ଚାନ୍ଦିପୁର : ୯୧ ବିରଳ କଇଁଛ ଉଦ୍ଧାର

ବାଲେଶ୍ୱର (କେନ୍ୟୁଜ୍) : ଚାନ୍ଦିପୁର ବନ ବିଭାଗ ଦ୍ୱାରା ୯୧ଟି ବିରଳ କଇଁଛକୁ ଉଦ୍ଧାର କରାଯାଇଛି । ବାଲେଶ୍ୱରରୁ ପଶ୍ଚିମବଙ୍ଗ ଚାଲଣ ବେଳେ, ରାଜଘାଟ ଷ୍ଟେସନଠାରୁ କଇଁଛକୁ ଉଦ୍ଧାର କରାଯାଇଥିଲା । ଏ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ଓ ଅନ୍ୟଜଣେ ଭୋଗରାଇ ଅଞ୍ଚଳର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.