Categories: ଟେକ୍

ସୁରକ୍ଷା ବଢାଇବା ପରେ ମଧ୍ୟ ୨୬.୭ କୋଟି ଫେସବୁକ୍‌ ୟୁଜର୍ସଙ୍କ ଡାଟା ହେଲା ଲିକ୍‌

ଫେସବୁକ୍‌ ୟୁଜର୍ସମାନଙ୍କ ତଥ୍ୟକୁ ସୁରକ୍ଷା ଦେଉଥିବା ନେଇ ବାରମ୍ବାର ଦାବି କରୁଥିଲେ ମଧ୍ୟ ଲୋକମାନଙ୍କ ଡାଟା ବାରମ୍ବାର ଚୋରି ହେଉଥିବାର ଦେଖିବାକୁ ମିଳିଛି। ଅନେକ ଚେଷ୍ଟା କରିବା ପରେ ମଧ୍ୟ କମ୍ପାନୀ ଡାଟା ଲିକ୍‌ ଭଳି ହେବା ଭଳି ଗତିବିଧିକୁ ରୋକିପାରିନାହିଁ। ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ବିୟତନାମୀ ଫର୍ମରେ ନୂଆ ୨୬.୭ କୋଟି ଫେସବୁକ ଯୁଜର୍ସଙ୍କ ମୋବାଇଲ ନମ୍ବର, ଫଟୋ ଏବଂ ୟୁଜରନେମ୍‌ ଲିକ୍‌ ହେବାର ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ ଗତ ୯ ଡିସେମ୍ବର ବିୟତନାମାର ଇଲାଷ୍ଟିକସର୍ଚ୍ଚ ସର୍ଭରରେ ଏହି ଯୁଜର୍ସମାନଙ୍କ ନିଜସ୍ୱ ତଥ୍ୟ ଲିକ୍‌ ହୋଇଛି। ଲିକ୍‌ ହେବାର ୩ ଦିନ ମଧ୍ୟରେ ଏହି ଡାଟା ଭିନ୍ନ ଭିନ୍ନ ହ୍ୟାକର୍ସ ଫର୍ମରେ ଡାଉନଲୋଡ କରିବା ପାଇଁ ଉପଲବ୍ଧ ହୋଇଥିଲା। ଗତ ୧୪ ଡିସେମ୍ବରରେ ଯେତେବେଳେ ରିସର୍ଚ୍ଚର ବବ୍‌ ଡିଚେନକୋ ୧୨୦ କୋଟି ଲୋକମାନଙ୍କର ଡାଟା ଦେଖିବାକୁ ପାଇଥିଲେ ସେତେବେଳେ ଏହି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହି ଡାଟା ବିଭିନ୍ନ ସୋସିଆଲ ମିଡିଆ ପ୍ଳେଟଫର୍ମ ମାଧ୍ୟମରେ ଲିକ୍‌ ହୋଇଛି, ଯେଉଁଥିରେ ଫେସବୁକ୍‌ର ଡାଟା ମଧ୍ୟ ସାମିଲ ରହିଛି।

KNews Bureau

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

1 min ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

19 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

21 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

56 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago