ଟେକ୍

୧୫ ହଜାର ଟଙ୍କା ଜିତିବା ପାଇଁ ଆମାଜନ ଆପଣଙ୍କୁ ଦେଉଛି ବଡ ସୁଯୋଗ, ଜାଣନ୍ତୁ ପ୍ରୋସେସ୍‌

ବର୍ତ୍ତମାନ ଫୋନ ଆପ୍‌ ଗୁଡିକ ବିଭିନ୍ନ ପ୍ରକାର ନୂଆ ନୂଆ ଫିଚର ଆଣୁଛି । ଯାହା ଦ୍ୱାରା ୟୁଜର୍ସମାନେ ମଧ୍ୟ ଲାଭ ଉଠାଇ ପାରୁଛନ୍ତି । କିନ୍ତୁ ଆପଣଙ୍କ ପାଇଁ ରହିଛି ଆଉ ଖୁସି ଖବର । ଯାହାକି ଆମାଜନ କମ୍ପାନୀ ଆଣିଛି । ଆପଣ ଯଦି ଆମାଜନ ଆପ୍‌, ଫୋନରେ ଡାଉନଲୋଡ କରିଛନ୍ତି ତେବେ ଆପଣ ଏହି ଆପ୍‌ ର କ୍ୱିଜ ଗେମରେ ପ୍ରଶ୍ନର ଉତ୍ତର ଦେଇ ଜିତି ପାରିବେ ୧୫,୦୦୦ ଟଙ୍କା । ଆମାଜନ ଆପ୍‌ରେ ଡେଲି ଆପ କ୍ୱିଜ ହୋଇଥାଏ । ତେବେ ଆମେ ଆପଣଙ୍କୁ ୧୨ ଜାନୁଆରୀର ପ୍ରଶ୍ନ ଓ ଉତ୍ତର ବିଷୟରେ କହୁଅଛୁ । ତେବେ ଆପଣ ବର୍ତ୍ତମାନ ଆମାଜନ ପେ ମାଧ୍ୟମରେ ଏହି ୫ଟି ପ୍ରଶ୍ନର ଉତ୍ତର ଦେଇ ୧୫ ହଜାର ଟଙ୍କା ଜିତି ପାରିବେ ।

Picture Credit – Amazon.com

ଆମାଜନ୍ ଆପଣଙ୍କୁ ପୁରସ୍କାର ଜିତିବାର ବଡ ସୁଯୋଗ ଦେଉଛି । ଆମାଜନରେ ପ୍ରତିଦିନ ଆପ୍ କୁଇଜ୍ ଆୟୋଜିତ ହେଉଛି । ଏହାର ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇ, ଆପଣ ଆମାଜନ ପେ ରେ ପୁରସ୍କାର ଜିତି ପାରିବେ । ଆଜି ଆପଣଙ୍କୁ ପାଞ୍ଚୋଟି ପ୍ରଶ୍ନର ଠିକ୍‌ ଉତ୍ତର ଦେବାକୁ ପଡିବ । ଏହା ପରେ ଯାଇଁ ଆପଣ ଜିତି ପାରିବେ ୧୫ ହଜାର ଟଙ୍କାର ପୁରସ୍କାର । ତେବେ ୱିନରର ଚୟନ ଲକି ଡ୍ର ଜରିଆରେ କରାଯିବ । ତେବେ ଏହା ଆମାଜନ ଆପ୍‌ ର ଏକ ଇଣ୍ଟେରେଷ୍ଟିଙ୍ଗ ଗେମ । ଆମାଜନ କ୍ୱିଜ୍‌ ରେ ପ୍ରଶ୍ନ ସବୁ ଜେନାରାଲ ନଲେଜ୍‌ ଓ କରେଣ୍ଟ୍‌ ଆଫେୟାର୍ସ ଉପରେ ଆଧାରିତ । ତେବେ ଆମାଜନ ଆପରେ ଆପଣଙ୍କୁ ଭାଗ ନେବାକୁ ହେଲେ ପ୍ରଥମେ ଆପଣଙ୍କୁ ନିଜ ଫୋନରେ ଆମାଜନ ଆପ ଡାଉନଲୋଡ କରିବାକୁ ପଡିବ । ଆମାଜନ ଆପ ଆଣ୍ଡ୍ରଏଡ୍‌ ଓ ଆଇଫୋନ ଉଭୟ ଫୋନରେ ଆପଣ ଡାଉନଲୋଡ କରି ପାରିବେ ।

ଜାଣନ୍ତୁ ଆମାଜନ କ୍ୱିଜ୍‌ ଖେଳିବାବାର ପ୍ରଣାଳୀ:

ନିଜ ଫୋନରେ ଆପଣ ଆମାଜନ ଆପ୍‌ ଡାଉନଲୋଡ କରିବା ପରେ ଏଥିରେ ଆପଣ ନିଜର ଏକ ଆକାଉଣ୍ଟ ଖୋଲି ଲଗଇନ୍‌ କରନ୍ତୁ । ଏହାପରେ ଆପ୍‌ ରେ ଫନ ଜୋନ୍‌ ସେକ୍ସନକୁ ଯାଆନ୍ତୁ । ଫନ୍‌ ଜୋନ୍‌ ଓପେନ କରିବା ପରେ ଆପଣଙ୍କୁ ତୃତୀୟ କିମ୍ବା ଏହାର ଚତୁର୍ଥ ସୋପାନରେ ଏକ ରେଡ କଲରର ବ୍ୟାନର ଦେଖାଯିବ । ଏଥିରେ ଅପ୍ସନ ଥିବା ଉତ୍ତର ଲେଖାଯାଇଥିବ । ଏହା ପରେ ଆପଣ ଥ୍ରି ବ୍ୟାନର ସ୍ଲାଇଡରେ ଦେଖିପାରିବେ। ଏହା ଉପରେ କ୍ଲିକ୍‌ କରି ଆପଣ କ୍ୱିଜ ଖେଳି ପାରିବେ ।

ଏହା  ଆଜି ପର୍ଯ୍ୟନ୍ତ ହିଁ ଭାଲିଡ । ଏହା କେବଳ ଜଣେ ହିଁ  ଜିତି ପାରିବେ । ତେବେ କିଏ ଜିତିବ ତାହା ଲକି ଡ୍ରରୁ ହିଁ ଜଣା ପଡିବ । ଆଜିର ୱିନର କିଏ ତାହା ଆସନ୍ତା କାଲି ମାନେ ୧୩ ତାରିଖରେ ଘୋଷଣା କରାଯିବ । ତେଣୁ ଉଦାହରଣ ସୌରୁପ ଏଠାରେ ଆପଣଙ୍କୁ କିଛି ପ୍ରଶ୍ନ ବିଷୟରେ ଓ ତାର ଉତ୍ତର ବିଷୟରେ କହିଦେଉଛୁ । ଆପଣ ବର୍ତ୍ତମାନ ଦେଖୁଥିବା ପ୍ରଶ୍ନ ଉତ୍ତର ପରି ହିଁ କ୍ୱିଜ ସେସ୍ସନ ରହିବ ।

 

KNews Bureau

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

5 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

50 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

55 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago