ଲଞ୍ଚ ହୋଇଛି Samsung Galaxy Book 5 Pro, ଜାଣନ୍ତୁ ଡିଟେଲ୍ସ
ଲାପଟପ୍ କମ୍ପାନୀ ଦ୍ୱାରା ଲଟେଷ୍ଟ ଲାପଟପ୍ ଭାବରେ Samsung Galaxy Book 5 Pro ଲଞ୍ଚ କରାଯାଇଛି । Galaxy Book 5 ସିରିଜରେ ଏହା ନୂଆ ଏଡିସନ ଯେଉଁଥିରେ Intel Core Ultra ସିରିଜ୍ ୨ ପ୍ରୋସେସର ଲଗା ହେଇଛି, ଯାହାକୁ Lunar Lake କୁହାଯାଏ । ଏହା ବ୍ୟତୀତ ଏଥିରେ Dynamic AMOLED 2X…