ବଂଶ ବୃଦ୍ଧି ନେଇ ଗହୀରମଥାକୁ ଆସିବେ ବିରଳ ଅଲିଭରିଡଲେ କଇଁଛ

ରାଜନଗର(କେନ୍ଯୁଜ୍): ମିଶନ ଅଲିଭ୍‌ରିଡଲେ। ବଂଶ ବୃଦ୍ଧି ନେଇ ଗହୀରମଥାକୁ ଆସିବେ ବିରଳ ଅଲିଭରିଡଲେ କଇଁଛ। ଏଥିପାଇଁ ଦୀର୍ଘ ୭ ମାସ ଧରି ଗହୀରମଥାର ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ମାଛ ମାରିବା ଉପରେ କଟକଣାକୁ କଡାକଡି କରାଯାଇଛି।

ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ। କଇଁଛ ମାନଙ୍କ ସୁରକ୍ଷା ପାଇଁ ରାଜନଗର ବନଖଣ୍ଡ ୧୬ ଏବଂ ଭଦ୍ରକର ଡିଭିଜନର ୬ଟି କ୍ୟାମ୍ପ କରାଯାଇଥିବାବେଳେ ବାଲି ଏବଂ ଅଗରନାଶିରେ ୨ଟି ଅସ୍ଥାୟୀ କ୍ୟାମ୍ପ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.