ଆମାଜନର ବଢିଆ ଅଫର, Voltas AC ରେ ମିଳୁଛି ବଢ଼ିଆ ଡ଼ିସକାଉଣ୍ଟ, ଶୀଘ୍ର କିଣି ଆଣନ୍ତୁ
ଯେତେବେଳେ ଏସି ବିଷୟରେ କଥା ଆସେ, Voltas AC ଅଧିକ ପସନ୍ଦ କରାଯାଏ। ଟାଟା ଗ୍ରୁପର ଏହି ବ୍ରାଣ୍ଡ ଅଧିକ ଭରସାଯୋଗ୍ୟ । ଆମାଜନରେ Voltas AC ରେ ମିଳୁଛି ବଢ଼ିଆ ଡ଼ିସକାଉଣ୍ଟ, ଶୀଘ୍ର କିଣି ଆଣନ୍ତୁ..
ଖରାଦିନରେ ସମସ୍ତେ ତାପମାତ୍ରା ବୃଦ୍ଧିକୁ ନେଇ ଚିନ୍ତାରେ ରହିଥାନ୍ତି। ଟାଣ ଖରାରେ ବାହାରକୁ ଯିବା ବଡ଼ କଷ୍ଟ ହୋଇଯାଏ। ଯଦି କେଉଁଠି ଶାନ୍ତି ମିଳେ ତେବେ ତାହା କେବଳ ଏୟାର କଣ୍ଡିସନର ହିଁ ଦେଇଥାଏ। ଏମିତିରେ ରୁମ୍ ବାହାରକୁ ଯିବା ପାଇଁ ଇଚ୍ଛା ହୁଏ ନାହିଁ। ତେବେ ସବୁ ଲୋକ ଏହାକୁ କିଣିପାରନ୍ତି ନାହିଁ। ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀରେ ଥିବା ଲୋକାମାନେ କେବଳ ଫ୍ୟାନ ପଙ୍ଖା ସାହାଯ୍ୟରେ ଗରମକୁ ସହ୍ୟ କରିଥାନ୍ତି। କାରଣ ଏସିର ବିଜୁଳି ବିଲ ଅଧିକ ମାତ୍ରାରେ ଆସିଥାଏ। ଏମିତିରେ ଥଣ୍ଡା ପ୍ରଦାନ କରିବା ସହ କମ ବିଜୁଳି ଖର୍ଚ୍ଚ କରୁଥିବା ଇଲେକଟ୍ରୋନିକ ଜିନିଷକୁ କିଣାଯାଏ। ଯେମିତିକି କୁଲର। ତେବେ ସେ ଯାହା ହେଉ ନା କାହିଁକି ସବୁଥିରେ କିଛି ନା କିଛି ବିଜୁଳି ଖର୍ଚ୍ଚ ତ ଉଣାଅଧିକ ହୋଇଥାଏ।
ଏଭଳି ପରିସ୍ଥିତିରେ କୁଲର, ଫ୍ୟାନ ଏବଂ ଏସିର ଚାହିଦା ବଢ଼ିବାରେ ଲାଗିଛି। ଯଦି ଆପଣ ମଧ୍ୟ ଏୟାର କଣ୍ଡିସନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ଏହାକୁ ଆମାଜନରେ ଏକ ବଡ଼ ରିହାତି ସହିତ କିଣି ପାରିବେ। ଆମାଜନରେ ଭୋଲ୍ଟାସ୍ ଏସିରେ ୫୦% ପର୍ଯ୍ୟନ୍ତ ରିହାତି ମିଳୁଛି ।
ଯେତେବେଳେ ଏସି ବିଷୟରେ କଥା ଆସେ, ଭୋଲ୍ଟାସ୍ ଏସି ଅଧିକ ପସନ୍ଦ କରାଯାଏ। ଟାଟା ଗ୍ରୁପର ଏହି ବ୍ରାଣ୍ଡ ଅଧିକ ଭରସାଯୋଗ୍ୟ । ଏହାର ଦୃଢ଼ ଫିଚର ଏବଂ କ୍ବାଲିଟି ପାଇଁ ବେଶ୍ ଜଣାଶୁଣା। ଆମାଜନରେ ବିକ୍ରିରେ ଭୋଲ୍ଟାସ୍ ଏସିରେ ଏକ ଭଲ ରିହାତି ମିଳୁଛି । ଆମେ ସେସବୁ ର ଏକ ଲିଷ୍ଟ ଆପଣଙ୍କୁ କହିବୁ …. ଥରେ ଚେକ କରେଇ ନିଅନ୍ତୁ ରହିବେ ଏକଦମ ଫାଇଦା ରେ ..
