ଟେକ୍

ଆପଲ ଫୋନ୍‌ ଧରିବା ସ୍ୱପ୍ନ ହେବ ପୂରଣ, Apple iPhone 11କୁ କିଣନ୍ତୁ ମାତ୍ର ୧୩ ହଜାର ଟଙ୍କାରେ

Apple ପକ୍ଷରୁ ଏକ ସାନଦାର ଅଫର ଦିଆଯାଉଛି । ଯେଉଁ ଅଫର ସାହାଯ୍ୟରେ ୟୁଜର୍ସ ଶସ୍ତାରେ ଆଇଫୋନ୍‌ ୧୧କୁ କ୍ରୟ କରିପାରିବେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ iPhone 11କୁ ଭାରତରେ ୧୦ ସେପ୍ଟେମ୍ବର ୨୦୧୯ରେ ଲଞ୍ଚ୍‌ କରାଯାଇଥିଲା । ଫୋନ୍‌ ଦୁଇଟି ଷ୍ଟୋରେଜ୍‌ ଭ୍ୟାରିୟଣ୍ଟ ୬୪ଜିବି ରାମ ଏବଂ ୧୨୮ଜିବିରେ ଆସିଥାଏ । ଫୋନ୍‌ ବ୍ଲାକ, ରେଡ ଏବଂ ହ୍ଵାଇଟ କଲର ଅପ୍ସନରେ ଆସିଥାଏ । ଫୋନକୁ ଫ୍ଲିପକାର୍ଟରେ କିଣିପାରିବେ ।

ଆପଲ ଆଇଫୋନ୍‌ ୧୧ ସ୍ମାର୍ଟଫୋନର ଦାମ୍‌ ୪୩,୯୯୯ ଟଙ୍କା । କିନ୍ତୁ ୨୯୦୧ ଟଙ୍କାର ଡିସକାଉଣ୍ଟ ପରେ ଆଇଫୋନ୍‌ ୧୧ର ଦାମ୍‌ ମାତ୍ର ୪୦,୯୯୯ ଟଙ୍କା ହୋଇଯିବ । ଫୋନ୍‌ କିଣିବା ଦ୍ୱାରା ୨୭,୦୦୦ ଟଙ୍କା ଏକ୍ସଚେଞ୍ଜ୍‌ ଅଫର ଦିଆଯାଉଛି । ଯଦି ଆପଣ ଫୁଲ ଏକ୍ସଚେଞ୍ଜ ଅଫରର ଲାଭ ଉଠାଇନିଅନ୍ତି ତାହେଲେ ଏହାପରେ ଫୋନର ଦାମ୍‌ ୧୩,୯୯୯ ଟଙ୍କା ହୋଇଯିବ । ଫୋନକୁ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ କ୍ରୟ ଉପରେ ୫% ଡିସକାଉଣ୍ଟ ଅଫର ଦିଆଯାଉଛି । ଫୋନକୁ ୨୦୦୮ ଟଙ୍କା ମନ୍ଥଲୀ ଇଏମଆଇ ଅପ୍ସନରେ କ୍ରୟ କରିପାରିବେ । ଫୋନର କ୍ରୟ ଉପରେ ୧ ବର୍ଷର ଓ୍ଵାରେଣ୍ଟୀ ଦିଆଯାଉଛି । ଯଦି ଫୋନ ପସନ୍ଦ ନଆସେ ତାହେଲେ ଏହାକୁ ୭ ଦିନ ଭିତରେ ରିପ୍ଲେସ ବି କରିପାରିବେ ।

ସ୍ପେସିଫିକେସନ୍ସ

ଆପଲ ଆଇଫୋନ୍‌ ୧୩ ସ୍ମାର୍ଟଫୋନରେ ୬.୧ ଇଞ୍ଚର ଲିକ୍ୱିଡ ରେଟିନା ଏଚଡି ଡିସପ୍ଲେ ଦିଆଯାଇଛି । ଫୋନର ରିୟରରେ ୧୨ଏମପି ଦୁଇଟି କ୍ୟାମେରା ଦିଆଯାଇଛି । ଏହାବ୍ୟତୀତ ଫ୍ରଣ୍ଟରେ ଏକ ୧୨ଏମପିର କ୍ୟାମେରା ଦିଆଯାଇଛି । ଫୋନରେ ଏ୧୩ ବାୟୋନିକ ଚିପସେଟ ସପୋର୍ଟ ଦିଆଯାଇଛି । ଏଥିରେ ଏକ ଅଲଟ୍ରା ଓ୍ଵାଇଡ ୧୩ଏମଏମ ଲେନ୍ସ ଦିଆଯାଇଛି । ଯାହା ୧୨୦ ଡିଗ୍ରି ଫିଲଡ ଅଫ୍‌ ଭ୍ୟୁ ସହିତ ଆସିଥାଏ । ଏହାସହିତ ୨୬ଏମଏମ ଓ୍ଵାଇଡ ଲେନ୍ସ ଦିଆଯାଇଛି । ଯାହା ଲୋ-ଲାଇଟରେ ୧୦୦% ଅଟୋଫୋକସ୍‌ ଉପଲବ୍ଧ କରିଥାଏ ।

Pritiparna

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

20 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

23 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

27 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

40 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

57 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago