turtle

ଗଞ୍ଜାମ ପୋଡମପେଟାରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର, ଓଜନ ପାଖାପାଖି ୧୪୦ କିଲୋଗ୍ରାମ ହେବ

ବ୍ରହ୍ମପୁର(କେନ୍ୟୁଜ୍):ଗଞ୍ଜାମ ଜିଲ୍ଲା ପୋଡମପେଟାରେ ବିରଳ ପ୍ରଜାତିର କଇଁଛ ଦେଖିବାକୁ ମିଳିଛି। ରାତିରେ ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ଗଞ୍ଜାମ ବ୍ଲକର ପୋଡ଼ାମପେଟା ବେଳାଭୂମିକୁ ଉଠିଆସିଥିଲା। ଏହି ବିରଳ…

1 year ago

ବିଶ୍ୱର ସବୁଠାରୁ ବୟସ୍କ କଇଁଛ ‘ଜୋନାଥନ୍‌’ ପାଳିଲା ନିଜର ୧୯୦ତମ ଜନ୍ମଦିନ, ତା’ ସାମ୍ନାରେ ବଦଳିଛନ୍ତି ଆମେରିକାର ୩୯ ରାଷ୍ଟ୍ରପତି!

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ ନିକଟରେ ‘ଜୋନାଥନ’କୁ ସବୁଠାରୁ ବୟସ୍କ କଇଁଛର ଆଖ୍ୟା ଦେଇଛି। ଜୋନାଥନ୍ ଡିସେମ୍ବରରେ ନିଜର ୧୯୦ତମ ଜନ୍ମଦିନ ପାଳନ କରିଛି। ସାରା…

2 years ago

ବଂଶ ବୃଦ୍ଧି ନେଇ ଗହୀରମଥାକୁ ଆସିବେ ବିରଳ ଅଲିଭରିଡଲେ କଇଁଛ

ରାଜନଗର(କେନ୍ଯୁଜ୍): ମିଶନ ଅଲିଭ୍‌ରିଡଲେ। ବଂଶ ବୃଦ୍ଧି ନେଇ ଗହୀରମଥାକୁ ଆସିବେ ବିରଳ ଅଲିଭରିଡଲେ କଇଁଛ। ଏଥିପାଇଁ ଦୀର୍ଘ ୭ ମାସ ଧରି ଗହୀରମଥାର ଧାମରା ମୁହାଣରୁ ଦେବୀ…

3 years ago

ପାରାଦୀପ: ଜାଲରେ ପଡ଼ିଲା ବିରଳ କଇଁଛ, ଯାହାର ଲାଞ୍ଜ ଅଛି

ପାରାଦୀପ (କେନ୍ୟୁଜ୍‌) : ଜାଲରେ ପଡିଲା ବିରଳ ପ୍ରଜାତିର କଇଁଛ । ସାଧାରଣ କଇଁଛଟି ଲୋକଙ୍କୁ ଦେଖି ଲାଜରେ ମୁହଁ ଲୁଚାଇ ଦେଉଥିବା ବେଳେ ଏହି ବିରଳ…

3 years ago

ଭଦ୍ରକ କସ୍ତୁରିକରଣ ଗାଁ ନିକଟ ବୈତରଣୀ ନଦୀ ପଠାରୁ ଉଦ୍ଧାର ହେଲା ହଳଦିଆ କଇଁଛ

ଭଦ୍ରକ: ନଦୀ ପଠାରୁ ଉଦ୍ଧାର ହେଲା ହଳଦିଆ କଇଁଛ। ଭଦ୍ରକ ଜିଲ୍ଲା ଓରାସାହି ପ଼ଞ୍ଚାୟତ କସ୍ତୁରିକରଣ ଗାଁ ନିକଟ ବୈତରଣୀ ନଦୀ ପଠାରୁ କଇଁଛକୁ ଉଦ୍ଧାର କରାଯାଇଛି।…

3 years ago

ଜାପାନରେ ପ୍ରସିଦ୍ଧ ଏହି ସେଲିବ୍ରିଟି କଇଁଛ, ତା’ର ଚାଲିରେ ଆକର୍ଷିତ ହୋଇଯାଆନ୍ତି ହଜାର ହଜାର ଯୁବତୀ

ଯଦି ଆପଣ ଭାରତରେ କୌଣସି ରାସ୍ତାରେ ଭିଡ଼ ଦେଖୁଛନ୍ତି, ତ ଅଧିକରୁ ଅଧିକ ସମ୍ଭାବନା ଥାଏ କି ସେଠି କେହି ସେଲିବ୍ରିଟି ଉପସ୍ଥିତ ଥିବେ। କିନ୍ତୁ ଜାପାନର…

