ଟେକ୍

ବିଶ୍ୱରେ ୫୦ କୋଟି ହ୍ଵାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍‌, ରୁହନ୍ତୁ ସାବଧାନ

WhatsApp ବ୍ୟବହାର କରୁଥିଲେ ସାବଧାନ। ସାରା ବିଶ୍ୱରେ ୫୦ କୋଟି ହ୍ଵାଟସ୍‌ଆପ ବ୍ୟବହାକାରୀଙ୍କ ତଥ୍ୟ ଲିକ । ଫଳରେ ୮୦ଟି ଦେଶ ପ୍ରଭାବିତ ହୋଇଛନ୍ତି । ଭାରତର ପ୍ରାୟ ୬୦ ଲକ୍ଷ ବ୍ୟବହାରକାରୀଙ୍କ ତଥ୍ୟ ଲିକ ହୋଇଥିବା କୁହାଯାଇଛି । ହ୍ଵାଟସଆପ ତଥ୍ୟକୁ ଅନଲାଇନରେ ଲିକ କରିବା ପରେ ତାହାକୁ ବିକ୍ରି କରିବା ଲାଗି ଉପଲବ୍ଧ କରାଯାଉଛି।

ସାଇବରନିଉଜରେ ପ୍ରକଶିତ ରିପୋର୍ଟରେ ଏହି ଦାବି କରଯାଇଛି । କିନ୍ତୁ ହ୍ଵାଟସ୍‌ଆପ ପକ୍ଷରୁ ଏହି ଖବରକୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ । ଅନଲାଇନରେ ଉପଲବ୍ଧ ତଥ୍ୟର ତଥ୍ୟର କିଛି ନମୁନା ସଂଗ୍ରହ କରି ତାହାର ଯାଞ୍ଚ କରିବା ପରେ ତଥ୍ୟ ଲିକ ହୋଇଥିବା ଜଣାପଡିଥିଲା । ଭାରତ, ରୁଷ, ଇଟାଲୀ, ଇଜିପ୍ଟ, ବ୍ରାଜିଲ ଓ ସ୍ପେନ ଭଳି ୮୦ଟି ଦେଶର ହ୍ଵାଟସ୍‌ଆପ ବ୍ୟବହାରକାରୀଙ୍କ ତଥ୍ୟ ଏଥିରେ ରହିଛି । ତଥ୍ୟ ଲିକ କରିଥିବା ଗୋଷ୍ଠୀ ଆମେରିକା ତଥ୍ୟକୁ ୭ ହଜାର ଡଲାର, ବ୍ରିଟେନର ୨ ହଜାର ୫୦୦ ଡଲାର ଓ ଜର୍ମାନୀର ତଥ୍ୟକୁ ୨ ହଜାର ଡଲାରରେ ବିକ୍ରି କରୁଛନ୍ତି ।

ଭାରତ ତଥ୍ୟର ଦାମ କଣ ରହିଛି ତାହା ଜଣାପଡି ନାହିଁ । ହ୍ୟାକର ମାନେ କିଭଳି ହ୍ଵାଟସ୍‌ଆପର ଏତେ ସଂଖ୍ୟକ ବ୍ୟବହାରକାରୀଙ୍କ ଫୋନ ନମ୍ବର ପାଇବାରେ ସଫଳ ହେଲେ ତାହା ଜଣାପଡି ନାହିଁ । ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀ ସାବଧାନରହିବା ନିହାତି ଜରୁରୀ । ଏହା ଦ୍ୱାରା ବିଶ୍ୱର ୮୦ଟି ଦେଶ ପ୍ରଭାବିତ ଆଶଙ୍କା ରହିଛି। ଭାରତର ୬୦ ଲକ୍ଷ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍‌ ହୋଇଥିବା ଆଶଙ୍କା ରହିଛି। ଏହା ସାଇବର ନିଉଜରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି। ତେବେ ଏହା ନେଇ ହ୍ଵାଟସ୍‌ଆପ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago