ଟେକ୍

ଶସ୍ତାରେ ୨ ମାସ ଯାଏ ଉଠାନ୍ତୁ ଅନଲିମିଟେଡ ଫାଇଦା

ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଆଉ ଏକ ସୁପରହିଟ ପ୍ଳାନ। ପ୍ରତିଥର ଭଳି ଏଥର ମଧ୍ୟ ଗ୍ରାହକଙ୍କୁ ବଢ଼ିଆ ପ୍ରିପେଡ ପ୍ଲାନ ଅଫର କରୁଛି କମ୍ପାନୀ। ଏଥିରେ ଯେଉଁ ବେନିଫିଟ୍‌ସ ମିଳେ ତାହା ମହଙ୍ଗା ବେନିଫିଟ୍ସ ସହିତ ପାଖାପାଖି ସମାନ। ଯଦି ଆପଣ ପ୍ରତି ମାସରେ ପ୍ରିପେଡ ପ୍ଲାନ କୁ ରିଚାର୍ଜ କରିବାକୁ ଚାହୁଁ ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଫାଇଦାକାରୀ ପ୍ଲାନ ବିଷୟରେ କହିବୁ ଯାହା ଏବେ ଖୁବ ଡିମାଣ୍ଡରେ ରହିଛି। ଏହା ର ବେନିଫିଟ୍ସ ୟୁଜର୍ସଙ୍କୁ ଖୁବ ପସନ୍ଦ ମଧ୍ୟ ଆସୁଛି।

ଏହି ପ୍ଲାନର ଦାମ ରହିଛି ୬୦୦ ଟଙ୍କାରୁ କମ। କିନ୍ତୁ ଏହାର ଭାଲିଡିଟି ଅଧିକ ରହିଛି। ଯଦି ଆପଣ ବି ଏୟାରଟେଲ ପ୍ରିପେଡ ଗ୍ରାହକ ତେବେ ଆଜି ଆମେ ଏହି ପ୍ଳାନ ବିଷୟରେ ଆପଣଙ୍କୁ କହିବୁ। ଏହାକୁ ଜାଣିନିଅନ୍ତୁ ଏଥିରେ ଫାଇଦା ଉଠାନ୍ତୁ।

ଏୟାରଟେଲ ର ଯେଉଁ ପ୍ରିପେଡ ପ୍ଲାନ ବିଷୟରେ ଆପଣଙ୍କୁ କହିବୁ ତାହାର ଦାମ ରହିଛି ମାତ୍ର ୫୪୯ ଟଙ୍କା। ଏହି ପ୍ଲାନରେ ସବୁଠୁ ବଡ଼ ଖାସିୟତ ରହିଛି। ଏଥିରେ ମିଳୁଥିବା ୫୬ ଦିନର ଭାଲିଡିଟି ଯାହା ପାଇଁ ଲୋକ ଏହାକୁ ବେଶି ଚୁଜ କରୁଛନ୍ତି। ଏହାର ବ୍ୟବହାର ୨ ମାସ ପର୍ଯ୍ୟନ୍ତ କରିପାରିବେ। ଏହାକୁ ଥରେ ଆକ୍ଟିଭ କରିବା ପରେ ଆପଣଙ୍କୁ ୨ ମାସଚ ପର୍ଯ୍ୟନ୍ତ ରିଚାର୍ଜ କରିବାକୁ ପଡ଼ିବ ନାହିଁ। ଆଉ ନା ହିଁ ଏହାକୁ ରିଚାର୍ଜ କରିବାର ତାରିଖକୁ ମନେ ରଖିବାକୁ ହେବ। ଦାମ ପାଇଁ ଏହା ବହତୁ ଡିମାଣ୍ଡରେ ଅଛି।

ଯଦି ପ୍ଲାନ ବିଷୟରେ କହିବା ତେବେ ୟୁଜର୍ସଙ୍କୁ ଏଥିରେ ବେନିଫିଟ୍ସ ୫୬ଚ ଦିନ ପର୍ଯ୍ୟନ୍ତ ମିଳିବ। ପ୍ରତି ଦିନ ଗ୍ରାହକଙ୍କୁ ୨ଜିବିର ଡାଟା ମିଳିବ। ଭିଡ଼ିଓ ଦେଖିବା ଓ ଗୀତ ଶୁଣିବା ସହ ସୋସିଆଲ ମିଡ଼ିଆ ପାଇଁ ୨ ଜିବି ଭଲରେ କାମ କରିବ। କାରଣ ଅଧିକାଂଶ ଲୋକ ଦୈନିକ ଏତିକ ଡାଟା ହିଁ କଞ୍ଜ୍ୟୁମ କରନ୍ତି।

ଏଥିରେ ଗ୍ରାହକ ୫୬ ଦିନ ପର୍ଯ୍ୟନ୍ତ ଅନଲିମିଟେଡ ଲୋକଲ, ଏସିଡିଟି ଓ ରୋମିଂ କଲ କରିପାରିବେ। ଏହାସହ ମେସେଜ ପାଇଁ ପ୍ରତିଦିନ ୧୦୦ ଟି ଲିମିଟ ମିଳିବ। ଆଉ ଡେରି କାହିଁକି , ଶୀଘ୍ର ଏହି ପ୍ୟାକ ର ଫାଇଦା ଉଠାନ୍ତୁ।

D Sonali

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

11 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

11 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

16 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

38 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

46 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

52 mins ago