ଦିଲ୍ଲୀ ଆଲିପୁରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ରଙ୍ଗ କାରଖାନା, ୧୧ ଜଣ ଦଗ୍ଧ
ନୂଆଦିଲ୍ଲୀ:ଦିଲ୍ଲୀ ଆଲିପୁରରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ରଙ୍ଗ କାରଖାନା। ମୃତ୍ୟୁ ସଂଖ୍ୟା ୧୧ ହେଲାଣି । ଗୁରୁବାର ରାତିରେ ଆଲିପୁର ଦୟାଲପୁର ବାଜରରେ ଥିବା ଏକ ରଂଗ କାରଖାନାରେ ନିଆଁ ଲାଗି ଯାଇଥିଲା । ହୁହୁ ହୋଇ ଜଳିଥିଲା କାରଖାନା । ଅଗ୍ନିକାଣ୍ଡରେ ୧୧ ଜଣ ଦଗ୍ଧ ହୋଇଛନ୍ତି । ୪ ଜଣ ଆହତ…