ଶସ୍ତାରେ ୨ ମାସ ଯାଏ ଉଠାନ୍ତୁ ଅନଲିମିଟେଡ ଫାଇଦା
ଆସିଲା ଏୟାରଟେଲ ର ସୁପରହିଟ ପ୍ଲାନ, ମାତ୍ର କମ ଦାମରେ ୨ ମାସ ପର୍ଯ୍ୟନ୍ତ ଉଠାଇପାରିବେ ବଢ଼ିଆ ଫାଇଦା, ଆଜି ହିଁ କରନ୍ତୁ ରିଚାର୍ଜ

ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଆଉ ଏକ ସୁପରହିଟ ପ୍ଳାନ। ପ୍ରତିଥର ଭଳି ଏଥର ମଧ୍ୟ ଗ୍ରାହକଙ୍କୁ ବଢ଼ିଆ ପ୍ରିପେଡ ପ୍ଲାନ ଅଫର କରୁଛି କମ୍ପାନୀ। ଏଥିରେ ଯେଉଁ ବେନିଫିଟ୍ସ ମିଳେ ତାହା ମହଙ୍ଗା ବେନିଫିଟ୍ସ ସହିତ ପାଖାପାଖି ସମାନ। ଯଦି ଆପଣ ପ୍ରତି ମାସରେ ପ୍ରିପେଡ ପ୍ଲାନ କୁ ରିଚାର୍ଜ କରିବାକୁ ଚାହୁଁ ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଫାଇଦାକାରୀ ପ୍ଲାନ ବିଷୟରେ କହିବୁ ଯାହା ଏବେ ଖୁବ ଡିମାଣ୍ଡରେ ରହିଛି। ଏହା ର ବେନିଫିଟ୍ସ ୟୁଜର୍ସଙ୍କୁ ଖୁବ ପସନ୍ଦ ମଧ୍ୟ ଆସୁଛି।
ଏହି ପ୍ଲାନର ଦାମ ରହିଛି ୬୦୦ ଟଙ୍କାରୁ କମ। କିନ୍ତୁ ଏହାର ଭାଲିଡିଟି ଅଧିକ ରହିଛି। ଯଦି ଆପଣ ବି ଏୟାରଟେଲ ପ୍ରିପେଡ ଗ୍ରାହକ ତେବେ ଆଜି ଆମେ ଏହି ପ୍ଳାନ ବିଷୟରେ ଆପଣଙ୍କୁ କହିବୁ। ଏହାକୁ ଜାଣିନିଅନ୍ତୁ ଏଥିରେ ଫାଇଦା ଉଠାନ୍ତୁ।
ଏୟାରଟେଲ ର ଯେଉଁ ପ୍ରିପେଡ ପ୍ଲାନ ବିଷୟରେ ଆପଣଙ୍କୁ କହିବୁ ତାହାର ଦାମ ରହିଛି ମାତ୍ର ୫୪୯ ଟଙ୍କା। ଏହି ପ୍ଲାନରେ ସବୁଠୁ ବଡ଼ ଖାସିୟତ ରହିଛି। ଏଥିରେ ମିଳୁଥିବା ୫୬ ଦିନର ଭାଲିଡିଟି ଯାହା ପାଇଁ ଲୋକ ଏହାକୁ ବେଶି ଚୁଜ କରୁଛନ୍ତି। ଏହାର ବ୍ୟବହାର ୨ ମାସ ପର୍ଯ୍ୟନ୍ତ କରିପାରିବେ। ଏହାକୁ ଥରେ ଆକ୍ଟିଭ କରିବା ପରେ ଆପଣଙ୍କୁ ୨ ମାସଚ ପର୍ଯ୍ୟନ୍ତ ରିଚାର୍ଜ କରିବାକୁ ପଡ଼ିବ ନାହିଁ। ଆଉ ନା ହିଁ ଏହାକୁ ରିଚାର୍ଜ କରିବାର ତାରିଖକୁ ମନେ ରଖିବାକୁ ହେବ। ଦାମ ପାଇଁ ଏହା ବହତୁ ଡିମାଣ୍ଡରେ ଅଛି।
ଯଦି ପ୍ଲାନ ବିଷୟରେ କହିବା ତେବେ ୟୁଜର୍ସଙ୍କୁ ଏଥିରେ ବେନିଫିଟ୍ସ ୫୬ଚ ଦିନ ପର୍ଯ୍ୟନ୍ତ ମିଳିବ। ପ୍ରତି ଦିନ ଗ୍ରାହକଙ୍କୁ ୨ଜିବିର ଡାଟା ମିଳିବ। ଭିଡ଼ିଓ ଦେଖିବା ଓ ଗୀତ ଶୁଣିବା ସହ ସୋସିଆଲ ମିଡ଼ିଆ ପାଇଁ ୨ ଜିବି ଭଲରେ କାମ କରିବ। କାରଣ ଅଧିକାଂଶ ଲୋକ ଦୈନିକ ଏତିକ ଡାଟା ହିଁ କଞ୍ଜ୍ୟୁମ କରନ୍ତି।
ଏଥିରେ ଗ୍ରାହକ ୫୬ ଦିନ ପର୍ଯ୍ୟନ୍ତ ଅନଲିମିଟେଡ ଲୋକଲ, ଏସିଡିଟି ଓ ରୋମିଂ କଲ କରିପାରିବେ। ଏହାସହ ମେସେଜ ପାଇଁ ପ୍ରତିଦିନ ୧୦୦ ଟି ଲିମିଟ ମିଳିବ। ଆଉ ଡେରି କାହିଁକି , ଶୀଘ୍ର ଏହି ପ୍ୟାକ ର ଫାଇଦା ଉଠାନ୍ତୁ।