ଟେକ୍

ସମ୍ବନ୍ଧୀୟ ସମସ୍ୟା ପାଇଁ ଯିବାର ଆବଶ୍ୟକତା ନାହିଁ ଅଫିସ୍‌, ଏହି ନମ୍ବରରେ ମିଳିବ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର

କରୋନା ଭାଇରସ୍‌ କାରଣରୁ ପୂରା ବିଶ୍ୱ ଭୟଭୀତ ଅବସ୍ଥାରେ ଅଛି। ଏହି ଭାଇରସ୍‌ ପ୍ରକୋପରେ ଦେଶର ଅବସ୍ଥା ଖରାପ ହେବାରେ ଲାଗିଛି। ବର୍ତ୍ତମାନ ଏହି ଭାଇରସ୍‌ ଦ୍ୱିତୀୟ ଷ୍ଟେଜରେ ପହଁଚିଗଲାଣି, ଆଉ ଏହାକୁ ତୃତୀୟ ଷ୍ଟେଜରେ ଯିବାକୁ ଅଟକାଇବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଲୋକମାନଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି। ତେବେ ଏହି ସବୁ ଅବସ୍ଥାକୁ ଦେଦଖି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା EPFO ଏକ ହ୍ଵାଟସଅପ୍‌ ନମ୍ବର ଜାରୀ କରିଛି। ଆପଣ ଏହି ହ୍ଵାଟସଅପ୍‌ ନମ୍ବର ଜରିଆରେ ଇପିଏଫଓ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନ କିମ୍ବା ଅଭିଯୋଗ ଘରେ ବସି କରିପାରିବେ।

ଲୋକମାନଙ୍କୁ ଅନୁରୋଧ କରାଯାଇଛି ଯେ ଇପିଏଫଓ ଅଫିସକୁ ନଯାଇ ଆରାମରେ ଘରେ ବସି ଡିଜିଟାଲୀ ଭାବରେ ହିଁ ନିଜ ପ୍ରଶ୍ନ କିମ୍ବା ଅଭିଯୋଗ କରନ୍ତୁ। ଇପିଏଫଓ ସେଣ୍ଟ୍ରାଲ ଦିଲ୍ଲୀର ରିଜୋନାଲ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ଆଲୋକ ଯାଦବ ନିଜ ବୟାନ ଜାରି କରି କହିଛନ୍ତି ଲୋକମାନେ ପିଏଫ୍‌ ସମ୍ବନ୍ଧୀୟ ପ୍ରଶ୍ନ କିମ୍ବା ଅନ୍ୟ ସୂଚନା ଟେଲିଫୋନ୍‌ ନମ୍ବର 011-27371136କୁ କଲ୍‌ କରି ମଧ୍ୟ ଜାଣିପାରିବେ। ଏହାଛଡା ଅଭିଯୋଗ କରିବା ପାଇଁ ro.delhicentral@epfindia.gov.inରେ ଇମେଲ୍‌ ମଧ୍ୟ କରିପାରିବେ। ଇପିଏଫଓ ଏକ ହ୍ଵାଟସଅପ୍‌ ନମ୍ବର ମଧ୍ୟ ଉପଳବ୍ଧ କରାଇଛନ୍ତି। ଇପିଏଫଓ ଜାରୀ କରିଥିବା ନମ୍ବର ହେଉଛି 8595520478।

ସେହିପରି ଆଲୋକ ଯାଦବ ଏହାମଧ୍ୟ ସୂଚନା ଦେଇଛନ୍ତି ଯେ ସମସ୍ତ ଇପିଏଫଓ ଅଫିସରେ ସାନିଟରାଇଜର ଏବଂ ମାସ୍କ ଉପଲବ୍ଧ ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇପିଏଫଓ ଭାରତ ସରକାରଙ୍କର ଏକ ସଂଗଠନ ଅଟେ, ଯାହା ନିଜର ସଦସ୍ୟଙ୍କୁ ରିଟାୟରମେଣ୍ଟ ପରେ ଆୟ ସୁରକ୍ଷା ଦେବା ପାଇଁ ଅନେକ ଯୋଜନା କରିଛନ୍ତି। ସମସ୍ତଙ୍କୁ ସେହି କମ୍ପାନୀର ଇପିଏଫଓରେ ନିଜକୁ ରେଜିଷ୍ଟର୍ଡ କରିବାକୁ ହେବ, ଯେଉଁଠି କର୍ମଚାରୀଙ୍କ ସଂଖ୍ୟା ୨୦ ରୁ ଅଧିକ ହୋଇଥିବ।

Pritiparna

Recent Posts

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା: ଝିଅ ମୃତ, ହସ୍ପିଟାଲ ବେଡ଼ରେ ସଂଗ୍ରାମ କରୁଛି ମା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମା ଝିଅଙ୍କୁ ଆକ୍ରମଣ ଘଟଣା । ଆଖି ବୁଜିଲେ ଝିଅ, ମୃତ୍ୟୁ ସହ…

14 mins ago

ଦିଲ୍ଲୀରେ ପାଣି ସପ୍ଲାଏକୁ ନେଇ ଏନଡିଏମସିର ଆଡଭାଇଜରୀ, ଭିଆଇପି ଅଞ୍ଚଳରେ ଦିନକୁ ଥରେ ଆସିବ ପାଣି

ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି…

27 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ୬ ଗାଡି ଚୁରମାର୍‌, ଅନେକ ମୃତ

ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ…

50 mins ago

ଭଞ୍ଜନଗରରେ ବାଘ ଆତଙ୍କ: ସିସିଟିଭିରେ କଏଦ ହେଲା ବୁଲୁଥିବାର ଦୃଶ୍ୟ

ଭଞ୍ଜନଗର (କେନ୍ୟୁଜ): ପୁଣି ବୁଲିଲା ବାଘ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଘ ଆତଙ୍କ । ସହର ନିକଟରେ ଥିବା…

52 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ପରେ ସିଆଲଦା ଷ୍ଟେସନରେ ପହଞ୍ଚିଲା କାଞ୍ଚନଜଙ୍ଗା ଏକ୍ସପ୍ରେସ, ବସ୍‌ ମାଧ୍ୟମରେ ଘରକୁ ଗଲେ ଯାତ୍ରୀ

ପଶ୍ଚିମବଙ୍ଗ ଦାର୍ଜିଲିଂରେ ମାଲବାହୀ ଟ୍ରେନ୍ ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦା ଷ୍ଟେସନରେ ପହଞ୍ଚିଛି । ଦୁର୍ଘଟଣାର…

1 hour ago

୫ବର୍ଷ ହେଲା ଅବଧି ସରିଲାଣି, ଅଧାରେ ଅଟକିଛି ବ୍ରହ୍ମବରଦା-କାକୁଡିକୁଦକୁ ସଂଯୋଗ କରୁଥିବା ସେତୁ ନିର୍ମାଣ କାର୍ଯ୍ୟ

ଯାଜପୁର(କେନ୍ୟୁଜ): ଗମନାଗମନ ସୁବିଧା ପାଇଁ ସରକାର ବିଜୁ ସେତୁ ଯୋଜନା ଆରମ୍ଭ କରିଥିଲେ । ଗ୍ରାମାଂଚଳର ଲୋକେ ଯେପରି ଏହି…

2 hours ago