱାର ଚାରିବାଟିଆ ସ୍ଥିତ ARC ପରିସରରେ ଭୟାବହ ଅଣ୍ଡିକାଣ୍ଡ, ନିଆଁ ଲିଭା କାମରେ ୬ଟି ଦମକଳ ବାହୀନି ନିୟୋଜିତ

ଚୌଦ୍ୱାର: ARCରେ ନିଆଁ । ଚୌଦ୍ୱାର ଚାରିବାଟିଆ ସ୍ଥିତ ARC ପରିସରରେ ଭୟାବହ ଅଣ୍ଡିକାଣ୍ଡ । କ୍ୱାର୍ଟର ଓ ଘାସ ଗୋଦାମ ନିକଟରେ ନିଆଁ ଲାଗିଛି ।…

3 years ago

ଅନୁଗୁଳ ଖାଲଗାଁ ଭୟାବହ ଅଗ୍ନିକାଣ୍ଡ: ପୋଡିଗଲା ଘର ଓ ଗୁହାଳ, ଗୋରୁ ସହ ମେଣ୍ଢା ଜୀବନ୍ତ ଦଗ୍ଧ

ଅନୁଗୁଳ: ଅନୁଗୁଳ ଖାଲଗାଁ ଭୟାବହ ଅଗ୍ନିକାଣ୍ଡ । ପୋଡିଗଲା ଘର ,ଗୁହାଳ । ଅଗ୍ନିକାଣ୍ଡରେ ଗୋରୁ ସହ ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିଶମ ବାହିନୀ…

3 years ago

ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ: ୪ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଧୋୟା ଅଞ୍ଚଳର ପେତପଡା ଗ୍ରାମରେ ଅଘଟଣ । ଗତକାଲି ସଂଧ୍ୟାରେ ଗ୍ୟାସ୍ ଟାଙ୍କି ଫାଟି ଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି…

3 years ago

ବରଗଡ଼ ହସ୍ପିଟାଲର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ: ବହୁ ମେଡିସିନ୍ ଓ ସାଲାଇନ୍ ଜଳିପୋଡି ପାଉଁଶ, ଅଳ୍ପକେ ବର୍ତ୍ତିଲେ ରୋଗୀ

ବରଗଡ଼: ବରଗଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ। ହସ୍ପିଟାଲର ଉପର ମହଲାରେ ନିଆଁ ଲାଗିଥିବା ଜଣାପଡିଛି। ବହୁ ମେଡିସିନ ଓ ସାଲାଇନ ଜଳିଯାଇଥିବାବେଳେ, ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନେକ ରୋଗୀ।…

4 years ago

ସମ୍ବଲପୁର ପିଚୁ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଅଗ୍ନିଶମ ବିଭାଗର ୩ଟି ଗାଡି ନିଆଁକୁ କଲେ ଆୟତ୍ତ

ସମ୍ବଲପୁର: ସମ୍ବଲପୁର ପିଚୁ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । କାରଖାନାରେ ଲାଗିଥିବା ତେଲ ପାଇପ ଫାଟି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଖବର ପାଇ ସମ୍ବଳପୁର ଅଗ୍ନିଶମ…

4 years ago