ଅନୁଗୁଳ ଖାଲଗାଁ ଭୟାବହ ଅଗ୍ନିକାଣ୍ଡ: ପୋଡିଗଲା ଘର ଓ ଗୁହାଳ, ଗୋରୁ ସହ ମେଣ୍ଢା ଜୀବନ୍ତ ଦଗ୍ଧ

ଅନୁଗୁଳ: ଅନୁଗୁଳ ଖାଲଗାଁ ଭୟାବହ ଅଗ୍ନିକାଣ୍ଡ । ପୋଡିଗଲା ଘର ,ଗୁହାଳ । ଅଗ୍ନିକାଣ୍ଡରେ ଗୋରୁ ସହ ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ୪ଟି ପରିବାରର ୧୪ ବଖରା ଘର ପୋଡି ସର୍ବସ୍ୱାନ୍ତ ହୋଇଛି ।