ଆମାଜନ ଗ୍ରେଟ ସମର ସେଲରେ ଘରକୁ ନେଇ ଆସନ୍ତୁ ସ୍ମାର୍ଟ ସ୍ପିକର, ରହିଛି ଜବରଦସ୍ତ ରିହାତି

ଆପଣଙ୍କ ଘର ହେବ ସ୍ମାର୍ଟ । ଖୁବ୍‌ କମ୍ ଦାମରେ ଆପଣ କିଣି ପାରିବେ ସ୍ମାର୍ଟ ସ୍ପିକର ।ଆମାଜନ ଗ୍ରେଟ ଇଣ୍ଡିଆନ ସମର ସେଲ ଜରିଆରେ ଏହି ଆଶା ଆପଣଙ୍କର ପୁରଣ ହୋଇ ପାରିବ । ବିଭିନ୍ନ ବ୍ରାଣ୍ଡର ସ୍ମାର୍ଟ ସ୍ପିକର ଉପରେ ଏହି ଅଫର ଜାରି ହୋଇଛି ।

କେନ୍ୟୁଜ୍‌(ବ୍ୟୁରୋ): ଆପଣଙ୍କର ଇଚ୍ଛା ରହିଥିବ କି ଆପଣ ଏକ ସ୍ମାର୍ଟ ସ୍ପିକର କିଣିବେ କିନ୍ତୁ ଅଧିକ ଦାମ୍‌ ଯୋଗୁଁ ଆପଣ କିଣି ପାରୁନିଥିବେ । ଆପଣଙ୍କର ଗୀତ ଶୁଣିବାର ଇଚ୍ଛାକୁ ପୁରା କରିପାରୁ ନଥିବେ । ଏବେ କିନ୍ତୁ ଏହି ଆଶା ପୁରଣ ହେବାକୁ ଯାଉଛି । ଖୁବ୍‌ କମ ଦାମରେ ଆପଣ କିଣି ପାରିବେ ସ୍ମାର୍ଟ ସ୍ପିକର । ଆମାଜନ ଗ୍ରେଟ ଇଣ୍ଡିଆନ ସମର ସେଲ ଜରିଆରେ ଏହି ଆଶା ଆପଣଙ୍କର ପୁରଣ ହୋଇ ପାରିବ । ଆପଣ ଆପଣଙ୍କର ପ୍ରାୟ ୪୦ ପ୍ରତିଶତ ପଇସାକୁ ବଞ୍ଚାଇ ପାରିବେ । ବିଭିନ୍ନ ବ୍ରାଣ୍ଡର ସ୍ମାର୍ଟ ସ୍ପିକର ଉପରେ ଏହି ଅଫର ଜାରି ହୋଇଛି । ଏହାସହ ଯଦି ଆପଣଙ୍କର ଆଇସିଆଇସିଆଇ ଓ କୋଟାକ ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡ ରହିଛି ଆପଣଙ୍କୁ ୧୦ ପ୍ରତିଶତ ରିହାତି ମିଳିବ । ଏହାସହ ଇଏମଆଇ ଓ ଏକ୍କଚେଞ୍ଜ ଅଫର ଜରିଆରେ କିଣି ପାରିବେ ।

