ଗଞ୍ଜାମ ପୋଡମପେଟାରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର, ଓଜନ ପାଖାପାଖି ୧୪୦ କିଲୋଗ୍ରାମ ହେବ
ବ୍ରହ୍ମପୁର(କେନ୍ୟୁଜ୍):ଗଞ୍ଜାମ ଜିଲ୍ଲା ପୋଡମପେଟାରେ ବିରଳ ପ୍ରଜାତିର କଇଁଛ ଦେଖିବାକୁ ମିଳିଛି। ରାତିରେ ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ଗଞ୍ଜାମ ବ୍ଲକର ପୋଡ଼ାମପେଟା ବେଳାଭୂମିକୁ ଉଠିଆସିଥିଲା। ଏହି ବିରଳ ପ୍ରଜାତିର କଇଁଛଟି ପ୍ରାୟ ଦୁଇ ଘଣ୍ଟା ଧରି ବେଳାଭୂମି ଉପରେ ଦେଖିବାକୁ ମିଳିଥିଲା ।…