Amazon ଦେଲା ବଡ଼ ଅଫର, ୧୬ ହଜାର ଟଙ୍କାରେ ମିଳିବ Samsung Galaxy S24 Ultra
ବେଷ୍ଟ କ୍ୟାମେରା ସ୍ମାର୍ଟଫୋନ୍ ଲିଷ୍ଟରେ Samsung Galaxy S24 Ultra ସାମିଲ । ଏହି ଫୋନ ସାହାଯ୍ୟରେ ଆପଣ DSLR ଲେଭଲର ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି କରିପାରିବେ । ଯଦି ଆପଣ ଏପରି ଏକ ସ୍ମାର୍ଟଫୋନ୍ ଖୋଜୁଛନ୍ତି ଯାହା ବର୍ଷ ବର୍ଷ ଧରି ଚାଲିବ, ତେବେ ଆପଣ Samsung Galaxy S24 Ultra…