Below header

ଆସୁଛି ରାକ୍ଷୀପୂର୍ଣ୍ଣିମା : ଦୁଇ ଭାଇଙ୍କ ହାତରେ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା

ପୁରୀ (କେନ୍ୟୁଜ୍) : ଆସୁଛି ରାକ୍ଷୀପୂର୍ଣ୍ଣିମା । ଦୁଇ ଭାଇଙ୍କ ହାତରେ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରାକ୍ଷୀ । ପ୍ରଭୁଙ୍କ ପାଇଁ ପାଟରା ବିଷୋୟୀ ସେବାୟତମାନେ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ବାସୁଙ୍ଗା ପାଟର ୪ଟି ସ୍ୱତନ୍ତ୍ର ରଙ୍ଗ ଯଥା ନାଲି, ନୀଳ, ବାଇଗଣୀ ଓ ହଳଦିଆ ରଙ୍ଗ ବ୍ୟବହାର କରି ମୋଟ ୪ଟି ରାକ୍ଷୀ ପ୍ରସ୍ତୁତ ହେଉଛି । ଏହି ରାକ୍ଷୀ ପ୍ରସ୍ତୁତ ପାଇଁ ପ୍ରାୟ ୧୫ଦିନ ସମୟ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.