Apple ଲଭର୍ସଙ୍କ ପାଇଁ ଖୁସି ଖବର, iPhone 15 ର କମ୍ ହେଲା ପ୍ରାଇସ୍
ସମସ୍ତଙ୍କର ଏକ ଆଇଫୋନ୍ କିଣିବାକୁ ଇଚ୍ଛା ଥାଏ । ଆଣ୍ଡ୍ରଏଡ୍ ସ୍ମାଟୋଫାନ୍ ତୁଳନାରେ ଆଇଫୋନର ମୂଲ୍ୟ ଏତେ ମହଙ୍ଗା ହୋଇଛି ଯେ ଅଧିକାଂଶ ଲୋକ ଡିସକାଉଣ୍ଟ ଅଫର ପାଇଁ ଅପେକ୍ଷା କରନ୍ତି । ଯଦି ଆପଣ ମଧ୍ୟ ଆଇଫୋନ୍ ଶସ୍ତା ହେବା କିମ୍ବା ସେଲ୍ ଅଫର ପାଇଁ ଅପେକ୍ଷା କରିଥିବେ, ତେବେ ଆପଣଙ୍କ ପାଇଁ ଏକ…