ଆମାଜନ ଗ୍ରେଟ ସମର ସେଲର ଆଜି ଶେଷଦିନ, ଘରକୁ ନେଇ ଆସନ୍ତୁ ଦମଦାର HP ଲାପଟପ

ଆମାଜନ ଗ୍ରେଟ ସମର ସେଲର ଆଜି ଶେଷ ଦିନ । ଏଚପି ଲାପଟପ ଉପରେ ରହିଛି ଭାରି ଡିସକାଉଣ୍ଟ ଅଫର । ଏଚପି ଲାପଟପ ଉପରେ ୩୦ ପ୍ରତିଶତ ରିହାତି ଜାରି କରିଛି ଆମାଜନ । ଆଇସିଆଇସିଆଇ ଓ କୋଟାକ ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡରେ ଅଧିକ ୧୦ ପ୍ରତିଶତ ଡିସକାଉଣ୍ଟ ମିଳିବ ।

କେନ୍ୟୁଜ୍‌(ବ୍ୟୁରୋ): ଆମାଜନ ଗ୍ରେଟ ସମର ସେଲର ଆଜି ଶେଷ ଦିନ । ଏଚପି ଲାପଟପ ଉପରେ ରହିଛି ଭାରି ଡିସକାଉଣ୍ଟ ଅଫର । ଡିସକାଉଣ୍ଟ ଦାମରେ ଏହି ଲାପଟପ କିଣିବା ପାଇଁ ଆଉ କିଛି ଘଣ୍ଟା ଆପଣଙ୍କ ପାଖରେ ରହିଛି । ଯଦି ଆପଣ ଜଣେ ଓ୍ଵାର୍କିଂ ପ୍ରଫେସନାଲ, ଷ୍ଟୁଡେଣ୍ଟ ଓ ପ୍ରଫେସନାଲ ଗେମର ଆପଣଙ୍କୁ ଏହା ଏକ ଭଲ ସୁଯୋଗ ନେଇ ଆସିଛି । ଆପଣଙ୍କୁ ସବୁବେଳେ ଏକ ଭଲ କ୍ୱାଲିଟିର ଲାପଟପ ଆବଶ୍ୟକ ରହିଥାଏ । ଏହି କ୍ୱାଲିଟିକୁ ମେଣ୍ଟେନ କରିବାରେ ଏଚପି ସବୁବେଳେ ଆଗରେ ରହି ଆସିଛି । ଏଚପି ଲାପଟପ ଉପରେ ୩୦ ପ୍ରତିଶତ ରିହାତି ଜାରି କରିଛି ଆମାଜନ । ଆଇସିଆଇସିଆଇ ଓ କୋଟାକ ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡରେ ଅଧିକ ୧୦ ପ୍ରତିଶତ ଡିସକାଉଣ୍ଟ ମିଳିବ । ଏହାସହ ଏଥରେ କ୍ୟାସବେକ ସହ ଏକ୍ସଚେଞ୍ଜ ଅଫର ରହିଛି । ଫଳରେ ଖୁବ କମ ଦାମରେ ଆପଣ ଏହି ଲାପଟପକୁ କିଣି ପାରିବେ ।

HP 15s ଲାପଟପ ଉପରେ ସମର ସେଲ ଡିଲରେ ୨୬ ପ୍ରତିଶତ ରିହାତି ଜାରି ରହିଛି । ଏହାର ଦାମ ୫୧ ହଜାର ୮୧୫ ରହିଥିବା ବେଳେ ରିହାତି ଅଫର ଜରିଆରେ ଆପଣ ଏହାକୁ ମାତ୍ର ୩୮ ହଜାର ୪୯୦ ଟଙ୍କାରେ କିଣି ପାରିବେ । ଏହାସହ ଏହାକୁ ସର୍ବନିମ୍ନ ୧ ହଜାର ୮୩୯ ଇଏମଆଇରେ କିଣି ପାରିବେ । ଏହାସହ ନୋ କୋଷ୍ଟ ଇଏମଆଇ ଅଫର ମଧ୍ୟ ରହିଛି । ଏହାକୁ ଆପଣ ଆମାଜନ ପେ ଲେଟର ଅଫର ଜିରିଆରେ ମଧ୍ୟ କିଣି ପାରିବେ । ଯଦି ଆପଣ ଏହାକୁ ତିନିଟି କିସ୍ତି ଜରିଆରେ କିଣିବେ ଆପଣଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ । ଏହାଠୁ ଅଧିକ କିସ୍ତିରେ କିଣିଲେ ଆପଣଙ୍କୁ ୨୪ ପ୍ରତିଶତ ଲେଖାଏଁ ସୁଧ ଦେବାକୁ ପଡ଼ିବ ।