JBL Flip 6

JBL Flip 6 ସ୍ପିକର ଉପରେ ୨୨ ପ୍ରତିଶତ ରିହାତି ଜାରି ହୋଇଛି । ଆମାଜନରେ ଏହାର ଦାମ ୧୩ ହଜାର ୯୯୯ ରହିଥିବା ବେଳେ ଆପଣ ଏହାକୁ ମାତ୍ର ୧୦ ହଜାର ୯୬୪ ଟଙ୍କାରେ କିଣି ପାରିବେ । ଏହାକୁ ଆପଣ ୫୨୪ ଟଙ୍କାର ସର୍ବନିମ୍ନ ଇଏମଆଇରେ କିଣି ପାରିବେ । ଏହାସହ ଏଥିରେ ନୋ କୋଷ୍ଟ ଇଏମଆଇ ଅପସନ ମଧ୍ୟ ଉପଲବ୍ଧ ରହିଛି । ଏହି ପ୍ରଡକ୍ଟ ଉପରେ ଆମାଜନ ପେ ଲେଟର ଅପସନ ମଧ୍ୟ ଉପଲବ୍ଧ ରହିଛି । ଯଦି ଆପଣଙ୍କ ପାଖରେ HDFC, ICICI, Axis, Kotak Mahindra ଓ Federal Bank ର ଡେବିଟ କାର୍ଡ ରହିଛି ଆପଣଙ୍କୁ ଇଏମଆଇର ସୁବିଧା ମିଳି ପାରିବ । ଏହାସହ ଯଦି ଆପଣଙ୍କ ପାଖରେ Amazon Pay ICICI, American Express, Bank of Baroda, HDFC Bank, HSBC Bank, ICICI Bank, IndusInd Bank, Jammu and Kashmir Bank, Kotak Mahindra Bank, RBL Bank, SBI, Standard Chartered Bank ଓ Yes Bank Credit Card ରହିଛି ଆପଣଙ୍କୁ ନୋ କୋଷ୍ଟ ଇଏମଆଇର ସୁବିଧା ମିଳିବ ।

Echo Dot

Eco Dot ସ୍ମାର୍ଟ ସ୍ପିକର ଉପରେ ୩୪ ପ୍ରତିଶତର ରିହାତି ଜାରି ହୋଇଛି । ଆମାଜନରେ ଏହାର ଦାମ୍‌ ୪ ହଜାର ୪୯୯ ରହିଥିବା ବେଳେ ଏହାର ଦାମ ଏବେ ୨ ହଜାର ୯୪୯ ରହିଛି । ଏଥିରେ ମଧ୍ୟ ନୋ କୋଷ୍ଟ ଇଏମଆଇ ଅପସନ ଉପଲବ୍ଧ ରହିଛି । ଏହାସହ ସର୍ବନିମ୍ନ ଇଏମଆଇ ୧୪୧ ଟଙ୍କାରେ ମିଳି ପାରିବ । ଏହାସହ ଏହି ପ୍ରଡକ୍ଟ ଉପରେ ଆମାଜନ ପେ ଲେଟର ଅପସନର ଫାଇଦା ଉଠାଇ ପାରିବେ । ସେହିପରି ଆପଣଙ୍କ ପାଖରେ ଆଇସିଆଇସିଆଇ କ୍ରେଡିଟ କାର୍ଡ, କୋଟାକ ମହିନ୍ଦ୍ରା ବ୍ୟାଙ୍କର କ୍ରେଡିଟ କାର୍ଡ ରହିଛି ଆପଣଙ୍କୁ ୧୦ ପ୍ରତିଶତର ରିହାତି ମିଳିବ । ଯଦି ଆପଣଙ୍କର ଆମାଜନ ପେ ଆଇସିଆଇସିଆଇ କ୍ରେଡିଟ କାର୍ଡ ରହିଛି ଆପଣଙ୍କୁ ୫ ପ୍ରତିଶତର ରିହାତି ମିଳିବ । ସେହିପରି Amazon Pay ICICI, American Express, Bank of Baroda, HDFC Bank, HSBC Bank, ICICI Bank, IndusInd Bank, Jammu and Kashmir Bank, Kotak Mahindra Bank, RBL Bank, SBI, Standard Chartered Bank ଓ Yes Bank Credit Card ରହିଛି ଆପଣଙ୍କୁ ନୋକୋଷ୍ଟ ଇଏମଆଇର ସୁବିଧା ମିଳିବ । ଏହିସବୁ ଅଫରର ଫାଇଦା ଉଠାଇ ଆପଣ ଆପଣଙ୍କ ଘରକୁ କମ ଦାମରେ ଏକ ସ୍ମାର୍ଟ ସ୍ପିକର ନେଇଆସି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.