ଟେକ୍

ମାତ୍ର ୯୯୯ ଟଙ୍କାରେ Flipkartରେ ମିଳୁଛି ୩୨ ଇଞ୍ଚିଆ ସ୍ମାର୍ଟ ଟିଭି! ତୁରନ୍ତ କିଣି ନିଅନ୍ତୁ, ଫଟାଫଟ୍‌ ସରିଯାଉଛି ଷ୍ଟକ୍‌…

ଦୀପାବଳି ଭଳି ମଉକାକୁ ଲୋକେ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ନିଜ ଘରକୁ ଅପଡେଟ୍‌ କରିବା ପାଇଁ ସମସ୍ତେ ପୂରାପୂରି ପ୍ରସ୍ତୁତିରେ ରହିଛନ୍ତି। ଅନେକ ଲୋକ ଏହି ଅବସରରେ ଘରୋଇ ଉପକରଣ କିଣିବାକୁ ପସନ୍ଦ କରନ୍ତି, ଯେଉଁଥିରେ ସ୍ମାର୍ଟ ଏଲ୍‌ଇଡି ଟିଭି ମଧ୍ୟ ସାମିଲ ଥାଏ। ଆଜିକାଲି ଏହା ମାର୍କେଟ୍‌ରେ ଏକ ପ୍ରକାର ଟ୍ରେଣ୍ଡିଙ୍ଗ୍‌ ପ୍ରଡକ୍ଟ ପାଲଟି ଯାଇଛି। ସାଧାରଣତଃ ଏକ ସ୍ମାର୍ଟ ଏଲ୍‌ଇଡି ଟିଭି ପାଇଁ ଆପଣଙ୍କୁ ୧୦,୦୦୦ରୁ ନେଇ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥାଏ। କାହିଁକି ନା, ଭଲ ବ୍ରାଣ୍ଡର ସ୍ମାର୍ଟ ଏଲ୍‌ଇଡି ଟିଭି ଏହି ରେଞ୍ଜ୍‌ରେ ହିଁ ଅଫର୍‌ କରାଯାଇଥାଏ।

ଏମିତିରେ ଆଜି ଆମେ ଆପଣଙ୍କୁ ଫ୍ଲିପ୍‌କାର୍ଟରେ ମିଳୁଥିବା ଏଭଳି ଅଫର୍‌ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ୧୦୦୦ରୁ ବି କମ୍‌ ଦାମ୍‌ରେ ସ୍ମାର୍ଟ ଏଲ୍‌ଇଡି ଟିଭି ନିଜ ଘରକୁ ନେଇ ପାରିବେ। ଆସନ୍ତୁ ଏହି ଅଫର୍‌ ବିଷୟରେ ବିସ୍ତତ ଭାବେ ଜାଣିବା…

ଏଠି ଆମେ ଯେଉଁ ସ୍ମାର୍ଟ ଏଲ୍‌ଇଡି ଟିଭି ବିଷୟରେ କଥା ହେଉଛେ, ତାହା ହେଲା, KODAK 7XPRO Series 80 cm (32 inch) HD Ready LED Smart Android TV। ଫ୍ଲିପ୍‌କାର୍ଟ ଆପ୍‌ ସ୍ମାର୍ଟ ଏଲ୍‌ଇଡି ଟିଭିକୁ ମାତ୍ର ୮,୯୯୯ ଟଙ୍କାରେ ବିକ୍ରି କରୁଛି, ଯେତେ ବେଳେ କି, ଏହାର ଅସଲ ଦାମ୍‌ ରହିଛି ୧୮,୪୯୯ ଟଙ୍କା। କିନ୍ତୁ ଏହା ଉପରେ ୫୧ ପ୍ରତିଶତର ତଗଡ଼ା ଡିସ୍‌କାଉଣ୍ଟ ଦିଆଯାଉଛି, ଯାହା ପରେ ଗ୍ରାହକ ମାନେ ଏହାକୁ ମାତ୍ର ୮,୯୯୯ ଟଙ୍କାରେ କିଣି ନିଜ ଘରକୁ ନେଇ ପାରିବେ ଏବଂ ଦୀପାବଳିକୁ ବହୁତ ଖାସ୍‌ କରି ପାରିବେ।

ତେବେ କିଛି ଲୋକଙ୍କୁ ଏହି ଦାମ୍‌ ବହୁତ ଅଧିକ ଲାଗୁ ଥାଇପାରେ। ଏମିତି ଲୋକଙ୍କ ପାଇଁ ବି ଫ୍ଲିପ୍‌କାର୍ଟରେ ଖାସ୍‌ ବନ୍ଦୋବସ୍ତ କରାଯାଇଛି ଏବଂ ଏହି ଲୋକ ମାନେ KODAK ସ୍ମାର୍ଟ ଏଲ୍‌ଇଡି ଟିଭିକୁ ମାତ୍ର ୯୯୯ ଟଙ୍କାରେ ଘରକୁ ନେଇ ପାରିବେ। ଆସନ୍ତୁ ଜାଣିବା, ଏହା କିପରି ସମ୍ଭବ ହୋଇପାରିବ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫ୍ଲିପ୍‌କାର୍ଟରେ ଏହି ସ୍ମାର୍ଟ ଏଲ୍‌ଇଡି ଟିଭି ଉପରେ ୮୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ଅଫର କରାଯାଉଛି। ଏହି ଏକ୍ସଚେଞ୍ଜ ବୋନସ୍‌ ଯଦି ସମ୍ପୂର୍ଣ୍ଣ ରୂପେ ଲାଗୁ ହୁଏ, ତା’ ହେଲେ ଏଲ୍‌ଇଡି ଟିଭିର ଦାମ୍‌ ୮,୯୯୯ ଟଙ୍କାରୁ ୮୦୦୦ ଟଙ୍କା କମିଯିବ। ଏହାପରେ ଆପଣଙ୍କୁ ଏହି ଏଲ୍‌ଇଡି ଟିଭି କିଣିବା ପାଇଁ ମାତ୍ର ୯୯୯ ଟଙ୍କା ଦେବାକୁ ପଡ଼ିବ। ଦୀପାବଳି ଅବସରରେ ଦିଆଯାଉଥିବା ଏହି ଅଫର୍‌ ବହୁତ ଦମ୍‌ଦାର ରହିଛି ଏବଂ ଏଥିରେ ଗ୍ରାହକ ମାନେ ସବୁଠାରୁ ଅଧିକ ସଞ୍ଚୟ କରି ପାରିବେ। ଏମିତିରେ ଯଦି ଆପଣ ବି ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତା’ ହେଲେ ଡେରି ନ କରି ତୁରନ୍ତ ଘରକୁ ନେଇ ଆସନ୍ତୁ KODAKର ଏହି ସ୍ମାର୍ଟ ଏଲ୍‌ଇଡି ଟିଭି। ଦୀପାବଳିରେ ଘର ସଜାଇବା ସାଙ୍ଗକୁ ଏହି ଟିଭି ଦେଖିବାର ଭରପୂର ମଜା ନିଅନ୍ତୁ।

Roshni

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

3 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

4 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

4 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

5 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

6 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

6 hours ago