Browsing Tag

titilagarh

ବରଗାଁରେ ମର୍ମନ୍ତୁଦ ଦୁର୍ଘଟଣା, ୫ଜଣଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଲା ପିକଅପ୍ ଭ୍ୟାନ୍

ଟିଟିଲାଗଡ଼: ୫ଜଣଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଲା ପିକଅପ୍ ଭ୍ୟାନ୍ । ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ବରଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ଜଣ ଯୁବକ ଚାଲି ଚାଲି ଯାଉଥିବାବେଳେ ଏକ ବୋଲେରୋ ଧକ୍କା ଦେଇଥିଲା । ପରେ କିଛି ଦୂରରେ ଥିବା ଅନ୍ୟ ୩ଜଣ ଯୁବକଙ୍କୁ ଧକ୍କା ଦେଇଥିଲା ବୋଲେରୋ ।…

ଐତିହାସିକ କୁମୁଡା ପାହାଡ଼ରେ ବିରାଜିତ ବାବା ଧବଳେଶ୍ୱର, ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଟିଟିଲାଗଡ଼: ଟିଟିଲାଗଡ଼ ସହରର ଦକ୍ଷିଣ ଦିଗରେ ରହିଛି ଐତିହାସିକ କୁମୁଡା ପାହାଡ଼ । ଜନଶ୍ରୁତି ଅନୁସାରେ ଏହି କୁମୁଡା ପାହାଡ଼ ବଲାଙ୍ଗୀର ବା ପାଟଣା ରାଜ୍ୟର ଦୁର୍ଗ ଭଳି କାମ କରୁଥିଲା । ପ୍ରାୟ ଦୁଇଶହ ବର୍ଷ ପୂର୍ବେ ବଲାଙ୍ଗୀର ଓ କଳାହାଣ୍ଡି ସୀମାରେ ଥିବା ଏହି ପାହାଡ଼ ଅଞ୍ଚଳରେ କନ୍ଧ…

କେଉଁ କାଳରୁ ଗଢି ଉଠିଛି ଏହି ଗାଁ ଜଣା ନାହିଁ, କିନ୍ତୁ ରହିଛି ବେଶ ଭାଇଚାରା

ସଂସ୍କୃତି, ଐତିହ୍ୟ , ପରମ୍ପରା ସହ ଯୋଡି ହୋଇଛି ଗାଁର ପରିଚୟ । ଏପରି ଏକ ଗାଁ ହେଉଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଟିଟିଲାଗଡ଼ ବ୍ଲକ ର ମାନିଗାଁ ପଞ୍ଚାୟତ ର ନାନାଝର  ଗାଁ । ୩ ୱାର୍ଡ ବିଶିଷ୍ଟ ଏହି ଗାଁରେ ରୁହନ୍ତି ପ୍ରାୟ ୨୨୦୦ ରୁ ଉର୍ଦ୍ଧ୍ବ ଲୋକ । ଗାଁ ରେ ୨ ଟି ଅଙ୍ଗନବାଡି…

କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ଟିଟିଲାଗଡ଼ : ଟିଟିଲାଗଡ଼ ଚୋରମରା ଗାଁରେ ଥିବା କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ।  ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା ।  ଗାଁରେ ଥିବା ମହାବୀର ପେପର ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ । କୌଣସିଏକ ରାସାୟନିକ ପଦାର୍ଥର ବିସ୍ଫୋରଣ ହେବା ଫଳରେ ନିଆଁଲାଗିଥିବା…

ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଚେକିଂ କଡ଼ାକଡ଼ି, ପୁଣି କାର୍‌ ଭିତରୁ ମିଳିଲା ନଗଦ ୯ ଲକ୍ଷ ଟଙ୍କା

ଟିଟିଲାଗଡ଼/ ମୟୁରଭଞ୍ଜ (କେନ୍ୟୁଜ): କାର ଭିତରୁ ପୁଣି ୯ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଲ ଛକରେ ପୋଲିସର ଯାଞ୍ଚ ବେଳେ ଏକ କାରରୁ ୯ଲକ୍ଷ ୧ ହଜାର ୮୦୦ ଶହ ଟଙ୍କା ଜବତ କରିଛି । କାର ମାଲିକ ତୁଷୁରାର ବ୍ୟବସାୟୀ କାରଟିକୁ ନିଜେ ଚଳାଇ ଯାଉଥିବା ସମୟରେ ଅଟକାଇ…

ଟିଟିଲାଗଡ଼ ଜେଲରୁ କଏଦୀ ଫେରାର ପରେ ଜେଲ ଡିଆଇଜିଙ୍କ ତଦନ୍ତ

ଟିଟିଲାଗଡ଼(କେନ୍ୟୁଜ୍‌): ଟିଟିଲାଗଡ଼ ଉପ କାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର ଘଟଣାର ତନାଘନା ତଦନ୍ତ । ଟିଟିଲାଗଡ଼ରେ ଜେଲରେ DIG କୁଳମଣି ବେହେରା ପହଞ୍ଚି ଅନୁଧ୍ୟାନ କରିଛନ୍ତି । କଏଦୀ ଫେରାର ପଛରେ ଜେଲ କର୍ମଚାରୀଙ୍କ ହାତ ରହିଥିବା ସେ ସନ୍ଦେହ କରିଛନ୍ତି । ବିନା ଜେଲ କର୍ମଚାରୀଙ୍କ…

ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ଟିଟିଲାଗଡରେ ଠାବ

ଭୁବନେଶ୍ବରରୁ ନିଖୋଜ ହୋଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ଟିଟିଲାଗଡରେ ଠାବ ହୋଇଛନ୍ତି । ସେମାନଙ୍କୁ ଆଣିବା ପାଇଁ ଚନ୍ଦକା ଥାନାର ଏକ ଟିମ୍ ଟିଟିଲାଗଡକୁ ଯାଉଛି । ସେମାନଙ୍କୁ ବେହୋସ କରି ନେଇଥିବା ସୂଚନା ମିଳିଛି । ସେମାନେ ହୋସରେ ଆସିବା ପରେ କୌଶଳକ୍ରମେ ଖସି ଘରକୁ ଖବର ଦେଇଥିଲେ ।…

ଟିଟଲାଗଡରେ ମୁଣ୍ଡଫଟା ଗରମ, ରାଜ୍ୟ ତଥା କେନ୍ଦ୍ର ସରକାର ବିପର୍ଯ୍ୟୟ ଘୋଷଣା କରି ସ୍ୱତନ୍ତ୍ର ଅନୁଦାନ ଦେବାକୁ ଦାବି

ଟିଟିଲାଗଡ଼(କେନ୍ୟୁଜ): ଜଳୁଛି ତତଲାଗଡ଼ । ମୁଣ୍ଡ ଫଟା ଗରମ । ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ ଯାତ୍ରା । ଦିନ ୯ଟା ପରେ ଘରୁ ବାହାରିବା ବି ମୁସ୍କିଲ । ଟିଟିଲାଗଡ଼ର ପାରଦ ୪୩.୪ ଡିଗ୍ରୀ ରେକର୍ଡ ହେଲାଣି । ଆଗକୁ ଆହୁରି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଥିବାବେଳେ ଏବେଠାରୁ ଡହଳ ବିକଳ…

ଆଜି ଟିଟିଲାଗଡରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା, ନିୟମିତ ପିଇବା ପାଣି ଯୋଗାଇ ଦେବାକୁ ଦାବି

ଟିଟିଲାଗଡ: ଆଜି ଟିଟିଲାଗଡରେ ୧୨ ଘଣ୍ଟିଆ ବନ୍ଦ ଡାକରା । ଟିଟିଲାଗଡ଼ ସହରରେ ପ୍ରଚଣ୍ଡ ତାତି ବଢୁଥିବା ବେଳେ, ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଉନଥିବାରୁ ଟିଟିଲାଗଡ଼ ବିଜେପି ଯୁବ ମୋର୍ଚ୍ଚା ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ର ଡାକରା ଦେଇଛି। ଟିଟିଲାଗଡ଼ ସହରକୁ ନିୟମିତ ପିଇବା ପାଣି ଯୋଗାଇ ଦେବା…

କେନ୍ଦୁପତ୍ର ବନ୍ଧାଳିଙ୍କ ଘର ଉପରେ ଦୁର୍ବୁତ୍ତଙ୍କ ଆକ୍ରମଣ, ଜଣେ ମୃତ ୨ ଗୁରୁତର

ଟିଟିଲାଗଡ଼(କେନ୍ୟୁଜ୍‌): ଗତକାଲି ବିଳମ୍ବିତ ରାତିିରେ ଟିଟିଲାଗଡ଼ ଖାସମୁଡା ଗାଁ ନିକଟରେ ଥିବା କେନ୍ଦୁପତ୍ର ଫଡ଼ି ଘର ଉପରେ ଦୁର୍ବୁତ୍ତଙ୍କ ଆକ୍ରମଣ। ଦୁର୍ବୁତ୍ତଙ୍କ ଆକ୍ରମଣରେ କେନ୍ଦୁପତ୍ର ବନ୍ଧାଳିଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟ କେନ୍ଦୁପତ୍ର ବନ୍ଧାଳି ଗୁରୁତର ଆହତ ହୋଇଛନ୍ତି।…

ବଲାଙ୍ଗିର ଟିଟିଲାଗଡ ଟିଟିଡୁଙ୍ଗୁରି ଗାଁରେ ଉତ୍କଟ ହେଉଛି ଜଳ ସମସ୍ୟା, ନଳକୂପକୁ ଅଧଘଣ୍ଟା ଧରି ମାରିବା ପରେ ବାହାରୁଛି…

ଟିଟିଲାଗଡ(କେନ୍ଯୁଜ୍): ବଢୁଛି ଖରା, ଉତ୍କଟ ହେଉଛି ଜଳ ସମସ୍ୟା । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଟିଟିଡୁଙ୍ଗୁରି ଗାଁରେ ପିଇବା ପାଣିର ସମସ୍ୟା ଦେଖାଦେଇଛି । ୪ଟି ନଳକୂପ ରହିଥିଲେ ମଧ୍ୟ ପାଣି ବ୍ୟବହାର ଉପଯୋଗୀ ନୁହେଁ । ଧାଡି ହୋଇ ରହିଛି ଗରା, ବାଲ୍‌ଟି, ହାଣ୍ଡି । ନଳକୂପକୁ ଅଧଘଣ୍ଟା ଧରି…