ବାଲେଶ୍ୱର : ଚୋରା ଚାଲାଣ ବେଳେ ୪୫ କଇଁଛ ଜବତ, ୩ ଗିରଫ

ବାଲେଶ୍ୱର : କଇଁଛ ଚୋରା ଚାଲାଣ ବେଳେ ୪୫ କଇଁଛ ଜବତ। ବାଲେଶ୍ୱର ରୁପସା ଷ୍ଟେସନରୁ ଚୋରାଚାଲାଣ ବେଳେ ଜବତ କରିଛି ରୁପ୍‌ସା ଆରପିଏଫ୍‌। ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ରାତିରେ ପୁରୀର ସାକ୍ଷାଗୋପାଳରୁ ପଶ୍ଚିମବଙ୍ଗ ଚୋରାଚାଲାଣ ବେଳେ ଜବତ କରାଯାଇଛି। ପରେ ଜବତ କଇଁଛ ସହ ୩ଜଣଙ୍କୁ ଚାନ୍ଦିପୁର ବନବିଭାଗକୁ ହସ୍ତାନ୍ତର କରିଛି ଆର୍‌ପିଏଫ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.