ଭୋଲ୍ଟାସ୍ ୧.୪ ଟନ୍ ୩ ଷ୍ଟାର୍ ଇନଭର୍ଟର ସ୍ପ୍ଲିଟ୍ ଏସି ଆମାଜନରେ ମାତ୍ର ୩୧,୯୯୯ ଟଙ୍କାରେ ୫୫ % ରିହାତିରେ ମିଳୁଛି । ଏଥିସହ ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ସପିଂ ଉପରେ ୧୦% ମାନେ ସର୍ବାଧିକ ୨୦୦୦ ଟଙ୍କା ରିହାତି ରହିଛି। ଏହା ବ୍ୟତୀତ ଆପଣ ଏହାକୁ ନୋ କଷ୍ଟ EMI ରେ ୧୭୮୬ ଟଙ୍କାରେ କିଣି ପାରିବେ। ୪୫% ରିହାତି ସହିତ ଭୋଲ୍ଟାସ୍ ୧.୫ ଟନ୍ ୫ ଷ୍ଟାର, ଇନଭର୍ଟର ସ୍ପ୍ଲିଟ୍ ଏସି ୪୧,୯୦ ଟଙ୍କାରେ ମିଳୁଛି। କ୍ରେଡିଟ୍ କାର୍ଡ଼ ଉପରେ ରିହାତି ରହିଛି ।
ଭୋଲ୍ଟାସ୍ ୨ ଟନ୍ ୩ ଷ୍ଟାର୍, ଇନଭର୍ଟର ସ୍ପ୍ଲିଟ୍ ଏସି : ୭୯,୯୯୦ ଟଙ୍କାରେ ଆସୁଥିବା ଏହି ଏୟାର କଣ୍ଡିସନ୍ ୪୫,୩୬୮୦ ଟଙ୍କାରେ ୪୩% ରିହାତି ସହିତ ମିଳୁଛି ।
ଭୋଲ୍ଟାସ୍ ୧.୫ ଟନ୍ ୩ ଷ୍ଟାର୍ ଇନଭର୍ଟର ସ୍ପ୍ଲିଟ୍ ଏସି : ୫୫,୯୯୯ ଟଙ୍କା ମୂଲ୍ୟର ଏହି ଏସିରେ ୩୬ % ରିହାତି ମିଳୁଛି। ସେହିପରି ଆପଣ ୪୪% ରିହାତି ସହିତ ୩୮,୪୯୯ ଟଙ୍କା ରେ ଭୋଲ୍ଟାସ୍ ୧.୪ ଟନ୍ ୫ ଷ୍ଟାର୍ ଇନଭର୍ଟର ଆଡଜଷ୍ଟେବଲ୍ ସ୍ପ୍ଲିଟ୍ ଏସି ଘରକୁ ଆଣିପାରିବେ। ଏହା ବ୍ୟତୀତ କ୍ରେଡିଟ୍ କାର୍ଡରେ ମଧ୍ୟ ତୁରନ୍ତ ରିହାତିର ଲାଭ ଉଠାଇ ପାରିବେ ଏବଂ ନୋ କଷ୍ଟ EMI ରେ କିଣିପାରିବେ ।