ଯଦି ଆପଣଙ୍କ ପାଖରେ HDFC, ICICI, Axis, Kotak Mahindra ଓ Federal Bank ର ଡେବିଟ କାର୍ଡ ରହିଛି ଆପଣ ଏହାକୁ ଇଏମଆଇ ଜରିଆରେ କିଣି ପାରିବେ । ଯଦି ଆପଣଙ୍କ ପାଖରେ Amazon Pay ICICI କ୍ରେଡିଟ କାର୍ଡ ସହ American Express, AU Small Finance Bank, Bank of Baroda, HDFC Bank, HSBC Bank, ICICI Bank, Induslnd Bank, Jammu and Kashmir Bank,Kotak Mahindra Bank, RBL Bank, Standard Chartered Bank, Yes Bank ଓ SBI କ୍ରେଡିଟ କାର୍ଡ ରହିଛି ଆପଣ ନୋ କୋଷ୍ଟ ଇଏମଆଇର ସୁବିଧା ପାଇ ପାରିବେ । କିନ୍ତୁ ବ୍ୟାଙ୍କ ଅନୁଯାୟୀ ଏଥିରେ ଆପଣଙ୍କୁ ପ୍ରୋସେସିଂ ଫି ଦେବାକୁ ପଡ଼ିବ । ଯଦି ଏହି ଲାପଟପକୁ ଆପଣ ଏକ୍ସଚେଞ୍ଜ ଜରିଆରେ କିଣୁଛନ୍ତି ଆପଣଙ୍କୁ ୯ ହଜାର ୯୦୦ ଟଙ୍କାର ଡିସକାଉଣ୍ଟ ମିଳିବ । ଏହାସହ ଆପଣ ବ୍ୟାଙ୍କ ଅଫରର ମଧ୍ୟ ଫାଇଦା ଉଠାଇ ପାରିବେ ।

ଏହି ଲାପଟପର ଫିଚର ଉପରେ ନଜର ପକାଇଲେ ଏଥିରେ ରହିଛି 11th Gen Intel Core i3 ପ୍ରୋସେସର । ଏହାସହ ରହିଛି 8ଜିବି RAM ସହ 512 ଜିବି SSD ମେମୋରୀ । ସେହିପରି 15.6 ଇଞ୍ଚର ମାଇକ୍ରୋ ଏଜ ଆଣ୍ଟି ଗ୍ଲାରେ ଏଫ ଏଚଡି ଡିସପ୍ଲେ ରହିଛି । ଏହାସହ ଏଥିରେ ଆଲେକ୍ସା ଇନବିଲ୍ଡ ରହିଛି । ଏଥିରେ ଓ୍ଵାଣ୍ଡସ 11 ଅପରେଟିଂ ସିଷ୍ଟମ ରହିଥିବା ବେଳେ ଇଣ୍ଟେଲ ୟୁଏଚଡି ଗ୍ରାଫିକ୍ସ କାର୍ଡ ବ୍ୟବହାର ହୋଇଛି । ଏହିସବୁ ଅଫରର ଫାଇଦା ଉଠାଇ HP Victus Gaming Laptop, HP 14s, Intel ଓ HP Pavilion 14 ଘରକୁ ଆଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.