titilagarh

ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଚେକିଂ କଡ଼ାକଡ଼ି, ପୁଣି କାର୍‌ ଭିତରୁ ମିଳିଲା ନଗଦ ୯ ଲକ୍ଷ ଟଙ୍କା

ଟିଟିଲାଗଡ଼/ ମୟୁରଭଞ୍ଜ (କେନ୍ୟୁଜ): କାର ଭିତରୁ ପୁଣି ୯ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଲ ଛକରେ ପୋଲିସର ଯାଞ୍ଚ ବେଳେ…

2 months ago

ଟିଟିଲାଗଡ଼ ଜେଲରୁ କଏଦୀ ଫେରାର ପରେ ଜେଲ ଡିଆଇଜିଙ୍କ ତଦନ୍ତ

ଟିଟିଲାଗଡ଼(କେନ୍ୟୁଜ୍‌): ଟିଟିଲାଗଡ଼ ଉପ କାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର ଘଟଣାର ତନାଘନା ତଦନ୍ତ । ଟିଟିଲାଗଡ଼ରେ ଜେଲରେ DIG କୁଳମଣି ବେହେରା ପହଞ୍ଚି ଅନୁଧ୍ୟାନ କରିଛନ୍ତି…

4 months ago

ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ଟିଟିଲାଗଡରେ ଠାବ

ଭୁବନେଶ୍ବରରୁ ନିଖୋଜ ହୋଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ଟିଟିଲାଗଡରେ ଠାବ ହୋଇଛନ୍ତି । ସେମାନଙ୍କୁ ଆଣିବା ପାଇଁ ଚନ୍ଦକା ଥାନାର ଏକ ଟିମ୍ ଟିଟିଲାଗଡକୁ ଯାଉଛି…

12 months ago

ଟିଟଲାଗଡରେ ମୁଣ୍ଡଫଟା ଗରମ, ରାଜ୍ୟ ତଥା କେନ୍ଦ୍ର ସରକାର ବିପର୍ଯ୍ୟୟ ଘୋଷଣା କରି ସ୍ୱତନ୍ତ୍ର ଅନୁଦାନ ଦେବାକୁ ଦାବି

ଟିଟିଲାଗଡ଼(କେନ୍ୟୁଜ): ଜଳୁଛି ତତଲାଗଡ଼ । ମୁଣ୍ଡ ଫଟା ଗରମ । ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ ଯାତ୍ରା । ଦିନ ୯ଟା ପରେ ଘରୁ ବାହାରିବା…

2 years ago

ଆଜି ଟିଟିଲାଗଡରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା, ନିୟମିତ ପିଇବା ପାଣି ଯୋଗାଇ ଦେବାକୁ ଦାବି

ଟିଟିଲାଗଡ: ଆଜି ଟିଟିଲାଗଡରେ ୧୨ ଘଣ୍ଟିଆ ବନ୍ଦ ଡାକରା । ଟିଟିଲାଗଡ଼ ସହରରେ ପ୍ରଚଣ୍ଡ ତାତି ବଢୁଥିବା ବେଳେ, ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଉନଥିବାରୁ…

3 years ago

କେନ୍ଦୁପତ୍ର ବନ୍ଧାଳିଙ୍କ ଘର ଉପରେ ଦୁର୍ବୁତ୍ତଙ୍କ ଆକ୍ରମଣ, ଜଣେ ମୃତ ୨ ଗୁରୁତର

ଟିଟିଲାଗଡ଼(କେନ୍ୟୁଜ୍‌): ଗତକାଲି ବିଳମ୍ବିତ ରାତିିରେ ଟିଟିଲାଗଡ଼ ଖାସମୁଡା ଗାଁ ନିକଟରେ ଥିବା କେନ୍ଦୁପତ୍ର ଫଡ଼ି ଘର ଉପରେ ଦୁର୍ବୁତ୍ତଙ୍କ ଆକ୍ରମଣ। ଦୁର୍ବୁତ୍ତଙ୍କ ଆକ୍ରମଣରେ କେନ୍ଦୁପତ୍ର ବନ୍ଧାଳିଙ୍କୁ ହତ୍ୟା…

4 years ago

ବଲାଙ୍ଗିର ଟିଟିଲାଗଡ ଟିଟିଡୁଙ୍ଗୁରି ଗାଁରେ ଉତ୍କଟ ହେଉଛି ଜଳ ସମସ୍ୟା, ନଳକୂପକୁ ଅଧଘଣ୍ଟା ଧରି ମାରିବା ପରେ ବାହାରୁଛି ପାଣି

ଟିଟିଲାଗଡ(କେନ୍ଯୁଜ୍): ବଢୁଛି ଖରା, ଉତ୍କଟ ହେଉଛି ଜଳ ସମସ୍ୟା । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଟିଟିଡୁଙ୍ଗୁରି ଗାଁରେ ପିଇବା ପାଣିର ସମସ୍ୟା ଦେଖାଦେଇଛି । ୪ଟି ନଳକୂପ…

5 years ago