ଅନଲାଇନ୍‌ ଗେମିଂ ରେ ଆସିବ ଅଧିକ ମଜା, ଏହି ଗେମିଙ୍ଗ ଲାପଟପ୍‌ ମିଳୁଛି ସବୁଠୁ ଶସ୍ତା

ଆମେ ଆପଣଙ୍କୁ ଇ-କମର୍ସ ସାଇଟରେ ଲିଷ୍ଟ ହୋଇଥିବା କିଛି ଲାପଟପ୍ ବିଷୟରେ ଜଣାଇବାକୁ ଯାଉଛୁ, ଯାହା ଉପରେ ଆପଣଙ୍କୁ ଭଲ ଡିସକାଉଣ୍ଟ ମିଳିବ । ଏହା ସହିତ ଆପଣ ଏହି ଲାପଟପ୍ ଗୁଡିକରେ ବ୍ୟାଙ୍କିଙ୍ଗ୍ ଡିସକାଉଣ୍ଟ ଏବଂ ଅନ୍ୟାନ୍ୟ ଅଫର୍ ମଧ୍ୟ ପାଇବେ ।

ଗେମିଙ୍ଗ ଲାପଟପ୍ ସାଧାରଣତଃ ଦାମୀ ହୋଇଥାଏ । ତେଣୁ ଅନେକ ଲୋକ ନିଜ ମନ ପସନ୍ଦର ଗେମିଙ୍ଗ ଲାପଟପ୍ କିଣି ପାରନ୍ତି ନାହିଁ ଏବଂ ସାଧାରଣ ଲାପଟପରେ ଗେମ୍‌ ଖେଳି ମଜା ନେଇ ପାରନ୍ତି ନାହିଁ । ତେବେ ଆମେ ଆପଣଙ୍କୁ ଇ-କମର୍ସ ସାଇଟରେ ଲିଷ୍ଟ ହୋଇଥିବା କିଛି ଲାପଟପ୍ ବିଷୟରେ ଜଣାଇବାକୁ ଯାଉଛୁ, ଯାହା ଉପରେ ଆପଣଙ୍କୁ ଭଲ ଡିସକାଉଣ୍ଟ ମିଳିବ । ଏହା ସହିତ ଆପଣ ଏହି ଲାପଟପ୍ ଗୁଡିକରେ ବ୍ୟାଙ୍କିଙ୍ଗ୍ ଡିସକାଉଣ୍ଟ ଏବଂ ଅନ୍ୟାନ୍ୟ ଅଫର୍ ମଧ୍ୟ ପାଇବେ ।

Acer Aspire 5 ଗେମିଙ୍ଗ ଲାପଟପ୍ :
Acer ର ଏହି ଲାପଟପ୍ ଇଣ୍ଟେଲ କୋର i5 12th gen ସହିତ ୧୬ GB RAM ଏବଂ ୫୧୨ GB SSD ହାର୍ଡ ଡିସ୍କ ସହିତ ଆସିଥାଏ । ଏହି ଲାପଟପ୍ ରେ ଗ୍ରାଫିକ୍ସ RTX2050 କାର୍ଡ ଏବଂ FHD ଡିସପ୍ଲେ ରହିଛି । ଆପଣ ଏହି ଲାପଟପକୁ ମାତ୍ର ୪୯,୯୯୦ ଟଙ୍କାରେ କିଣି ପାରିବେ । ଏହା ବ୍ୟତୀତ ଆପଣ SBI କ୍ରେଡିଟ୍ କାର୍ଡ ଦ୍ୱାରା ୧୫୦୦ ଟଙ୍କା ମୂଲ୍ୟର ଡିସକାଉଣ୍ଟ ଏବଂ ନୋ କଷ୍ଟ EMI ର ଅପ୍ସନ ମଧ୍ୟ ପାଇବେ ।

ASUS TUF Gaming F15 ଗେମିଙ୍ଗ ଲାପଟପ୍ :
ASUS ସବୁବେଳେ ନିଜର ପାଓ୍ଵାରଫୁଲ୍‌ ଲାପଟପ୍ ପାଇଁ ଜଣାଶୁଣା । ASUS TUF Gaming F15 ରେ ଆପଣଙ୍କୁ ୧୫.୬ ଇଞ୍ଚ FHD + ଡିସପ୍ଲେ ମିଳିବ । ଆପଣ ଏହି ଲାପଟପ୍ ରେ ୮GB RAM ଏବଂ ୫୧୨GB SSD ହାର୍ଡ ଡିସ୍କ ପାଇବେ । ଏହି ଲାପଟପକୁ ୫୮,୯୯୦ ଟଙ୍କାରେ କିଣି ପାରିବେ । ଯେଉଁଥିରେ ଆପଣ ୧୫୦୦ ଟଙ୍କା ଡିସକାଉଣ୍ଟ ଏବଂ ନୋ କଷ୍ଟ EMI ଅପ୍ସନ ମଧ୍ୟ ପାଇବେ ।

Lenovo IdeaPad Gaming 3
ଏହି Lenovo ଲାପଟପରେ AMD Ryzen 5 6600 H ପ୍ରୋସେସର ଅଛି । ଏହି ଲାପଟପରେ ୧୨୦Hz ରିଫ୍ରେସ୍‌ ରେଟ ସହିତ ୧୫.୬ ଇଞ୍ଚ FHD IPS ସ୍କ୍ରିନ୍ ରହିଛି । Lenovo IdeaPad Gaming 3 ଲାପଟପ୍ ରେ ଆପଣ ୮ ଜିବି ରାମ୍ ଏବଂ ୫୧୨ ଜିବି SSD ଷ୍ଟୋରେଜ୍ ପାଇପାରିବେ । ଆପଣ ଏହି ଲାପଟପକୁ ୫୫,୯୯୦ ଟଙ୍କାରେ କିଣିପାରିବେ । SBI କ୍ରେଡିଟ କାର୍ଡ ବ୍ୟବହାର କରି ଆପଣ ୧୫୦୦ ଟଙ୍କାର ଡିସକାଉଣ୍ଟ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.