କେନ୍ଦୁପତ୍ର ବନ୍ଧାଳିଙ୍କ ଘର ଉପରେ ଦୁର୍ବୁତ୍ତଙ୍କ ଆକ୍ରମଣ, ଜଣେ ମୃତ ୨ ଗୁରୁତର

ଟିଟିଲାଗଡ଼(କେନ୍ୟୁଜ୍‌): ଗତକାଲି ବିଳମ୍ବିତ ରାତିିରେ ଟିଟିଲାଗଡ଼ ଖାସମୁଡା ଗାଁ ନିକଟରେ ଥିବା କେନ୍ଦୁପତ୍ର ଫଡ଼ି ଘର ଉପରେ ଦୁର୍ବୁତ୍ତଙ୍କ ଆକ୍ରମଣ। ଦୁର୍ବୁତ୍ତଙ୍କ ଆକ୍ରମଣରେ କେନ୍ଦୁପତ୍ର ବନ୍ଧାଳିଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟ କେନ୍ଦୁପତ୍ର ବନ୍ଧାଳି ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଦୁଇ କେନ୍ଦୁପତ୍ର କର୍ମଚାରୀ ଦୁବୁର୍ତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ବେଳେ ଆହତଙ୍କୁ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.