3 years ago

କୁମ୍ଭୀରର ଭୟଙ୍କର ପାଟି ଭିତରୁ ନିଜକୁ ସୁରକ୍ଷିତ ଭାବେ ବଞ୍ଚାଇ ଚାଲିଗଲା କଇଁଛ, ଦେଖନ୍ତୁ ଭିଡିଓ

ଜଳସ୍ତରର ସବୁଠାରୁ ଭୟଙ୍କର ଜୀବ ମଧ୍ୟରୁ କୁମ୍ଭୀର ହେଉଛି ଅନ୍ୟତମ । କୁମ୍ଭୀରର ଭୟଙ୍କର ପାଟି ଓ ମୁନିଆ ଦାନ୍ତ ଦେଖିଲା ମାତ୍ରେ ଲୋକ ଭୟରେ ଥରି…

4 years ago

କଟକ: ବନିଶୀ କଣ୍ଟାରେ ଲାଗିଲା ବିରଳ କଇଁଛ, ଚିକିତ୍ସା ପାଇଁ  ପଠାଗଲା ଓୟୁଏଟି

କଟକ(କେନ୍ୟୁଜ୍): ବନିଶୀ କଣ୍ଟାରେ  ଲାଗିଲା ବିରଳ କଇଁଛ। କଟକ ବନଖଣ୍ଡ ଅନ୍ତର୍ଗତ ଡାଳିଯୋଡାରୁ ଉଦ୍ଧାର ହେଲା ଏହି ବିରଳ କଇଁଛ । କିଛି ଲୋକେ ବନିଶୀ ପକାଇ…

5 years ago

କେବେ ଦେଖିଛନ୍ତି କି ପଶୁ ମାନଙ୍କ କ୍ଷେତ୍ରରେ ଏପରି ବିକୃତି ! ତାହେଲେ ଦେଖନ୍ତୁ ଏହି ପଶୁକୁ ..

ଭଗବାନ ଯେଉଁଭଳି ଭାବେ ମଣିଷକୁ ବନାଇଛନ୍ତି ଠିକ ସେହିଭଳି ସେ ପଶୁ ମାନଙ୍କୁ ମଧ୍ୟ ବନାଇଛନ୍ତି । ପୃଥିବୀରେ ପଶୁ ମାନଙ୍କର ଅନେକ ପ୍ରକାର ପ୍ରଜାତି ଅଛନ୍ତି…

5 years ago

ପାରଳାଖେମୁଣ୍ଡି ଶିବ ମନ୍ଦିରର ଦୃଶ୍ୟ, ଗୋଟିଏ ସ୍ଥାନରେ ନାଗ ଓ କଇଁଛ

ପାରଳାଖେମୁଣ୍ଡି : ଗୋଟିଏ ସ୍ଥାନରେ ନାଗ ଓ କଇଁଛ । ମନ୍ଦିରରେ ଖେଳୁଛନ୍ତି ନାଗ ଓ କଇଁଛ । ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି…

5 years ago

ବାଲେଶ୍ୱର : ଚୋରା ଚାଲାଣ ବେଳେ ୪୫ କଇଁଛ ଜବତ, ୩ ଗିରଫ

ବାଲେଶ୍ୱର : କଇଁଛ ଚୋରା ଚାଲାଣ ବେଳେ ୪୫ କଇଁଛ ଜବତ। ବାଲେଶ୍ୱର ରୁପସା ଷ୍ଟେସନରୁ ଚୋରାଚାଲାଣ ବେଳେ ଜବତ କରିଛି ରୁପ୍‌ସା ଆରପିଏଫ୍‌। ଏହି ମାମଲାରେ…

5 years ago

ଚାନ୍ଦିପୁର : ୯୧ ବିରଳ କଇଁଛ ଉଦ୍ଧାର

ବାଲେଶ୍ୱର (କେନ୍ୟୁଜ୍) : ଚାନ୍ଦିପୁର ବନ ବିଭାଗ ଦ୍ୱାରା ୯୧ଟି ବିରଳ କଇଁଛକୁ ଉଦ୍ଧାର କରାଯାଇଛି । ବାଲେଶ୍ୱରରୁ ପଶ୍ଚିମବଙ୍ଗ ଚାଲଣ ବେଳେ, ରାଜଘାଟ ଷ୍ଟେସନଠାରୁ କଇଁଛକୁ…

6 years ago