ଟେକ୍

କ୍ରିକେଟ୍‌  ବିଶ୍ୱ କପ୍‌ ଦେଖିବା ପାଇଁ ଏୟାରଟେଲ୍‌ ଏବଂ ଜିଓର ସ୍ପେଶାଲ୍‌ ଅଫର୍‌

ଭାରତରେ କ୍ରିକେଟ ବିଶ୍ୱ କପ୍‌  ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ସମଗ୍ର ବିଶ୍ୱର ଅନେକ ଟିମ୍‌ ଭାଗ ନେବେ । ଏହି ବିଶ୍ୱ କପ୍‌ର ଅଧିକତର ମ୍ୟାଚ୍‌  ଭାରତରେ ହେବାକୁ ଯାଉଛି ଏବଂ ଅନ୍ୟ କିଛି ମ୍ୟାଚ୍‌ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ । ଏଭଳି ପରିସ୍ଥିତିରେ ଦେଶର ଦୁଇ ମୁଖ୍ୟ କମ୍ପାନୀ ଏୟାରଟେଲ୍‌ ଏବଂ ଜିଓ ନିଜ ୟୁଜର୍ସମାନଙ୍କ ପାଇଁ ନୂଆ ଇଣ୍ଟରନେଟ୍‌ ପ୍ଲାନ୍‌ ଆଣିଛନ୍ତି । ଯାହା ଦ୍ୱାରା ସେମାନେ ଲାଇଭ୍‌ ମ୍ୟାଚ୍‌ର ମଜା ନେଇପାରିବେ ।

ଏୟାରଟେଲ୍‌ ଇଣ୍ଟରନେଟ୍‌ ପ୍ଲାନ୍‌ :

ଏୟାରଟେଲ୍‌ ତରଫରୁ ୯୯ ଟଙ୍କାର ଏକ ସ୍ପେଶାଲ୍‌ ପ୍ଲାନ୍‌ ଆରମ୍ଭ କରାଯାଇଛି । ଏହି ପ୍ଲାନ୍‌ରେ ଆପଣଙ୍କୁ ଦୁଇ ଦିନ ପାଇଁ ଅନଲିମିଟେଡ୍‌ ଡାଟାର ସୁବିଧା ମିଳିବ । ଏହା ସହିତ ୪୯ ଟଙ୍କାରେ ୧ଦିନ ପାଇଁ ୬ ଜିବି ଡାଟା ଦିଆଯିବ । ଆପଣ ଯଦି ସ୍ପେଶାଲ୍‌ କ୍ରିକେଟ୍‌ ମ୍ୟାଚ୍‌ ଦେଖିବାକୁ ଚାହୁଁଛନ୍ତି, ତେବେ ସେହି ଦିନ ପାଇଁ ଅନଲିମିଟେଡ୍‌ ଡାଟାର ସୁବିଧା ଉପଭୋଗ କରିପାରିବେ । ଏହା ବ୍ୟତୀତ ଆପଣ ଏୟାରଟେଲ୍‌ର ଏକ୍ସଟ୍ରିମ୍‌ ବକ୍ସରେ ନିଜ ପ୍ରିୟ ଭାଷାରେ କ୍ରିକେଟ୍‌ ମ୍ୟାଚ୍‌ ଦେଖିପାରିବେ ।

ଜିଓ  ଇଣ୍ଟରନେଟ୍‌ ପ୍ଲାନ୍‌ :

ଜିଓର ବେସିକ୍‌ ପ୍ଲାନ୍‌  ୩୨୮ ଟଙ୍କାରେ ଆସିଥାଏ । ଏଥିରେ ୨୮ ଦିନରେ ପ୍ରତିଦିନ ୧.୫ ଜିବି ଡାଟା  ମିଳିଥାଏ । ଏହି ପ୍ଲାନ୍‌ରେ ୩ ମାସ ପାଇଁ ଡିଜନୀ ପ୍ଲସ୍‌ ହଟ୍‌ଷ୍ଟାରର ମୋବାଇଲ୍‌ ସବସ୍କ୍ରିପସନ୍‌ ଦିଆଯାଏ ।

ଏହା ବ୍ୟତୀତ ଜିଓ ତରଫରୁ ୭୫୮ ଟଙ୍କାର ପ୍ଲାନ୍‌ ଆରମ୍ଭ କରାଯାଇଛି । ଏଥିରେ ପ୍ରତିଦିନ ୧.୫ ଜିବିର ହାଇ୍‌ ସ୍ପିଡ୍‌ ଡାଟା ମିଳିଥାଏ । ଏହି ପ୍ଲାନ୍‌ରେ ମଧ୍ୟ ୩ ମାସ ପାଇଁ ଡିଜନୀ ପ୍ଲସ୍‌ ହଟ୍‌ଷ୍ଟାରର ମୋବାଇଲ୍‌ ସବସ୍କ୍ରିପସନ୍‌ ଦିଆଯାଏ ।

ଏହି ପରି ୩୮୮ ଏବଂ ୮୦୮ ଟଙ୍କାର ପ୍ଲାନ୍‌ରେ ପ୍ରତିଦିନ ୨ ଜିବିର ହାଇ୍‌ ସ୍ପିଡ୍‌ ଡାଟା ମିଳିଥାଏ । ୩୮୮ ଟଙ୍କାର ପ୍ଲାନ୍‌ ୨୮ ଦିନ ପାଇଁ ହୋଇଥିବା ବେଳେ ୮୦୮ ଟଙ୍କାର ପ୍ଲାନ୍‌ ୮୪ ଦିନ ପାଇଁ ହୋଇଥାଏ । ଏହା ସହିତ ଡିଜନୀ ପ୍ଲସ୍‌ ହଟ୍‌ଷ୍ଟାରର ମୋବାଇଲ୍‌ ସବସ୍କ୍ରିପସନ୍‌ ମିଳିଥାଏ ।

 

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago