ଟେକ୍

ଆମାଜନର ବଢିଆ ଅଫର, Voltas AC ରେ ମିଳୁଛି ବଢ଼ିଆ ଡ଼ିସକାଉଣ୍ଟ, ଶୀଘ୍ର କିଣି ଆଣନ୍ତୁ

ଖରାଦିନରେ ସମସ୍ତେ ତାପମାତ୍ରା ବୃଦ୍ଧିକୁ ନେଇ ଚିନ୍ତାରେ ରହିଥାନ୍ତି। ଟାଣ ଖରାରେ ବାହାରକୁ ଯିବା ବଡ଼ କଷ୍ଟ ହୋଇଯାଏ। ଯଦି କେଉଁଠି ଶାନ୍ତି ମିଳେ ତେବେ ତାହା କେବଳ ଏୟାର କଣ୍ଡିସନର ହିଁ ଦେଇଥାଏ। ଏମିତିରେ ରୁମ୍‌ ବାହାରକୁ ଯିବା ପାଇଁ ଇଚ୍ଛା ହୁଏ ନାହିଁ। ତେବେ ସବୁ ଲୋକ ଏହାକୁ କିଣିପାରନ୍ତି ନାହିଁ। ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀରେ ଥିବା ଲୋକାମାନେ କେବଳ ଫ୍ୟାନ ପଙ୍ଖା ସାହାଯ୍ୟରେ ଗରମକୁ ସହ୍ୟ କରିଥାନ୍ତି। କାରଣ ଏସିର ବିଜୁଳି ବିଲ ଅଧିକ ମାତ୍ରାରେ ଆସିଥାଏ। ଏମିତିରେ ଥଣ୍ଡା ପ୍ରଦାନ କରିବା ସହ କମ ବିଜୁଳି ଖର୍ଚ୍ଚ କରୁଥିବା ଇଲେକଟ୍ରୋନିକ ଜିନିଷକୁ କିଣାଯାଏ। ଯେମିତିକି କୁଲର। ତେବେ ସେ ଯାହା ହେଉ ନା କାହିଁକି ସବୁଥିରେ କିଛି ନା କିଛି ବିଜୁଳି ଖର୍ଚ୍ଚ ତ ଉଣାଅଧିକ ହୋଇଥାଏ।

ଏଭଳି ପରିସ୍ଥିତିରେ କୁଲର, ଫ୍ୟାନ ଏବଂ ଏସିର ଚାହିଦା ବଢ଼ିବାରେ ଲାଗିଛି। ଯଦି ଆପଣ ମଧ୍ୟ ଏୟାର କଣ୍ଡିସନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ଏହାକୁ ଆମାଜନରେ ଏକ ବଡ଼ ରିହାତି ସହିତ କିଣି ପାରିବେ। ଆମାଜନରେ ଭୋଲ୍ଟାସ୍ ଏସିରେ ୫୦% ପର୍ଯ୍ୟନ୍ତ ରିହାତି ମିଳୁଛି ।

ଯେତେବେଳେ ଏସି ବିଷୟରେ କଥା ଆସେ, ଭୋଲ୍ଟାସ୍ ଏସି ଅଧିକ ପସନ୍ଦ କରାଯାଏ। ଟାଟା ଗ୍ରୁପର ଏହି ବ୍ରାଣ୍ଡ ଅଧିକ ଭରସାଯୋଗ୍ୟ । ଏହାର ଦୃଢ଼ ଫିଚର ଏବଂ କ୍ବାଲିଟି ପାଇଁ ବେଶ୍ ଜଣାଶୁଣା। ଆମାଜନରେ ବିକ୍ରିରେ ଭୋଲ୍ଟାସ୍ ଏସିରେ ଏକ ଭଲ ରିହାତି ମିଳୁଛି । ଆମେ ସେସବୁ ର ଏକ ଲିଷ୍ଟ ଆପଣଙ୍କୁ କହିବୁ …. ଥରେ ଚେକ କରେଇ ନିଅନ୍ତୁ ରହିବେ ଏକଦମ ଫାଇଦା ରେ ..

ଭୋଲ୍ଟାସ୍ ୧.୪ ଟନ୍ ୩ ଷ୍ଟାର୍ ଇନଭର୍ଟର ସ୍ପ୍ଲିଟ୍ ଏସି ଆମାଜନରେ ମାତ୍ର ୩୧,୯୯୯ ଟଙ୍କାରେ ୫୫ % ରିହାତିରେ ମିଳୁଛି । ଏଥିସହ ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ସପିଂ ଉପରେ ୧୦% ମାନେ ସର୍ବାଧିକ ୨୦୦୦ ଟଙ୍କା ରିହାତି ରହିଛି। ଏହା ବ୍ୟତୀତ ଆପଣ ଏହାକୁ ନୋ କଷ୍ଟ EMI ରେ ୧୭୮୬ ଟଙ୍କାରେ କିଣି ପାରିବେ। ୪୫% ରିହାତି ସହିତ ଭୋଲ୍ଟାସ୍ ୧.୫ ଟନ୍ ୫ ଷ୍ଟାର, ଇନଭର୍ଟର ସ୍ପ୍ଲିଟ୍ ଏସି ୪୧,୯୦ ଟଙ୍କାରେ ମିଳୁଛି। କ୍ରେଡିଟ୍ କାର୍ଡ଼ ଉପରେ ରିହାତି ରହିଛି ।

ଭୋଲ୍ଟାସ୍ ୨ ଟନ୍ ୩ ଷ୍ଟାର୍, ଇନଭର୍ଟର ସ୍ପ୍ଲିଟ୍ ଏସି : ୭୯,୯୯୦ ଟଙ୍କାରେ ଆସୁଥିବା ଏହି ଏୟାର କଣ୍ଡିସନ୍ ୪୫,୩୬୮୦ ଟଙ୍କାରେ ୪୩% ରିହାତି ସହିତ ମିଳୁଛି ।

ଭୋଲ୍ଟାସ୍ ୧.୫ ଟନ୍ ୩ ଷ୍ଟାର୍ ଇନଭର୍ଟର ସ୍ପ୍ଲିଟ୍ ଏସି : ୫୫,୯୯୯ ଟଙ୍କା ମୂଲ୍ୟର ଏହି ଏସିରେ ୩୬ % ରିହାତି ମିଳୁଛି। ସେହିପରି ଆପଣ ୪୪% ରିହାତି ସହିତ ୩୮,୪୯୯ ଟଙ୍କା ରେ ଭୋଲ୍ଟାସ୍ ୧.୪ ଟନ୍ ୫ ଷ୍ଟାର୍ ଇନଭର୍ଟର ଆଡଜଷ୍ଟେବଲ୍ ସ୍ପ୍ଲିଟ୍ ଏସି ଘରକୁ ଆଣିପାରିବେ। ଏହା ବ୍ୟତୀତ କ୍ରେଡିଟ୍ କାର୍ଡରେ ମଧ୍ୟ ତୁରନ୍ତ ରିହାତିର ଲାଭ ଉଠାଇ ପାରିବେ ଏବଂ ନୋ କଷ୍ଟ EMI ରେ କିଣିପାରିବେ ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

6 hours ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

8 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

8 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

8 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

9 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

10 hours ago